ନମସ୍କାର ବନ୍ଧୁଗଣ, ଶନି ଦେବତାଙ୍କୁ ନ୍ୟାୟ ର ଦେବତା ବୋଲି କୁହାଯାଏ । ଶନିଙ୍କ ଦଶା ପଡିଲେ ରାଶି ଉପରେ ବହୁତ ଖରାପ ଘଟିଥାଏ ଜୀବନରେ, ଏବଂ ଶନିଙ୍କୁ ସନ୍ତୁଷ୍ଟ କରିବାକୁ ପଡିଥାଏ, ଶନିବାର ଦିନ ଶନି ଓଷା କରିବାକୁ ପଡେ । ତେବେ ଆଜି ଆସନ୍ତୁ ଜାଣିବା ଶନି ଦଶା ପଡିଲେ କଣ ହୋଇଥାଏ ଓ କେଉଁ ସବୁ ରାଶିକୁ ଚଳିଲେ ଶନି ଏବଂ କଣ ଘଟିବ ସେହି ବ୍ୟକ୍ତି ମାନଙ୍କ ଜୀବନରେ । ଯେଉଁ ରାଶି ଉପରେ ଶନିଙ୍କ କୋପ ଦ୍ରୁଷ୍ଟି ପଡିଯାଏ ସେହି ରାଶିର ବ୍ୟକ୍ତି ମାନେ ବହୁତ ହନ୍ତସନ୍ତ ହୁଅନ୍ତି ।
ଜୀବନର ସମସ୍ୟା ଗୁଡିକୁ ସଜାଡିବାରେ ହିଁ ତାଙ୍କ ଜୀବନ ଅତିବାହିତ ହୋଇଯାଏ । ସେଇଭଳି ଯଦି ଶନିଦେବଙ୍କ କୃପା ଦ୍ରୁଷ୍ଟି କୌଣସି ବ୍ୟକ୍ତିଙ୍କ ଉପରେ ପଡିଯାଏ ସେହି ବ୍ୟକ୍ତି ଖୁବ୍ କମ୍ ପରିଶ୍ରମରେ ନିଜ ଜୀବନରେ ସବୁ ପ୍ରକାର ସୁଖକୁ ପ୍ରାପ୍ତି କରିଥାଏ ।
ଏବଂ ମାତା ଲକ୍ଷ୍ମୀଙ୍କୁ ଧନ ର ଦେବୀ ବୋଲି କୁହାଯାଏ । ପ୍ରତ୍ୟକ ବ୍ୟକ୍ତି ଏହା ଚାହିଥାଏ କି ମାତା ଲକ୍ଷ୍ମୀ ଙ୍କ ଅପାର କୃପା ତାଙ୍କ ଉପରେ ରହୁ ଏବଂ ଅଶେଷ ଧନ ରୋଜଗାର କରନ୍ତୁ, ଚାହାନ୍ତି ଜୀବନରେ ସୁଖ ସବୃଦ୍ଧିର କମି ନ ରହୁ ବୋଲି । ଜ୍ୟୋତିଶ ଙ୍କ ଅନୁସାରେ ଗ୍ରହ ମାନଙ୍କର ଚଳନ ହେତୁ ଏଭଳି ମହା ସଂଯୋଗ ବନୁଅଛି ।
ଆସନ୍ତା କାଲି ଠାରୁ ମାତା ଲକ୍ଷ୍ମୀ ଏବଂ ପ୍ରଭୁ ଶନିଦେବ ଏକା ସାଙ୍ଗରେ କିଛି ରାଶି ଉପରେ ନିଜର କୃପା ଦ୍ରୁଷ୍ଟି ପକାଇବେ । ଏହା ଫଳରେ ସେମାନଙ୍କ ଭାଗ୍ୟ ଏବେ ବଦଳିବାକୁ ଯାଉଛି । ସେହି ରାଶି ହେଉଛନ୍ତି: ମେଷ ରାଶି: ଏହି ରାଶିର ଖରାପ ସମୟ ଏବେ ଶେଷ ହୋଇସାରିଛି । ଶନିଦେବ ନିଜର କୃପା ଦ୍ରୁଷ୍ଟି ଏହି ରାଶି ଉପରେ ରଖିବେ । ମାନ ସାମ୍ନାନ ର ପ୍ରାପ୍ତି ହେବ, ଆଗାମୀ ସମୟରେ ସଫଳତା ହାସଲ ହେବାର ଯୋଗ ମଧ୍ୟ ରହିଛି । ସ୍ଵାସ୍ତ ସମସ୍ୟାରୁ ମୁକ୍ତ ହେବେ ।
କର୍କଟ ରାଶି: ଶନିଦେବଙ୍କ କୃପା ଦ୍ରୁଷ୍ଟି ଲଗାତାର ଭାବରେ ରହିବ । ଜୀବନରୁ ସମସ୍ୟା ଗୁଡିକର ଅନ୍ତ ଘଟିବାକୁ ଯାଉଛି । ଆଗାମୀ ଦିନରେ ଭଲ ଲାଭ ପ୍ରାପ୍ତ ହେବ ଆପଣଙ୍କୁ, କିଛି ବନ୍ଧୁଙ୍କ ଠାରୁ ଲାଭ ମିଳିପାରେ । ଚାକିରିରେ ଉଚ୍ଛ ପଦବୀ ମିଳିବାର ସମ୍ଭାବନା ରହିଛି ।
ବିଛା ରାଶି: ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ମନ ଚାହୁଥିବା ଚାକିରି ମିଳିବ । ଅଟକି ରହିଥିବା କାର୍ଯ୍ୟ ସବୁ ପୁରା ହେବ । ଆଗକୁ ଥିବା ସମସ୍ତ କଷ୍ଟ ଦୂର ହେବ । ଆପଣଙ୍କ ସଫଳତା କୁ କେହି ବି ଅଟକାଇ ପାରିବେ ନାହି, ଚାକିରି ଚାହୁଥିଲେ ଚାକିରି ମଧ୍ୟ ମିଳିବ ।
ଧନୁ ରାଶି: ଶନିଦେବ ଏହି ରାଶି ଉପରେ ଅତ୍ୟନ୍ତ ଖୁସି ରହିବେ । ବ୍ୟାପାରରେ ଲାଭ ହେବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଘଟିବ, କାର୍ଯ୍ୟ ପାଇଁ ସମ୍ମାନୀତ ହେବେ । ସଫଳତା ର ଅନେକ ମାର୍ଗ ପ୍ରାପ୍ତ ହେବ ।
କୁମ୍ଭ ରାଶି: ଶନିଦେବ ଏହି ରାଶି ଉପରେ ପ୍ରସନ୍ନ ରହିବେ ଓ ସମସ୍ତ ବଧା ଦୂର କରିବେ ଆପଣଙ୍କ ଜୀବନରୁ, ଯଦି ଆପଣ ପ୍ରେମ ସମ୍ପର୍କ ରେ ଅଛନ୍ତି ତେବେ ନିଶ୍ଚୟ ସଫଳ ହେବେ । ଏବଂ ଆପଣଙ୍କର ପ୍ରେମ ବିବାହ ହେବ ଶନିଦେବଙ୍କ କୃପାରୁ । ସମସ୍ତ ଚେଷ୍ଟା ଆପଣଙ୍କର ସଫଳ ହେବ । ନୂଆ ଘର ମଧ୍ୟ ଆପଣ କିଣି ପାରନ୍ତି । ଯଦି ଏହି ପୋଷ୍ଟ ଟି ଆପଣଙ୍କୁ ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।