ଏହି 6ଟି ରାଶିର ବ୍ୟକ୍ତି June ରେ ହେବେ ମହାକୋଟିପତି, ସେହି ରାଶି ଆପଣଙ୍କର ନୁହେଁ ତ !

ସମୟ କାହା ପାଇଁ ଭଲ ଥାଏ କାହା ପାଇଁ ଖରାପ ଥାଏ ଓ କାହା ପାଇଁ ଭଲ ଥାଏ । ଏହା ଆମ ଜୀବନର ଏକ ଏହି ଭଳି ସତ୍ୟ କଥା ଅଟେ ଯାହା ଆମେ ବଦଳାଇବା ସମ୍ଭବ ନୁହେଁ । ଆଜି ଆମେ କହିବା କି ଆମେ କେଉଁ ଭଳି ସମୟ ପାଇବା ପାଇଁ ଯାଉଛେ ଯାହା ଦ୍ଵାରା ଆମେ କୋଟି ପତି ହେବା ପାଇଁ ଯାଉଛେ । ଆଜ୍ଞା ହଁ ଆଜି ଆମେ କହିବା କି ଏହି ଜୁନ ମାସ ର ଦ୍ଵିତୀୟ ସପ୍ତାହ ପର ଠାରୁ ଭାଗ୍ଯବାନ ହେବା ପାଇଁ ଯାଉଛନ୍ତି ।

ଏହି ରାଶିର ଲୋକମାନେ ଏବେ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । ଏମାନେ ଯାହା କରିବା ପାଇଁ ଚାହୁଁ ଛନ୍ତି ତାହା ଏମାନେ ନିଶ୍ଚିତ ଭାବେ କରି ପାରିବେ । ଏହି ମାସରେ ଭଗବାନ ଶନି ଦେବା ଙ୍କ ଦୟା କିଛି ଖାସ ରାଶିଙ୍କ ଉପରେ ହେବା ପାଇଁ ଯାଉଛି ।

ଯାହା ଦ୍ଵାରା ଏହି ରାଶି ମାନେ ମା ଲକ୍ଷ୍ମୀ ଙ୍କ କୃପା ମଧ୍ୟ ପାଇବେ ଓ ହନୁମାନ ଜି ଙ୍କ କୃପା ମଧ୍ୟ ପାଇବେ । ଆପଣ ମାନେ ଭି ଜାଣି ନେବା ଭଲ କି ଏହି ରାଶି ଆପଣଙ୍କ ର କି ନାଇ । ତେବେ ଆସନ୍ତୁ ଜାଣିବା କି କେଉଁ କେଉଁ ରାଶି ମାନେ ଭାଗ୍ଯବାନ ଅଛନ୍ତି ।

ଜୁନ ମାସରେ କିଛି ଗ୍ରହ ମାନେ ଚଳନ ବଦଳାଇବା ପାଇଁ ଯାଉଛନ୍ତି ଜୁନ କୁ ଗ୍ରହମାନଙ୍କ ରାଜା ସୂର୍ଯ୍ୟ ବୃଷଭ ରାଶି ବାହାରି କି ମିଥୁନ ରାଶିରେ ପଶିବା ପାଇଁ ଯାଉଛନ୍ତି । 20 ତାରିଖ ରେ ବୃହସ୍ପତି ବକ୍ରିୟ ରେ ଆସିବେ 22 ରେ ଶୁକ୍ର ଗ୍ରହ ମିଥୁନ ରୁ ବାହାରିବା ପରେ କର୍କ ରାଶିରେ ଯିବେ ।

ଯାହା ରାଶିଙ୍କ ପାଇଁ ଭଲ ପରିଣାମ ଆଣିଦେବ । ଆପଣ ମାନେ ନିଜ କାମକୁ ନେଇକି ଚିନ୍ତାରେ ଯଦି ରହୁଥିବେ ତେବେ ଆପଣ ନିଶ୍ଚିତ ଭାବେ କିଛି ନା କିଛି ଭଲ ପରିଣାମ ପାଇବେ । ଯେଉଁ ମାନେ କୋର୍ଟ ରେ କିଛି ମାମଲା ପାଇଁ ଫଶୀ ଯାଇ ଥିବେ ସେମାନେ କେସ ଜିତିବେ ।

କାହାକୁ ଦେଇ ଥିବା ପଇସା କିମ୍ବା ସେୟାର ବଜାର ରେ ଲଗାଉ ଥିବା ପଇସା କୁ ଆପଣ ବହୁତ ଜଲ୍ଦି ପାଇଯିବେ । ସନ୍ତାନ ମାନେ ମଧ୍ୟ ଆପଣଙ୍କୁ କିଛି ଖୁଶି ଖବର ଦେବା ପାଇଁ ଯାଉଛନ୍ତି । ଯେଉଁ ମାନେ କମ କରିବା ପାଇଁ ଆବେଦନ କରି ଥିବେ ସେମାନେ ନିଜ ମନ ପସନ୍ଦର କାମ ପାଇବେ ।

ଆପଣ ନିଜ କର୍ମଚାରୀ ମାନଙ୍କ ଉପରେ ଟିକେ ନଜର ଦେବା ଦରକାର ଅଟେ । ଆପଣ ଯଦି ପୁରୁଣା ଜମି କିମ୍ବା ପୈତୃକ ସମ୍ପତ୍ତି କୁ ବିକିବା ପାଇଁ ଚାହୁଁ ଥିଲେ ତେବେ ଆପଣ ଭଲ ଦାମ ରେ ଏହାକୁ ବିକିବା ପାଇଁ ଗ୍ରାହକ ପାଇ ଯିବେ । ମେଷ, ମକର, ମୀନ, ମିଥୁନ, କୁମ୍ଭ, ତୁଳା ରାଶି ।

Leave a Reply

Your email address will not be published. Required fields are marked *