ଆଗାମୀ ୨୫ ବର୍ଷ ଏହି ୬ ଟି ରାଶିଙ୍କ ଉପରେ ଭଗବାନ ଶନିଦେବଙ୍କ କୃପା ବର୍ଷିବ, ହେବ ଧନବର୍ଷା

ଆପଣ ମାନେ ଶନି ଦେବଙ୍କ ବିଷୟରେ ବେସ ଭଲ ଭାବରେ ଜାଣିଛନ୍ତି ସେ ଏମିତି ଜଣେ ଭଗବାନ ଯାହାଙ୍କୁ ସମସ୍ତେ ଡରନ୍ତି । ଶନି ଦେବ ଯାହା ଉପରେ କ୍ରୋଧିତ ହୋଇଥାନ୍ତି ତାଙ୍କର ସବୁକିଛି ନଷ୍ଟ ହୋଇଯାଏ । ଶନି ଦେବଙ୍କୁ ନ୍ୟାୟ ଦେବତା କୁହାଯାଏ ଶନି ଦେବ ଚାହିଁଲେ ସବୁ କିଛି କରି ପାରନ୍ତି କିନ୍ତୁ ସେ କେବଳ ଦୋଷୀ ମାନଙ୍କୁ ଦଣ୍ଡ ଦେଇଥାନ୍ତି ।

ଆଜି ଆମେ ଏମିତି କିଛି ରାଶିଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ମୁଣ୍ଡ ଉପରେ ଶନି ଦେବଙ୍କ ହାତ ଅଛି । ଏମାନେ ଏନଜେ ଜୀବନରେ ବହୁତ କିଛି ହାସଲ କରିବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ସବୁ ରାଶି ମାନଙ୍କ ବିଷୟରେ । ଯେଉଁ ମାନଙ୍କ ଉପରେ ଶନିଦେବ ବର୍ଷାଇବେ ନିଜର ଅସିମ କୃପା ।

ବୃଷ ରାଶି ଓ ସିଂହ ରାଶି :

ଏହି ଦୁଇଟି ରାଶିଙ୍କ ଉପରେ ଭଗବାନ ଶନି ଦେବ ବହୁତ୍ ପ୍ରସନ୍ନ ଅଛନ୍ତି ଓ ତାଙ୍କ ଜୀବନରେ ବହୁତ୍ କିଛି ଭଲ ହବାକୁ ଯାଇଛି । ଆପଣଙ୍କୁ ଦରିଦ୍ର ଲୋକଙ୍କ ସାହାଯ୍ୟ କରିବା ଉଚିତ୍, ଏହା ଛଡ଼ା ଧାର୍ମିକ କାର୍ଯ୍ୟ ରେ ମନ ଲାଗିବ ଆପଣ କିଛି ଧାର୍ମିକ ସ୍ଥାନ ବୁଲିବାକୁ ଯାଇ ପାରନ୍ତି । ଆପଣଙ୍କୁ ନିଜ ଠାରୁ ଅଧିକ ନିଜ ପରିବାର ଲୋକଙ୍କ ଧ୍ୟାନ ରଖିବା ଆବଶ୍ୟକ ଅଟେ ।

କୁମ୍ଭ ଓ ତୁଳା ରାଶି :

ଏହି ରାଶି ମାନଙ୍କ ଜୀବନରେ ଏମିତି ପରିସ୍ଥିତି ଆସିଛି ଯାହା ଆପଣଙ୍କ ପାଇଁ ବହୁତ୍ ଭଲ ଅଟେ । ଆପଣଙ୍କୁ ନିଜ ଜୀବନରେ ଅନ୍ୟ ମାନଙ୍କ ବିଷୟରେ ଅଧିକ ଚିନ୍ତା କରିବା ଉଚିତ୍ ତେବେ ଏହା କରିବା ଦ୍ବାରା ଭଗବାନ ଶନି ଦେବ ଆପଣଙ୍କ ଉପରେ ବିଶେଷ କୃପା କରନ୍ତି । ଆପଣଙ୍କୁ ନିର୍ଦ୍ଧନ ଓ ଗରିବ ଲୋକଙ୍କୁ ସାହାଯ୍ୟ କରିବା ଉଚିତ୍ ।

ଏହି ରାଶି ମାନଙ୍କ ସମ୍ପର୍କ ଆହୁରି ଗଭୀର ହବ ଏହା ଛଡ଼ା ଜୀବନରେ ଆପଣଙ୍କୁ ଯାହା ପସନ୍ଦ ତାହା ନକରି ଯାହା ଆବଶ୍ୟକ କଲେ ଆପଣଙ୍କୁ ଅଧିକ ଲାଭ ହୋଇଥାଏ । ଶନି ଦେବଙ୍କ କୃପା ପାଇବାକୁ ହେଲେ ଆପଣଙ୍କୁ ଶନିବାର ଦିନ ଶନି ମନ୍ଦିର ଯାଇ ସେଠି ସୋରିଷ ଦୀପ ଲଗାଇବାକୁ ହବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *