ଧାତୁ ନଷ୍ଟ ହେଉଥିଲେ କରନ୍ତୁ ଏହି ଉପାୟ ! ଏହା ସହ ଆହୁରି 20+ ଆଜିର ଅନୁଚିନ୍ତା

ଘରର ସୁଖ ସମୃଦ୍ଧି ପାଇ କିଛି ନିୟମ ରହିଥାଏ । ସେହି ନିୟମ ମାନି କାର୍ଯ୍ୟ କାଲେ କେବେବି ଘର ଉପରେ ଖରାପ ଦ୍ରୁଷ୍ଟି ବା ଅସାନ୍ତି ସୃଷ୍ଟି ହୁଏନହି ।ଯଦି ଆପଣଙ୍କର ଧାତୁ ନଷ୍ଟ ହେଉଛି ତ କଞ୍ଚା ବୁଟକୁ ପାଣିରେ ବତୁରାଇ ସାତଦିନ ଖାଇଲେ ଅତି ଶୀଘ୍ର ଭଲ ହୋଇଯିବ । କିଛି ଲୋକଙ୍କର ଏସବୁ ସମସ୍ଯା ଦେଖାଦିଏ । ଘରେ ଶିବ ଙ୍କୁ ପୂଜା କରିବା ସମୟରେ ଶଙ୍ଖ ବଜନ୍ତୁ ନାହି । ସୂର୍ଯ୍ୟ ଙ୍କୁ ପଣି ଦେବା ସମୟରେ ତମ୍ଭା ର ପତ୍ରରେ ଦିଅନ୍ତୁ ।

ଶିବା ଙ୍କୁ ପୂଜା କରିବା ସମୟରେ ଭୋଗରେ ରାଶି ଲଡୁ ବା ତୁଲସୀ ଦିଅନ୍ତୁ ନାହି । ରାତିରେ କେବେବି ଆଶ୍ଵସ୍ତ ଗଛ ମୂଳରେ ଠିଆହୁଅନ୍ତୁ ନାହି । ଏହା ଶରୀର ପାଇ ବହୁତ କ୍ଷତି ହୋଇଥାଏ ।ଗାଧୋଇଲାବେଳେ ସବୁବେଳେ ପୂର୍ବ ଦିଗକୁ ମୁହ କରି ଗାଧାନ୍ତୁ । କନ୍ୟାଦାନ,ଭୂମିଦାନ,ସ୍ଵର୍ଣଦାନ କରିବା ଦ୍ଵାରା ପୂର୍ବର କଷ୍ଟ ଦୂର ହୋଇଥାଏ । ମୂଳା ଖାଇବା ଦ୍ଵାରା ଆପଣଙ୍କ କଣ୍ଠ ମଧୁର ହୋଇଥାଏ । ଯଦି ଆପଣଙ୍କର ମଙ୍ଗଳ ଦୋସ ରହିଛି ତ ଅର୍ଦ୍ଧନାରୀଶ୍ଵର ଫୋଟ ବା ମୂର୍ତିକୁ ପୂଜା କରନ୍ତୁ ।

ଅର୍ଦ୍ଧନାରୀଶ୍ଵର ସ୍ରୋତ ପାଠ କରିବା ଦ୍ଵାରା ସନ୍ତାନ ପ୍ରାପ୍ତି ହେବ । ଯଦି ଆପଣଙ୍କ କେଶ ପାଚୁଛି ତ ଏକ ମାସ ପର୍ଯ୍ୟନ୍ତ ହିଡିମିଚା ଶାଗ ଖାଆନ୍ତୁ । ଶ୍ଵାସ ବଢି ଯାଇଥିଲେ ପାଚିଲା କଦଳୀକୁ ଗରମ କରି ଗୋଲମରୀଚ ପକାଇ ଖାଆନ୍ତୁ । ଶ୍ଵାସ ରୋଗରୁ ଆରାମ ମିଳିବ । ଘରର କବାଟକୁ ବିଲକୁଲ ଗୋଇଠା ମାରନ୍ତୁ ନାହି । ଏହା ଦ୍ଵାରା ଲକ୍ଷ୍ମୀ କୋପ କରିଥାନ୍ତି । ଘରର ସ୍ତ୍ରୀ ଲୋକ ମାନେ ଦୁଆର ମୂହକୁ ଲାଗି ଖାଆନ୍ତୁ ନାହି । ଏହା କାଲେ ଦରିଦ୍ର ରେ ବୃଦ୍ଧି ହେବ ।

ଝାଡୁକୁ ସର୍ବଦା ଲୁଚାଇ ରଖନ୍ତୁ ବା ଘରର ଦକ୍ଷିଣ ପଶ୍ଚିମ କୋଣରେ ରଖିବା ଦ୍ଵାରା ଧନ ର ବୃଦ୍ଧି ହେବ । ବିବାହିତା ସ୍ତ୍ରୀ ଲୋକ ନିଜର ସିନ୍ଦୁର ,ପାଉଜି ,ମେହେନ୍ଦି ,କାଜଲ ,ଟିକିଲି ଅନ୍ୟକୁ ଦିଅନ୍ତୁ ନାହି ଏହା ଦ୍ଵାରା ସ୍ଵାମୀର ଆକର୍ଷଣ କମିଯାଏ । ରାତି ସମୟରେ ପଇଡ ବା କଇଥ ଖାଆନ୍ତୁ ନାହି ଏହା ଦ୍ଵାରା ଅମଙ୍ଗଳ ହୋଇଥାଏ । ସର୍ବଦା ସ୍ଵାମୀ ସ୍ତ୍ରୀ ଖାଇବା ସମୟରେ ସ୍ତ୍ରୀ ସ୍ଵାମୀର ବାମ ପାର୍ଶ୍ଵରେ ବସନ୍ତୁ । ଏହା ଦ୍ଵାରା ଦାଂପତ୍ଯ ଜୀବନ ସୁଖମୟ ହୋଇଥାଏ ।

ଝାଡୁ କାହା ଦେହରେ ବାଜିଗଲେ ସମସ୍ତେ ଝାଡୁକୁ ଛିଣ୍ଡାଇ ଦିଅନ୍ତି । କିନ୍ତୁ ଝାଡୁ ଛିଣ୍ଡାଇବା ଦ୍ଵାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି । ପର୍ବ ପର୍ବାଣି ସମୟରେ କାହାକୁ ଦାନ କାଲେ ବହୁତ ମଙ୍ଗଳ ହୋଇଥାଏ । ଅଁଳା ଖାଇବା ଦ୍ଵାରା ଆପଣଙ୍କର ଆୟୁଷ ବଢିଥାଏ । ଶୋଇବା ଘରେ ଠାକୁରଙ୍କ ମୂର୍ତି ବା ଫଟ ,ଡଷ୍ଟବିନ ରଖନ୍ତୁ ନାହି । ସ୍ତ୍ରୀମାନେ ସ୍ବାମୀଙ୍କ ନା ଧରି ଡାକନ୍ତୁ ନାହି । କାରଣ ସ୍ବାମୀଙ୍କ ଆୟୁଷ କମିଥାଏ । ଘରେ ତମ୍ବାର ର ସୂର୍ଯ୍ୟ ଙ୍କ ମୂର୍ତ୍ତୀ ରହକିଲେ ଆଶାନ୍ତି ଦୂର ହୁଏ । କେବେବି ପୁରୁଷ ଲୋକ ମନେ ଆଖି ପତାର ଚୁଟି କାଟନ୍ତୁ ନାହି । ଏହା ଦ୍ଵାରା ଆୟ କମିଯିବ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ତ ଏହି ପେଜ କୁ ଲାଇକ ,କୋମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *