ଆଜିକାଲି ଅନେକ ପ୍ରତିଯୋଗୀତା ମୂଳକ ପରୀକ୍ଷା ତଥା ଇଣ୍ଟରଭ୍ୟୁ ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ସବୁ ପଚରା ଯାଉଛି । ତେଣୁ ଅନ୍ୟ ସବୁ ବିଷୟର ଜ୍ଞାନ ସହିତ ସାଧାରଣ ଜ୍ଞାନ ମଧ୍ୟ ଭଲ ରହିବା ଉଚିତ । ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆଜକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଅଧିକ ପଚରା ଯାଉଛି ।
୧- ଧାତୁର ରାଜା କାହାକୁ କୁହା ଯାଇଥାଏ ?
ଉତ୍ତର- ସୁନା
୨- ସବୁଠାରୁ ଅଧିକ ପୋଷ୍ଟ ଅଫିସ କେଉଁ ଦେଶରେ ଅଛି ?
ଉତ୍ତର- ଭାରତ
୩- ଭୋରୁ ଦେଖା ଯାଉଥିବା ତାରାକୁ କେଉଁ ଗ୍ରହ କୁହଜେ ?
ଉତ୍ତର- ଶୁକ୍ର ଗ୍ରହ
୪- ଆମ ଶରୀରରେ କଳାଜାଇ କିପରି ହୋଇଥାଏ ?
ଉତ୍ତର- କଳାଜାଇ ପ୍ରିଗମେଣ୍ଟ ଏକତ୍ରିତ ହେବା କାରଣରୁ
୫- ରୀଟାର୍ଡ଼ କ୍ରିକେଟର ମାନଙ୍କୁ ପେନସନ ମିଳିଥାଏ କି ?
ଉତ୍ତର- ହଁ
୬- ଓଡିଶାର ମନ୍ଦିର ମାଳା କେଉଁ ସହରକୁ କୁହାଯାଏ ?
ଉତ୍ତର- ଭୁବନେଶ୍ଵର
୭- ଭାରର ପ୍ରଥମ ମହାକାଶଚାରୀ କିଏ ?
ଉତ୍ତର- ରାକେଶ ଶର୍ମା
୮- କେଉଁ ପରିବାକୁ ପ୍ରତି ଦିନ ଖାଇବା ଦ୍ଵାରା ମଣିଷ ସବୁ ଦିନ ପାଇଁ ଯବାନ ରହିଥାଏ ?
ଉତ୍ତର- ପଣସ
୯- କେଉଁ ଠାରେ ଦିନ ଓ ରାତି ଏକ ସମ ହୋଇଥାଏ ?
ଉତ୍ତର- ବିଷୁବ ରେଖାରେ
୧୦- କେଉଁ ରାଜ୍ୟରେ ପୁରୁଷଙ୍କ ସଂଖ୍ୟା ମହିଳା ମାନଙ୍କ ତୁଳନାରେ କମ ହୋଇଥାଏ ?
ଉତ୍ତର- କେରଳ
୧୧- କାହାର ଗତିକୁ ବିଦ୍ୟୁତ ପ୍ରବାହ କୁହନ୍ତି ?
ଉତ୍ତର- ଇଲେକଟ୍ରନ
୧୨- କୁମ୍ଭୀର କାହା ଦ୍ଵାରା ଶ୍ଵାସକ୍ରିୟା କରିଥାଏ ?
ଉତ୍ତର- ଫୁସଫୁସ
୧୩- ଲୋହିତ ରକ୍ତ କଣିକାର କବର ସ୍ଥାନକୁ କଣ କୁହାଯାଏ ?
ଉତ୍ତର- ପ୍ଳିହା
୧୪- କେଉଁ ପକ୍ଷୀ ପଣି ଭିତରେ ଉଡିପାରେ ?
ଉତ୍ତର- ଡିପର
୧୫- କେଉଁ ଜୀବ ପାଣି ପିଏ ନାହି ?
ଉତ୍ତର- କଙ୍ଗାରୁ ଓ ମୂଷା
୧୬- କେଉଁ ଅମେରୁ ଦଣ୍ଡି ଅମର ଅଟେ ?
ଉତ୍ତର- ଶାମୁକା
୧୭- ଆଖି ବନ୍ଦ ନ କରି ଶୋଇପାରେ ସେ କିଏ ?
ଉତ୍ତର- ମାଛ
୧୮- ମାଛି ପ୍ରଜାପତି କାହା ଦାବର ସ୍ଵାଦ ବାରି ପାରନ୍ତି ?
ଉତ୍ତର- ପାଦ ଦ୍ଵାରା
୧୯- କେଉଁ ପକ୍ଷୀ ର ଅଣ୍ଡା ବଡ ଅଟେ ?
ଉତ୍ତର- ଓଟ ପକ୍ଷୀ
୨୦- କେଉଁ ପକ୍ଷୀ ଆଗକୁ ପଛକୁ ଉଭୟ ଉଡିପାରେ?
ଉତ୍ତର- ହାମିଙ୍ଗ ବାର୍ଡ
୨୧- ମୁକ୍ତାର ଜନନୀ କିଏ ?
ଉତ୍ତର- ଶାମୁକା
୨୨- କେଉଁ ବିରାଟକାୟ ଜୀବ ଡେଇଁପାରେ ନାହି ?
ଉତ୍ତର- ହାତୀ
୨୩- କେଉଁ ଜୀବ ସର୍ବଦା ଜିଭ କାଢି ଖାଇଥାଏ ?
ଉତ୍ତର- କୁକୁର
୨୪- କେଉଁ ଗୃହ ପାଳିତ ପଶୁକୁ ପୂଜା କରଜାଏ ?
ଉତ୍ତର- ଗାଈ
୨୫- କେଉଁ ଜୀବ ନାକ ଓ କାନ ବାଟେ ନିଶ୍ଵାସ ପ୍ରଶ୍ଵାସ ନେଇଥାଏ ?
ଉତ୍ତର- ହରିଣ
୨୬- ୭ଟି କଦଳୀ ଅଛି, ୮ ଜଣ ଲୋକ ନ ଭାଙ୍ଗି ନ କାଟି କିପରି ଖାଇବେ ?
ଉତ୍ତର- ସେକ ବନାଇ ଖାଇ ପାରିବେ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥାଏ ତେବେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।