Malika Bachan : 2023 ମସିହାରେ ଫାଟିପଡିବ ଅଧା ପୃଥିବୀ ! ମିଳିଲା ଭୟଙ୍କର ତଥ୍ୟ

ବନ୍ଧୁଗଣ ଦୀର୍ଘ ୬୦୦ ବର୍ଷ ତଳେ ମହାପୁରୁଷ ଅଚ୍ୟୁତାନନ୍ଦା ଲେଖି ଯାଇଥିବା ମାଳିକା ବହିରେ କଳିଯୁଗର ଶେଷା ପରିଣତ କଣ ହେବ ତାହା ଦର୍ଶା ଯାଇଛି । ତେବେ ୨୦୨୩ ବର୍ଷରେ ଘଟିବ ଅନେକ ଘଟଣା ଦୁର୍ଘଟଣା ସାରା ବିଶ୍ଵ ରେ । ଫାଟିବ ଅଧା ପୃଥିବୀ ୨୦୩ ରେ ଯାହା ମାଳିକା ରେ ଲେଖା ଯାଇଛି । ଯେବେ ସିଂହ ରାଶିକୁ ମଙ୍ଗଳ ଆସିବେ ସେତେବେଳେ ଭୂମିକମ୍ପ ହେବାର ବହୁତ ଚାନ୍ସ ଅଛି । ବର୍ତ୍ତମାନ ୩୦/୬ ରେ ମଙ୍ଗଳ ଆସିବେ ସିଂହ ରାଶି । ୧୭/ ୮ / ୨୦୨୩ ଯାଏଁ ସିଂହ ରାଶି ରହିବେ ମଙ୍ଗଳ ରେ ।

୨୦୨୩ ରେ ବିଭିନ୍ନ ଦେଶରେ ଭୂମିକମ୍ପ ଅହରହ ଆରମ୍ଭ ହେବ ଆଉ ବୃଦ୍ଧି ପାଇବ । ୨୦୨୨ ରେ ଯାହା ବଢିଛି ୨୦୨୩ ରେ ଅଧିକ ହେବ । ୨୦୨୪ ବେଳକୁ ସ୍ଥିତି ଅସମ୍ଭାଳ ହେବ । କାରଣ ମିନ ରାଶିରେ ଯେବେ ଶନି ପ୍ରବେଶ କରିବେ ପୃଥିବୀ ଧ୍ଵଂସ ହେବା ନିଶ୍ଚିନ୍ତ ଅଟେ । ସେତେବେଳେ ସ୍ଥିତି ସମ୍ଭାଳି ହେବ ନାହି । ବିଶେଷ କରି ଆମେରିକା, ଚୀନ, ଜାପାନ, ମ୍ୟାଲେସିୟା, ଫିଲିଫାଇନ୍ସ, ୟୁକ୍ରେନ ଭଳି ଦେଶରେ ଭୂମିକମ୍ପ ଅଧିକ ହେବାର ଚାନ୍ସ ରହିଛି । ଭାରତରେ ହେବ ଭୂମିକମ୍ପ ଏତେ ଟା ନୁହେଁ ।

ଓଡିଶା ରେ ଖଣ୍ଡ ପ୍ରଳୟ ହେବାର ସମ୍ଭାବନା ରହିଛି ୨୦୨୩ ରେ । ଓଡିଶାରେ ପୂର୍ବ ଉପକୂଳ ବର୍ତ୍ତୀ ଅଞ୍ଚଳରେ ଯେଉଁ ରାଜ୍ୟ ଗୁଡିକ ରହିଛନ୍ତି ସେମାନେ ଅଧିକ ପ୍ରଭାବିତ ହେବ । ପୁରୀ, ଜଗତସିଂପୁର, କେନ୍ଦ୍ରାରପଡା ଅଧିକ ମାତ୍ରା ରେ ବାତ୍ୟା ରେ ପ୍ରଭାବିତ ହେବ ଆଉ ଅନେକ କ୍ଷୟ କ୍ଷତି ହେବ । ମାଳିକା ରେ ଲେଖା ଯାଇଛି ସମୁଦ୍ର ପାଣି ବଡ ଦେଉଳ ପଥରକୁ ଛୁଇଁବ । ମେଘନାଦ ପାଚେରି କୁ ପାଣି ଲାଗିବ ୨୦୨୩ ରେ । କିନ୍ତୁ ୨୦୨୬ରେ ଯେବେ ସମୁଦ୍ର ଛୁଇଁବ ମେଘନାଦ ପାଚେରି ଆଉ ବଡ ଦେଉଳ କୁ ଆଉ ଫେରିବ ନାହି ।

ଆଉ ସେହି ସମୟରେ ମହାପ୍ରଭୁ ଜଗନ୍ନାଥ ପୁରୀ ଛାଡିବେ । ଓଡ଼ିଶାକୁ ଆଟାକ ହେବାର ଚାନ୍ସ ଅଛି ମୀନ- ଶନି ଯୋଗ ପରେ । ଏହା ପରେ ଓଡିଶାରେ ଆକ୍ରମଣ ଆରମ୍ଭ ହେବ । ଚନ୍ଦ୍ରଭାଗା ଓ ପାରାଦ୍ଵୀପ ବାଟ ଦେଇ କିଛି ଆତଙ୍କବାଦୀ ଓଡିଶାରେ ପ୍ରବେଶ କରିବେ ଆଉ ଆକ୍ରମଣ କରିବେ । ମାଳିକା ରେ ଆଗକୁ ଲେଖା ଅଛି ଉତ୍ତର ପୂର୍ବ ଦିଗରୁ ଅନିଷ୍ଟ ଘଟିବ ଭାରତକୁ । ଅରୁଣାଚଳ ପ୍ରଦେଶରେ ଦଙ୍ଗା ସ୍ଥିତି ଦେଖାଯିବ । ୨୦୨୪ ରେ ଭାରତରେ ନିର୍ବାଚନ ହେବ ନ ହେଲେ ହିନ୍ଦୁ ଆଉ ରହିବେ ନାହି ।

ପୁରା ପୃଥିବୀ ରୁ ଗଣତନ୍ତ୍ର ଧ୍ଵଂସ ହୋଇଯିବ । ମିନ ଶନି ଯୋଗରେ ଭାରତରେ ଶେଷା ଯୁଦ୍ଧ କାଶ୍ମୀ ନଗର ଓ ଯାଜପୁରରେ ଦୁଇଟି ସ୍ଥାନରେ ହେବ । ପ୍ରଭୁ ବଳଭଦ୍ର ପୃଥିବୀ ର ହେବେ ରାଜା ଆଉ ଗଣତନ୍ତ୍ର ଫେରି ଆସିବ । ତାଙ୍କ କଥା ଅନୁଯାୟୀ ପୁରା ଦେଶ ପରିଚାଳିତ ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *