22 ରୁ 30 ମାର୍ଚ୍ଚ ଚୈତ୍ର ନବରାତ୍ରିରେ ବନୁଛି “ମହା ସଂଯୋଗ” ଏହି 4ଟି ରାଶି ହେବେ କୋଟିପତି !

ଓଡିଆରେ ନବରାତ୍ରିକୁ ବହୁତ ଧୂମଧାମ ରେ ପାଳନ କରାଯାଏ । ଚୈତ୍ର ନବରାତ୍ରି ରେ ମା ଦୁର୍ଗା ଙ୍କୁ ଆମେ ପୂଜା କରିଥାଉ । ଏହି ଚୈତ୍ର ନବରାତ୍ରିରେ ମା ଲକ୍ଷ୍ମୀ ଙ୍କ କୃପାରୁ ୧୨ ଟି ରାଶି ଙ୍କ ମଧ୍ୟରୁ ୪ ଟି ରଶିଙ୍କ ଜୀବନରେ ବହୁତ ପରିବର୍ତନ ଆସିବ । ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରେ ଧନ ,ସୁଖ ସମୃଦ୍ଧି ସବୁ ଫେରିଆସିବ । ଏହି ଚୈତ୍ର ନବରାତ୍ରିରେ ୯ ଦିନ ଧରି ପାଳନ କରାଯାଏ । ବର୍ଷରେ ଚାରିଥର ନବରାତ୍ରି ହୋଇଥାଏ । ଏହା ମଧ୍ୟରୁ ଚୈତ୍ର ନବରାତ୍ରି ଓ ଶାରଦୀୟ ନବରାତ୍ରି ମୁଖ୍ୟ ହୋଇଥାଏ।

ନବରାତ୍ରିରେ ପ୍ରଥମେ କଳସ ସ୍ଥାପନ କରାଯାଏ । କଳସକୁ ପ୍ରଥମେ ସ୍ଥାପନ କରିବାର କିଛି ଯଥାର୍ଥତା ରହିଛି । କଳସକୁ ବିଷ୍ନୁ ଙ୍କ ରୂପ ମାନନ୍ତି । ନବରାତ୍ରି ପୂଜା ନିଷ୍ଟାର ସହିତ କାଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ସବୁ ଦୁଃଖ ,କଷ୍ଟ ଦୂର କରିବେ । ଏହି ଚାରିଟି ରାଶିର ବ୍ୟକ୍ତି ଭାଗ୍ୟଶଳୀ ହେବେ । ଧନର ବର୍ଷା ହେବ । ଏହି ଚାରୋଟି ରାଶି ମଧ୍ୟରୁ ପ୍ରଥମ ରାଶି ହେଉଛି ମେଶ ରାଶି ଏହି ନବରାତ୍ରିରେ ବହୁ ଶୁଭ ଫଳ ପ୍ରାପ୍ତି ହେବ ।

ଏହି ୯ ଦିନ ମଧ୍ୟରେ ଖୁସି ଖବର ମିଳିବ । ଧନ ମଧ୍ୟ ପ୍ରାପ୍ତି ହେବ । ବ୍ୟାପାର କରୁଥିବା ବ୍ୟକ୍ତି ବା ଚାକିରି କରୁଥିବା ବ୍ୟକ୍ତି ଙ୍କୁ ଏହି ନବରାତ୍ରିରେ ବହୁତ ପରିବର୍ତନ ଆସିବାର ଅଛି । ବିଦେଶରେ ଚାକିରି କରିବାକୁ ଚାହୁଥିଲେ ଅତିଶୀଘ୍ର ସଫଳ ହେବେ । ଏହି ନବରାତ୍ରିରେ ନୂଆ ଜାନ ବା ଭୂମି କିଣି ପାରନ୍ତି । ମା ଲକ୍ଷ୍ମୀ ଙ୍କ କୃପାରୁ ସବୁ କାର୍ଯ୍ୟ ଶୁଭ ହି ଶୁଭ ହେବ । ଦିତୀୟ ରାଶି ଟି ହେଉଛି ତୁଳା ରାଶି । ଏହି ରାଶି ର ବ୍ୟକ୍ତି ନବରାତ୍ରିରେ ମାନସନ୍ନମାନ ରେ ବୃଦ୍ଧି ହେବ ।

ସମାଜରେ କୌଣସି କାମ ପାଇ ବହୁତ ପ୍ରଶଂସା ମିଳିବ । ପରିବରେ ଶାନ୍ତି ଆସିବ । ସନ୍ତାନ ନ ହେଉଥିଲେ ସନ୍ତାନ ପ୍ରାପ୍ତି ହେବ । ସବୁ କ୍ଷେତ୍ରରେ ସଫଳତା ପାଇବେ । ତୃତୀୟରେ  ରହିଛି କୁମ୍ଭ ରାଶି । ଏହି ରାଶି ର ବ୍ୟକ୍ତି ମା ଲକ୍ଷ୍ମୀଙ୍କ କୃପାରୁ ଆପଣ ଯାହା ପରିଶ୍ରମ କରିଥିବେ ତାର ଫଳ ପ୍ରାପ୍ତି ହେବ । ପରିବରେ ବହୁତ ଖୁସି ଆସିବ ଓ ସାଙ୍ଗ ସାଥିଙ୍କ ସହ ସମ୍ପର୍କ ବଢିବ । ବିବାହ ହେଉନଥିଲେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ବହୁ ଶୀଘ୍ର ବିବାହ ହୋଇଯିବ । ସବୁ ଚିନ୍ତା ଦୂର ହେବ ।

ଯେଉ କାର୍ଯ୍ୟ ରହିଜାଇଥିଲା ବା କରିପାରୁନଥିଲେ ତ ସେଥିରେ ସଫଳ ହେବେ ।ଚତୁର୍ଥରେ ରହିଛି କନ୍ୟା ରାଶି । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବହୁତ ପରିବର୍ତନ ଆସିବ । ଆପଣଙ୍କ ମନସ୍କାମନା ପୂର୍ଣ ହେବ । ଦାଂପତ୍ଯ ଜୀବନ ସୁଖମୟ ହେବ । ଏହି ନବରାତ୍ରିରେ ମା ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ମା ଲକ୍ଷ୍ମୀଙ୍କ ପୂଜା ବିଧି ବିଧାନର ସହିତ କରିବା ଦ୍ଵାରା ମା ଙ୍କର କୃପା ଦ୍ରୁଷ୍ଟି ସବୁବେଳେ ଆପଣଙ୍କ ଉପରେ ରହିବ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ ତ ଏହି ପେଜ କୁ ଲାଇକ ,କୋମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *