ପାଇସାକୁ ଚୁମ୍ଭକ ପରି ଟାଣେ ଏହି ଗଛ, 24 ଘଣ୍ଟାରେ ଆପଣଙ୍କ ଭାଗ୍ୟ ବଦଳେଇଦେବ…

ଆମେ ସାମାନ୍ୟତଃ ବହୁତ ପ୍ରକାର ଗଛ ଦେଖିଥାଉ । ସବୁ ଗଛର କିଛି ନା କିଛି ମହତ୍ଵ ରହିଥାଏ । ଏମିତି କିଛି ଗଛ ଥାଏ ଯାହାର ସାହାଯ୍ୟରେ ଆପଣଙ୍କ ଗରିବୀ ,ଦରିଦ୍ରତା ,ଦୁଃଖ ,କଷ୍ଟକୁ ଦୂର କରିପାରିବେ । ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତି ହେବ ଯାହାଦ୍ଵାରା ଧନର ଅଗମନ ହେବ । ଏହି ଗଛର ନାମ ଅପମାର୍ଗ ଗଛ ଏହି ଗଛ ଓଡିଶାରେ ବହୁତ ଜାଗାରେ ଦେଖାଯାଏ । ଏହି ଗଛରେ ମା ଲକ୍ଷ୍ମୀ ,ଶିବ ,ଏବଂ ଶନି ବାସ କରନ୍ତି । ଏହି ଗଛର ମୂଳରେ ମା ଗଙ୍ଗାଙ୍କର ବାସ ହୋଇଥାଏ ।

ଯଦି ଏହି ଗଛର ସଠିକ ସାଧନା କରିବେ ଶନି ଙ୍କ କୃପାରୁ ସବୁ ଶତୃଙ୍କ ବିନାଶ ହୋଇଯିବ । ଜୀବନରେ କିଛି ଚିନ୍ତାରେ ଥିଲେ ବା ଭାଗ୍ୟ ସାଥ ଦେଉନଥିଲେ ଏହି ଗଛର ସଠିକ ସାଧନା କରିବାକୁ ହେବ । ଯାହା ଦ୍ଵାରା ଶିବଙ୍କର ଆଶୀର୍ବାଦ ମିଳିବ । ଏହି ଗଛର ଦୁଇଟି ଗୁଣ ରହିଛି ଆୟୁର୍ବେଦିକ ଗୁଣ ଓ ତାନ୍ତ୍ରିକ ଗୁଣ । ଯଦି ଆପଣ ଏହି ଗଛକୁ ଆୟୁର୍ବେଦିକ ରେ ବ୍ୟବହାର କାରିବାକୁ ଚାହୁଛନ୍ତି । ଏହା ଦ୍ଵାରା କୌଣସି ରୋଗ ଭଲ ହେଉନହି ତ ଧୀରେ ଧୀରେ ଭଲ ହୋଇଯିବ ।

ସନ୍ଥ ,ମୁନିରୁଷି ମାନେ ମଧ୍ୟ ବ୍ୟବହାର କରୁଥିଲେ । ମୁନିରୁଷି ମାନେ ଯେଉ ସମୟରେ ତପସ୍ୟା କରୁଥିଲେ ତ ଏହି ଗଛର ବିଜର ଖେଚୁଡି ବନାଇ ଖାଉଥିଲେ । ଯାହା ଫଳରେ ସେମାନଙ୍କୁ ଦଶଦିନ ପର୍ଯ୍ୟନ୍ତ ଖାଇବାକୁ ପଡୁନଥିଲା । ସମୁଦ୍ର ମନ୍ଥନ ବେଳେ ଅମୃତର କିଛି ବୁନ୍ଦା ଏହି ଗଛ ଉପରେ ପଡିଥିଲା । ସେଥିଲାଗି ଏହି ଗଛର ମୂଳରେ ଗଙ୍ଗା ବାସ କରନ୍ତି । ପୂର୍ବ କାଳରେ ଏହି ଗଛର ମୂଳରେ ଦାନ୍ତ ଘସୁଥିଲେ । ଏହି ଗଛର ଆଇର୍ବେଦିକ ଗୁଣ ହେଉଛି ଯଦି ଆପଣଙ୍କର ଦାନ୍ତ ଜନିତ ସମସ୍ଯା ରହିଛି ତ ଏହି ଗଛର ମୂଳ ବା ଚେରରେ ଦାନ୍ତ ଘାସିବେ ତ ସବୁ ସମସ୍ଯା ଦୂର ହେବ ।

ଯଦି ଆପଣଙ୍କର ଆଁଠୁଗଣ୍ଠି ଜନିତ ସମସ୍ଯା ରହିଛି ତ ଏହି ଗଛର ମୂଳକୁ ଖରାରେ ଶୁଖାଇଦିଅନ୍ତୁ ,ଶୁଖିସାରିବା ପରେ ଏହାକୁ ପାଉଡର କରି ସୋରିଷ ତେଲରେ ମିଶାଇ ଯେଉ ଜାଗାରେ ଯନ୍ତ୍ରଣା ହେଉଛି ଶେଠୀ ମାଲିସ କରନ୍ତୁ । ବହୁ ଶୀଘ୍ର ଭଲ ହୋଇଯିବ । ଏହି ଗଛର ତାନ୍ତ୍ରିକ ଗୁଣ ମଧ୍ୟ ରହିଛି । ଏହି ଗଛର ବିଜକୁ ଶନିବାର ଦିନ ତୋଳିକି ଆଣିବେ ତାକୁ ନାଲି କପଡା ରେ ବାନ୍ଧିକି ଶନି ସାମ୍ନାରେ ଶନି ପାଠ ୫୧ ଥର କରିବେ । ତା ପରେ ତାକୁ ଲୁଚେକି ରଖିବେ ଜମିତି କେହି ଦେଖିପାରିବେ ନାହି । ଏହା ଦ୍ଵାରା ଆପଣଙ୍କ ଶତ୍ରୁ ଆପଣଙ୍କୁ ବରବାଦ କରିବାକୁ ଚାହୁଛି ତ ସେ କେବେବି ସଫଳ ହେବ ନାହି । ଓଲଟା ଶତ୍ରୁର ବିନାଶ ହୋଇଯିବ ।

ବ୍ୟାପାରରେ ଭଲ କରିବାର ଅଛି ତ ଶୁକ୍ରବାର ଦିନ ଏହି ଗଛର ବୀଜ କୁ ତୋଳି ଆଣନ୍ତୁ ଏହାକୁ ଏକ ନାଲି କପଡାରେ ସିନ୍ଦୁର ମାରି ବାନ୍ଧି ଦିଅନ୍ତୁ । ଏହାକୁ ନେଇ ବ୍ୟାପାର ଜାଗାରେ ବା ପଇସା ସ୍ଥାନରେ ରଖନ୍ତୁ । ଦେଖିବେ ବ୍ୟାପାର ବହୁତ ଭଲରେ ଚାଲିବ ଧନର ମଧ୍ୟ ପ୍ରାପ୍ତି ହେବ । ଯଦି ଆପଣଙ୍କ ପଛରେ ନକରାତ୍ମକ ଶକ୍ତି ବା ଭୁତ ପ୍ରେତ ପଡିଛନ୍ତି ତ ଏହି ଗଛର ମୂଳକୁ ଛିଡାଇ ଆଣି ତାକୁ ଭଲ ଭାବରେ ଧୋଇ ଶିବଙ୍କ ସାମ୍ନାରେ ବସି ୧୦୦୧ ଥର ଓ ନମଃ ଶିବାୟ ଜପ କରି ଏକ ଚାନ୍ଦିର ତାବିଜ ରେ ଏହି ଚେରକୁ ପୁରାଇ ଶରୀରରେ ଧାରଣ କରନ୍ତୁ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲଲାଗିଥାଏ ତ ଏହି ପେଗରେ ଲାଇକ ,କାମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *