2050 କଳିଯୁଗର ଅନ୍ତ ? କେମିତି ହେବ କଳିଯୁଗ ର ବିନାଶର ଆରମ୍ଭ ? Garuda Purana

ବନ୍ଧୁଗଣ ଭଗବାନ ବିଶୁଣୁ ଯିଏ କି ସଂସାରର ସୃଷ୍ଟି କର୍ତ୍ତା ସ୍ଵୟଂ କହିଛନ୍ତି କଳିଯୁଗର ଅନ୍ତ କେମିତି ହେବ । ଭଗବାନ ବିଶୁଣୁ କହିଛନ୍ତି ଯେବେ କଳିଯୁଗର ଅନ୍ତ ହେବ ସେତେବେଳେ ତିନି ଦେବତା କଳିଯୁଗର ଅନ୍ତ କରିବେ । ପୁରାଣ ଅନୁଯାୟୀ ପ୍ରଥମେ ପ୍ରଳୟଙ୍କାରୀ ହେବ ପାଣି, ଅଗ୍ନି ଓ ବାୟୁ ଦ୍ଵାରା । ଏହାପରେ କଳିଯୁଗର ଅନ୍ତ ହୋଇ ନୂଆ ଯୁଗର ଆରମ୍ଭ ହେବ । ଆଜି ଆମେ ଆପଣଙ୍କୁ କହିବୁ କଳିଯୁଗର ଶେଷ ସମୟରେ କଣ ସବୁ ଘଟଣା ମାନ ଘଟିବ ।

କଳିଯୁଗର ଆରମ୍ଭ 3102 ହୋଇଥିଲା, କୁଳ ଅବଧି ହେଉଛି 432000, 5123 ବର୍ଷ ବିତି ଯାଇଛି, ବର୍ତ୍ତମାନ 426877 ବର୍ଷ ବାକି ଅଛି । କଳିଯୁଗରେ ସମସ୍ତଙ୍କ ମନରେ ଅଶାନ୍ତି ଲାଗି ରହିବ । ମାନସିକ ରୂପରେ ଦୁଖୀ ରହିବେ ତାହା ହେଉଛି କଳିଯୁଗ । ଏହି ଯୁଗରେ ଧର୍ମ ର ଏକ ଚତୁର୍ଥାଂଶ ରହିଛି । କଳିଯୁଗର ଅନ୍ତରେ ଭଗବାନ କଲକି ଅବତାର ନେବେ ।

ଯେଉଁ ସମୟରେ ଭଗବନା କଳ୍କି ଅବତାର ନେବେ ସେହି ସମୟରେ ମନୁଷ୍ୟ ମାନଙ୍କର ଆୟୁଷ ମାତ୍ର 20 ବର୍ଷ ହୋଇଯିବ । 5 ବର୍ଷ ବୟସରେ ସ୍ତ୍ରୀ ମାନେ ଗର୍ଭବତୀ ହେବେ । 16 ବର୍ଷରେ ଲୋକେ ବୃଦ୍ଧ ଅବସ୍ଥାକୁ ଆସିବେ ଆଉ 20 ବର୍ଷରେ ଲୋକଙ୍କର ମୃତ୍ୟୁ ହୋଇଯିବ । ଆଳିଯୁଗର ଅନ୍ତ ରେ ଅର୍ଣ୍ଣ ଉତ୍ପାଦନ ନାହିଁ । ଲୋକ ମାନେ ମାଂସ ମଦ ସେବନ କରିବେ ଏବଂ ଛେଳି, ମେଣ୍ଢା ର କ୍ଷୀର ସେବନ କରିବେ ।

କଳିଯୁଗର ଶେଷରେ ଗାଈ ଆଉ ଦେଖାଯିବ ନାହିଁ । ଯଦି ଗାଈ ଦେଖାଯିବ ତେବେ ଛେଳି ସମାନ ହେବ ଆଉ କ୍ଷୀର ଦେବା ବନ୍ଦ କରି ଦେବ । ଫଳ ଫଳିବ ନାହିଁ । କଳିଯୁଗର ଶେଷରେ ସ୍ତ୍ରୀ ମାନେ କଠୋର ଓ କାଟୁ ଶବ୍ଦ କରିବେ । ସେମାନେ ପତୀବ୍ରତା ଧର୍ମ ଭୁଲିଯିବେ ଓ ସ୍ବାମୀଙ୍କ ଆଜ୍ଞା ର ପାଳନ କରିବେ ନାହିଁ । ଯାହା ପାଖରେ ଧନ ଥିବ ତା ପାଖରେ ସ୍ତ୍ରୀ ଥିବେ । ମଣିଷ ମାନଙ୍କର ସ୍ଵଭାବ ପଶୁ ତୁଲ୍ୟ ହେବ ।

କଳିଯୁଗରେ ପିତା ପୁତ୍ର ର ଓ ପୁତ୍ର ପିତା ର ବଦ୍ଧ କରିବାକୁ ପଚାଇବେ ନାହିଁ । ନିଜର ପ୍ରଶଂସା ପାଇବାକୁ ଲୋକେ ବଡ ବଡ ଆଠ କହିବେ କିନ୍ତୁ ନିଦା ପାଇବେ । କଳିଯୁଗରେ ଶାସ୍ତ୍ର ର ବିଳପୋ ହେବ । କେବଳ ଅନୈତିକ କଥା ଲୋକଙ୍କୁ ପସନ୍ଦ ଆସିବ । ଖରାପ ବ୍ୟବହାର ର ପ୍ରୟୋଗ ହେବ । ସ୍ତ୍ରୀ ଓ ପୁରୁଷ ଉଭୟ ଅଧର୍ମୀ ହେବେ ।

କଳିଯୁଗରେ ଅଧିକ ସମୟ ଭୂମି ଶୁଖିଲା ହେବା ସହ ବହୁତ ଅଧିକ ବର୍ଷା ହେବ । ଯାହା କାରଣରୁ ଚାରି ଆଡେ ଜଳ ମଗ୍ନ ହେବ । ସମସ୍ତ ପୃଥିବୀ ରେ ପାଣି ଭରିଯିବ । ଏହିପରି ଭାବେ ମନୁଷ୍ୟ ମାନଙ୍କର ବିନାଶ ହେବ ଓ କଳିଯୁଗର ଅନ୍ତ ଘଟିବ ।  ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *