ସ୍ତ୍ରୀ ମାନେ ଗୋଡ ରେ ମୁଦି ପିନ୍ଧିବା ଦ୍ବାରା କ’ଣ ପାଇଁ ସ୍ୱାମୀ ରୁଣ ଆଉ କଷ୍ଟ ରେ ବୁଡିଯାଆନ୍ତି?

ବନ୍ଧୁଗଣ ଗୋଡ ମୁଦି ବା ଝୁଣ୍ଟିଆ ନାରୀ ମାନଙ୍କର ସୋଭା ବଢାଇବା ପାଇଁ ଏକ ଅଳଙ୍କାର ହୋଇଥାଏ । ଯାହାକୁ ପିନ୍ଧିବା ଦ୍ଵାରା ପାଦ ର ସୌନ୍ଦର୍ଜ୍ୟ ବଢିଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ବିବାହିତା ନାରୀ ମାନେ ପାଦ ରେ ଝୁଣ୍ଟିଆ ପିନ୍ଧିଥାନ୍ତି । ପାଦ ର ମଝି ଆଙ୍ଗୁଠିରେ ତିନି ଆଙ୍ଗୁଠି ରେ ଝୁଣ୍ଟିଆ ପିନ୍ଧିବାର ପରମ୍ପରା ଅଛି । ଝୁଣ୍ଟିଆ ନାରୀ ମାନଙ୍କର ଶେଷ ଅଳଙ୍କାର ହୋଇଥାଏ । ନାରୀ ମାନଙ୍କର ମଥାରେ ସୁନା ମଣି ଓ ପାଦରେ ଚାନ୍ଦି ବା ରୂପାର ଝୁଣ୍ଟିଆ ପିନ୍ଧିବାର କାରଣ ଅଟେ ଏହା କି ସ୍ଵାମୀ-ସ୍ତ୍ରୀ ଉପରେ ସୂର୍ଯ୍ୟଙ୍କ କୃପା ର ରହିଥାଏ ।

ଆଜି ଆମେ ଆପଣଙ୍କୁ କହିବୁ ଝୁଣ୍ଟିଆ ପିନ୍ଧିବା ଦ୍ଵାରା ସ୍ବାମୀଙ୍କ ଉପରେ କେଉଁ ପ୍ରଭାବ ପଡିଥାଏ । ଝୁଣ୍ଟିଆ ପିନ୍ଧିବା ଦ୍ଵାରା ନାରୀ ମାନଙ୍କର ମାସିକ ଚକ୍ର ନିୟମିତ ହୋଇଥାଏ । ବିବାହିତା ନାରୀ ଙ୍କୁ ବାମ ଓ ଡାହାଣ ପାଦ ର ଦ୍ଵିତୀୟ ଆଙ୍ଗୁଠି ରେ ପିନ୍ଧିବା ଉଚିତ ହୋଇଥାଏ । କେତେକ ନାରୀ ମାନେ ଝୁଣ୍ଟିଆ କୁ ଯୋଡି କରି ପିନ୍ଧିଥାନ୍ତି । କିନ୍ତୁ 3ଟି ଝୁଣ୍ଟିଆ କେବେ ବି ସମାନ କରି ପିନ୍ଧିବା ଅନୁଚିତ । ଝୁଣ୍ଟିଆ କେବଳ ବିବାହିତା ନାରୀ ମାନେ ପିନ୍ଧିବା ଉଚିତ ।

କୁମାରୀ ଝିଅ ମାନେ ଭୁଲରେ ବି ଝୁଣ୍ଟିଆ ପିନ୍ଧିବା ଉଚିତ ନୁହେଁ । ଏହା ଛାଡ ବିବାହିତା ନାରିଙ୍କ ପାଇଁ ଝୁଣ୍ଟିଆ ବହୁତ ଜରୁରୀ ଅଟେ । ପାଦ ରେ ଝୁଣ୍ଟିଆ ଦ୍ଵାରା ଗର୍ଭ ଧାରଣରେ କିଛି ବି ସମସ୍ଯା ଆସେ ନାହିଁ । କିନ୍ତୁ ଏହି କଥା ବହୁତ କମ ଜାଣନ୍ତି କି ନାରୀ ମାନେ ଝୁଣ୍ଟିଆ ପାଦରେ ଭଲରେ ନ ପିନ୍ଧିଲେ ସ୍ଵାମୀ ଗରିବ ହୋଇଥାନ୍ତି । ଝୁଣ୍ଟିଆ ସବୁବେଳେ ଚାନ୍ଦି ର ପିନ୍ଧିବା ଉଚିତ ।

ବେସୀ ଢିଲା କରି ପିନ୍ଧିବେ ନାହିଁ କି କାହାକୁ କେବେ ଦାନ କରିବେ ନାହିଁ । ପାଦରେ ପାଉଁଜି ବା ଝୁଣ୍ଟିଆ ଘୁଙ୍ଗୁର ଥିବା ଦରକାର । ବିବାହିତା ନାରୀ ମାନେ ଉପହାର ରେ ମିଳିଥିବା ସିନ୍ଦୁର ର ବ୍ୟବହାର କରିବା ଉଚିତ ନୁହେଁ । ଯଦି ସିନ୍ଦୁର ସ୍ଵାମୀ ଦେଇଛନ୍ତି ତେବେ ପ୍ରୟୋଗ କରିପାରିବେ । ଶଙ୍ଖା ଓ ଚୁଡି ବିବାହିତା ନାରୀ ମାନେ ମଙ୍ଗଳବାର ଦିନ କିଣିବା ଉଚିତ ନୁହେଁ ।

ଏହି ଦିନ ଚୁଡି କିଣିଲେ ଅଶୁଭ ହୋଇଥାଏ । ଏହି ଦିନ କିଣିଥିବା ଚୁଡି ପିନ୍ଧିଲେ ସ୍ବାମୀଙ୍କ ଦୁର୍ଭାଗ୍ୟ ର କାରଣ ହୋଇଥାଏ । ବିବାହିତା ନାରୀ ମାନେ ଶଙ୍ଖା ଚୁଡି ପିନ୍ଧିବା ଯେତିକି ଜରୁରୀ ହୋଇଥାଏ ତା ଠାରୁ ଅଧିକ ଜରୁରୀ ହୋଇଥାଏ ଏହାର ରଙ୍ଗ । ଭଙ୍ଗା ଚୁଡି ଭୁଲରେ ବି ନାରୀ ମାନେ ପିନ୍ଧିବା ଅନୁଚିତ । ନାରୀ ମାନେ ନାଲି ଚୁଡି ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ । ଭୁଲରେ ବି ଧଳା କି କଳା ଚୁଡି ନାରୀ ମାନେ ପିନ୍ଧିବା ଉଚିତ ନୁହେଁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *