ଏହି 5ଟି ନାମର ଝିଅ ହୋଇଥାନ୍ତି ଗଙ୍ଗା ଭଳି ପବିତ୍ର, ଯେଉଁଠି ବି ମିଳିଯିବେ ତୁରନ୍ତ କରି ନେବେ ବିବାହ

ନମସ୍କାର ବନ୍ଧୁଗଣ, ସମସ୍ତଙ୍କୁ ଗୋଟିଏ ସଂସ୍କାରୀ ଝିଅ ଆଉ ବୋହୁ ଦରକାର । ସମସ୍ତେ ଚାହିଁଥାନ୍ତି ଗୋଟିଏ ଚରିତ୍ରବାନ ଝିଅଟିକୁ ନିଜ ଘରକୁ ବୋହୁ କରି ଆଣିବା ପାଇଁ । ଗୋଟିଏ ଝିଅ ପବିତ୍ର କି ନାହିଁ ଏହା ତା ମୁହଁରୁ ଜାଣିହେବ ନାହିଁ ନା । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ୫ଟି ନାମର ଝିଅ ଯେଉଁମାନେ ହୋଇଥାନ୍ତି ଗଙ୍ଗା ଭଳି ପବିତ୍ର ଯାହାକୁ ଆପଣ ବୀନା ଦ୍ଵନ୍ଦରେ ନିଜ ଘରକୁ ବୋହୁ କରି ଆଣିପାରିବେ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

B: ଏହି ନାମର ଝିଅ ବହୁତ ଶାନ୍ତ ସ୍ଵାଭାବର ଝିଅ ହୋଇଥାନ୍ତି । ନିଜ ଜୀବନ ସାଥିଙ୍କ ପାଇଁ ବହୁତ ବିଶ୍ଵସ୍ତ ହୋଇଥାନ୍ତି । କୌଣସି ପରିସ୍ଥିତିରେ ମଧ୍ୟ ନିଜ ଜୀବନ ସାଥିଙ୍କ ହାତ ଏମାନେ ଛାଡନ୍ତି ନାହିଁ ।ଏମାନଙ୍କର ବ୍ୟବହାର ମଧ୍ୟ ହୃଦୟସ୍ପର୍ଶୀ ହୋଇଥାଏ । ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି କୁହାଯାଏ । N: ଏହି ନାମର ଝିଅ ବହୁତ ତେଜ ସ୍ଵାଭାବର ଅଟନ୍ତି । ନିଜ ପରିବାର ସହ ଜୀବନ ସାଥିଙ୍କ ଧ୍ୟାନ ଯତ୍ନର ସହ ରଖିଥାନ୍ତି ।

ଏମାନେ କେବେ ବି ନିଜ ପରିବାରର ମାନ ସମ୍ମାନ ହାନି ହେଲା ଭଳି କାମ କରିନଥାନ୍ତି । ତେଣୁ ଏମାନଙ୍କୁ ବହୁତ ପବିତ୍ର ବୋଲି କୁହାଯାଏ । P: ଏହି ନାମର ଝିଅ ସଂପର୍କକୁ ବେସ ଭଲ ଭାବରେ ବାନ୍ଧି ରଖିଥାନ୍ତି । ଏମାନେ ସମସ୍ତଙ୍କ ମନର କଥାକୁ ବହୁତ ଭଲ ଭାବରେ ବୁଝିପାରନ୍ତି । ଏମାନେ କେବେ କାହା ମନରେ ଦୁଃଖ ଦିଅନ୍ତି ନାହିଁ । ସମସ୍ତଙ୍କୁ ମଧୁର କଥା କହିଥାନ୍ତି । ଏହି କାରଣ ହେତୁ ଏମାନଙ୍କୁ ପବିତ୍ର ବୋଲି ମନାଯାଏ ।

S: ଏହି ନାମର ଝିଅଙ୍କୁ ବହୁତ ପବିତ୍ର ବୋଲି କୁହାଯାଏ । ଏମାନେ ବହୁତ ଲାଜକୁରା ସ୍ଵାଭାବର ଅଟନ୍ତି । କିନ୍ତୁ ଏମାନେ ନିଜ ପରିବାରର ମାନ ସମ୍ମାନର ବେସ ଧ୍ୟାନ ରଖିଥାନ୍ତି । ଏମାନେ ଯେକୌଣସି ପରିସ୍ଥିତିରେ ହେଉ ମଧ୍ୟ ନିଜ ପରିବାରକୁ ଖୁସିରେ ରଖିବା ପାଇଁ ଚେଷ୍ଟା କରନ୍ତି । ନିଜ ପରିବାର ସମସ୍ତ ଜରୁରତକୁ ପୁରା କରିବା ପାଇଁ କଷ୍ଟ କରିଚାଲନ୍ତି ।

M: ଏହି ନାମର ଝିଅ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଅନ୍ୟମାନଙ୍କ ଠାରୁ ଏମାନଙ୍କ ସ୍ଵାଭାବ ବହୁତ ଭଲ ହୋଇଥାଏ । ଏମାନେ ବହୁତ ଜୋରେ କଥା କହିଥାନ୍ତି । କାହାରୀକୁ ମଧ୍ୟ ନିରାଦର କରନ୍ତି ନାହିଁ । ଏମାନେ ନିଜ ଜୀବନ ସାଥୀଙ୍କୁ ଖୁସିରେ ରଖିବା ନିମନ୍ତେ ସମସ୍ତ ଚେଷ୍ଟା କରନ୍ତି । ତାଙ୍କର ସର୍ବଦା ଯତ୍ନ ନିଅନ୍ତି ।

ସମସ୍ତଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି ଓ ସ୍ନେହ ଆଦର କରିଥାନ୍ତି ତେଣୁ ତାଙ୍କର ଏହି ସ୍ଵାଭାବ ହିଁ ତାଙ୍କ ପବିତ୍ରତାର ପରିଚୟ ଦେଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *