ସମସ୍ତଙ୍କ ଜୀବନରେ ଅନେକ ପ୍ରକାର ସମସ୍ଯା ରହିଥାଏ । ସମସ୍ତ ସମସ୍ୟାର ସମାଧାନ ମଧ୍ୟ ଥାଏ । ସମସ୍ତ ମଣିଷ ଦାଂପତ୍ଯ ଜୀବନ ସୁଖ ସମୃଦ୍ଧିରେ ଅତିବାହିତ କରିବାକୁ ଚାହାନ୍ତି । ହେଲେବି କିଛି ନା କିଛି ଜୀବନରେ ସମସ୍ଯା ଆସିଥାଏ । ଏହି ୨୭ ରୁ ୩୧ ପର୍ଯ୍ୟନ୍ତ ୩ଟି ରଶିଙ୍କ ପାଇଁ ଖରାପ ସମୟ ଅଛି । ତ ସାବଧାନ ରହିବା ପାଇଁ ଚେଷ୍ଟା କରନ୍ତୁ । ଏହି ସମସ୍ୟାର ସମାଧାନ ମଧ୍ୟ ରହିଛି । ଆସନ୍ତୁ ଜାଣିବା କଣ ସେହି ରାଶି ଓ କିପରି ଅସୁବିଧାର ସମ୍ମୁଖୀନ ହେବେ ।
ଏହି କିଛି ଟି ରାଶିଙ୍କ ପାଇଁ ପ୍ରତିକାର ମଧ୍ୟ ରହିଛି ଏହି ପ୍ରତିକାର ମନିବା ଦ୍ଵାରା ସବୁ ସମସ୍ଯା ଦୂର ହେବ । ପ୍ରଥମେ ରହିଛି ବୃଷ ରାଶି । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବହୁତ ଧନ ହାନି ହେବାର ଅଛି । ଏହି ଦିନ ମଧ୍ୟରେ ଧନ ସମ୍ବଧୀୟ ସମସ୍ଯା ଦେଖାଦେବ । କୌଣସି କ୍ଷେତ୍ରରେ ଚୋରୀ ହଜିଯିବା ର ସମ୍ଭାବନା ରହିଛି । ନିଜର ଗୁରୁତ୍ବପୂର୍ଣ ଜିନିଷକୁ ବହୁତ ଦଇତ୍ଵର ସହ ରଖନ୍ତୁ । ଧନର ହାନି କୌଣସି କ୍ଷେତ୍ରରେ ବି ହୋଇପାରେ ।
ହାନି ହେବା କାରଣରୁ ବହୁତ ଚିନ୍ତାରେ ରହିବେ । ବ୍ୟସ୍ତ ବିବ୍ରତ ମଧ୍ୟ ରହବେ । ଏହା ପ୍ରତି ଧ୍ୟାନ ଦେବେ । ଧନ ହାନିରୁ ବଞ୍ଚିବା ପାଇଁ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ଭକ୍ତିର ସହ ପୂଜା କରନ୍ତୁ ଓ ହଳଦିଆ ମିଠା ର ଭୋଦଅ ଲଗାନ୍ତୁ । ଏହି ଭୋଗ ମଧ୍ୟରୁ ସର୍ବ ପ୍ରଥମେ ଏକ ଧଳା ରଙ୍ଗର ଗାଈ କୁ ଗୋଟିଏ ମିଠା ଖାଇବାକୁ ଦିଅନ୍ତୁ ଓ ପରେ ସେହି ପ୍ରସାଦକୁ ଆପଣ ଖାଆନ୍ତୁ । ଦ୍ବିତୀଯରେ ରହିଛି ସିଂହ ରାଶି । ଏହି ରାଶିର ବ୍ୟକ୍ତି ନିଜ ବାଣୀ ବା କଥା କହିବା ଶୈଳୀକୁ ନିଜ ଆୟତରେ ରଖିବା ଉଚିତ ।
ପରିବାର ବା କୌଣସି ସମ୍ପର୍କୀୟଙ୍କ ସହିତ ମନାନ୍ତର ମତାନ୍ତର ହୋଇପାରେ । ଯାହା ଦ୍ଵାରା ଆପଣଙ୍କ ଜୀବନ ରେ ବହୁତ ପରିବର୍ତନ ଆସିବ । ଏହି ଝଗଡା ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ନାରାତ୍ମକ ପ୍ରଭାବ ପକାଇପାରେ । ଏହି ସମସ୍ୟାରୀ ବଞ୍ଚିବା ପାଇଁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଗୁରୁବାର ଦିନ ଭଗବାନ ବିଷ୍ନୁ ଙ୍କୁ ଧୂପ ଅର୍ପଣ କରି ପୂଜା କରନ୍ତୁ । ଏହା କରିବା ଦ୍ଵାରା ଶବ୍ଦ ଉପରେ ନିୟନ୍ତ୍ରଣ ରହିବ । ଓ ସମସ୍ତଙ୍କୁ ମଧୁର କଥା କହି ସମସ୍ତଙ୍କ ମନ ଜିତିବେ ।
ତୃତୀଯରେ ରହିଛି ମକର ରାଶି । ଏହି ରାଶିର ବ୍ୟକ୍ତି ବହୁତ ସତର୍କ ରହିବାର ଅଛି । କୌଣସି ନା କୌଣସି ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପଡିବ । କୌଣସି ରୋଗ ଥିଲେ ବିଲକୁଲ ଡେରି ନ କରି ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଏହି ସମୟରେ କୌଣସି ବାହାରକୁ ଯିବା ଓ ବାହାରର ଖାଦ୍ଯ କହିବା ବନ୍ଦ କରିଦିଅନ୍ତୁ । ପ୍ରତ୍ଯେକ ବୁଧବାର ଦିନ ଗଣେଶଙ୍କ ପାଖରେ ଦୀପ ଦେଇ ପୂଜା କରନ୍ତୁ । ଏହା ଦ୍ଵାରା କୌଣସି ବି ସମସ୍ଯା ଥିଲେ ତାହା ଦୂର ହେବ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।