ଭଲ ସମୟ ଆସିବା ପୂର୍ବରୁ ମହାଦେବ ଦେଇଥାନ୍ତି ଏହି 7 ଟି ସଙ୍କେତ- Shiv Purana

ବନ୍ଧୁଗଣ ସୋମବାର ଦିନ କୁ ମହାଦେବଙ୍କ ଦିନ ବୋଲି ମାନାଯାଏ । ସେହିଦିନ ମହାଦେବ ଧରା ପୃଷ୍ଠ ରେ ଅବତାରଣ କରନ୍ତି ଏମିତି ମାନ୍ୟତା ଅଛି । ଏଥିପାଇଁ ଶିବ ପୁରାଣରେ ସୋମବାରରେ ମହାଦେବ ଙ୍କ ପୂଜା କରିବାର ବିଶେଷ ବିଧି ବିଷୟରେ କୁହାଯାଇଛି । ମହାଦେବ ଯେବେ ନିଜ ଭକ୍ତ ଉପରେ ପ୍ରସନ୍ନ ହୋଇଥାନ୍ତି ସେମାନେ କିଛି ନା କିଛି ଶୁଭ ସଂକେତ ଦେଇଥାନ୍ତି ।

ଯେଉଁ ବ୍ୟକ୍ତି ସୋମବାରରେ ମହାଦେବଙ୍କ ଉପରେ ଜଳ ଓ କ୍ଷୀର ଅର୍ପଣ କରନ୍ତି ମହାଦେବ ସେମାନଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ଏବେ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ ଯାହା ମହାଦେବ ସ୍ଵୟଂ ନିଜ ଭକ୍ତଙ୍କୁ ଦେଇଥାନ୍ତି । 1- ସୋମବାର ଦିନ ଯେଉଁ ବ୍ୟକ୍ତି ବ୍ରହ୍ମ ମୂହୁର୍ତ୍ତରେ ଚନ୍ଦ୍ରମାଙ୍କ ଦର୍ଶନ କରେ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ସେହି ବ୍ଯକ୍ତିର ପୂଜାରେ ମହାଦେବ ପ୍ରସନ୍ନ ଅଛନ୍ତି ତାଙ୍କୁ ବହୁତ ଜଲ୍ଦି ଖୁସି ଖବର ମିଳିବାର ସଂକେତ ମିଳିଥାଏ ।

2- ଯଦି ଆପଣ କୌଣସି ଶୁଭ କାମରେ ଯାଉଥିବା ସମୟରେ ଧଳା ନଦୀ ଙ୍କ ଦର୍ଶନ ମିଳେ ତେବେ ଶୁଭ ହେବା ସହ ସେହି କାର୍ଯ୍ୟ ରେ ସଫଳତା ମିଳିବାର ସଂକେତ ହୋଇଥାଏ ।

3- ନାଗ ଦେବତା ମହାଦେବ ଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି । ସେଥିପାଇଁ ମହାଦେବ ନିଜ ଗଳା ରେ ନାଗ ଦେବତା ଙ୍କୁ ଧାରଣ କରିଥାନ୍ତି । ସୋମବାର ଦିନ ନାଗ ଦେବତା ଙ୍କ ଦର୍ଶନ ମିଳେ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଏହା ଦ୍ଵାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ ।

4- ସୋମବାର ଦିନ କୌଣସି ସ୍ଵାମୀ ସ୍ତ୍ରୀ ଙ୍କୁ ପ୍ରେମରେ କଥା ବାର୍ତ୍ତା ହେବାର ଦେଖନ୍ତି ତେବେ ଏହା ମହାଦେବଙ୍କ ସଂକେତ ଅଟେ । ଏହା ମାତା ପାର୍ବତୀ ଓ ମହାଦେବ ଙ୍କ ଦର୍ଶନ ସହିତ ସମାନ ହୋଇଥାଏ ।

5- ସୋମବାର ଦିନ କଳା କୁକୁର ଯଦି ଘରକୁ ଆସିଥାଏ ଅତ୍ୟନ୍ତ ଶୁଭ ଲକ୍ଷଣ ହୋଇଥାଏ । ଏହା ଦ୍ଵାରା ଘରର ସବୁ ନେଗେଟିଭ ଶକ୍ତି ର ବିନାଶ ହୋଇଥାଏ ।

6- ଯଦି ଆପଣ ଘରୁ ବାହାରି ରାସ୍ତା ରେ ଯାଉଥିବା ସମୟରେ ପାଣି ମାଠିଆ ଭରା ହୋଇଥିବା କିମ୍ବା କ୍ଷୀର ରେ ଭର୍ତ୍ତି ମାଠିଆ ର ଦର୍ଶନ ମିଳେ ତେବେ ଶୁଭ ସଂକେତ ହୋଇଥାଏ । ଏହା ଦ୍ଵାରା ଆଗକୁ ହେବାକୁ ଥିବା କାର୍ଯ୍ୟ ନିଶ୍ଚୟ ସଫଳ ହେବ ଏବଂ ଯଶ, ଖ୍ଯାତି, ମାନ ସମାନ ମିଳିବାର ସଂକେତ ହୋଇଥାଏ ।

7- ସୋମବାର ଦିନ ଯଦି ଭସ୍ମ ବା ଭସ୍ମ ଲାଗାଇଥିବା ବ୍ଯକ୍ତିର ଦର୍ଶନ ମିଳିଥାଏ ତେବେ ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଭସ୍ମ ଲଗାଇଥିବା ବ୍ୟକ୍ତି ମହାଦେବ ଙ୍କର ପରମ ଭକ୍ତ ହୋଇଥାନ୍ତି । ସୋମବାରରେ ଦିନ ଚନ୍ଦନ ବା ଭସ୍ମ ଲଗାଇବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଏହା ଦ୍ଵାରା ସବୁ କାର୍ଯ୍ୟ ରେ ସଫଳତା ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *