ମହାନ ଆଚାର୍ଯ୍ୟ ଶୁକ୍ରାଚାର୍ଯା ନିଜର ନୀତିରେ ସ୍ତ୍ରୀ ଓ ପୁରୁଷଙ୍କ ଗୁଣ ଓ ଅବଗୁଣ ବିଷୟରେ କହିଛନ୍ତି । ଚରିତ୍ରହୀନ ଦୁଷ୍ଟ ସ୍ତ୍ରୀ ଓ ପୁରୁଷଙ୍କ ଲକ୍ଷଣ ବିଷୟରେ ବି କହିଛନ୍ତି । ଯାହାକୁ ଆମେ ଅତି ସହଜରେ ଚିହ୍ନି ପାରିବା ଓ ଜୀବନରେ ଧୋଖା ଖାଇବା ଠାରୁ ବଞ୍ଚି ପାରିବା । ବର୍ତ୍ତମାନ ସମୟରେ ଚରିତ୍ରହୀନ ବ୍ୟକ୍ତିକୁ ଚିହ୍ନିବା ବହୁତ କଷ୍ଟକର ଅଟେ । ଦେଖାଯାଏ କି ଲୋକମାନେ ସେହି ସମୟ ପର୍ଯ୍ୟନ୍ତ ଚରିତ୍ରବାନ ହୋଇଥାନ୍ତି ଯେଉଁ ସମୟ ପର୍ଯ୍ୟନ୍ତ ତାଙ୍କୁ କେହି ନ ମିଳି ଯାଇଛନ୍ତି ।
କିନ୍ତୁ ଯେତେବେଳେ ତାଙ୍କୁ କେହି ଆପଣାଇ ନିଅନ୍ତି ତେବେ ସେହି ସମୟରେ ସେମାନେ ନିଜର ଅସଲ ରୂପ ଦେଖାନ୍ତି । ଆଚାର୍ଯ୍ୟ ଶୁକ୍ରାଚାର୍ଯା ସ୍ତ୍ରୀମାନଙ୍କ ବହୁତ ଦୁର୍ଗୁଣଙ୍କ ବିଷୟରେ କହିଛନ୍ତି । ଯାହା ପ୍ରତି କୌଣସି ବି ପୁରୁଷକୁ ସାବଧାନ ହୋଇ ରହିବାକୁ ପଡିବ । ନଚେତ ସେହି ସ୍ତ୍ରୀର ଅନର୍ଥ ହୋଇ ପାରେ ।
କାରଣ ସ୍ତ୍ରୀମାନଙ୍କର କପଟ ଜାଣିବା ଅସମ୍ଭବ ଅଟେ । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେତେବେଳେ ବି କୌଣସି ସ୍ତ୍ରୀର ସାହାର୍ଯ୍ୟ କରିବାକୁ ଯାଉଛନ୍ତି ତେବେ ଏହି ୪ ଟି ଭୁଲ କେବେ ବି କରନ୍ତୁ ନାହିଁ । ନଚେତ ଆପଣକର ବିନାଶ ହେବା ସୁନିଶ୍ଚିତ ।
୧ – ଯଦି କୌଣସି ପୁରୁଷ କୌଣସି ବି ସ୍ତ୍ରୀର ବାରମ୍ବାର ସାହାର୍ଯ୍ୟ କରିଥାଏ ତେବେ ତାକୁ ସେହି ସ୍ତ୍ରୀ ସହ ପ୍ରେମ ହୋଇଯାଏ ଓ ସେ ବି ଏହା ଚିନ୍ତା କରେ କି ସେ ବି ତାକୁ ପ୍ରେମ କରୁଛି । କିନ୍ତୁ ଏହିଭଳି ଚିନ୍ତା କରିବା ମୂର୍ଖତା ଅଟେ । କୌଣସି ବି ପୁରୁଷ ସ୍ତ୍ରୀର ସାହାର୍ଯ୍ୟ କରିବା ସମୟରେ ଏହା ଧ୍ୟାନ ରଖିବା ଉଚିତ କି ସେ ତାହା ଉପରେ ମୋହିତ ନ ହେଉ ଓ ତାହା ସହିତ ଅଧିକ ମନ ନ ଲଗାଉ । ନଚେତ ସେହି ସ୍ତ୍ରୀ ଦ୍ଵାରା ତାକୁ ମନା କରିବା ସମୟରେ ବହୁତ କଷ୍ଟ ହୋଇଥାଏ । ଅନ୍ୟ ପଟେ ସ୍ତ୍ରୀ ବି ଯାହା ଠାରୁ ସାହାର୍ଯ୍ୟ ନେଉଛନ୍ତି ସେହି ପୁରୁଷକୁ ମୋହିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ ।
୨ – ଯଦି ଆପଣ କାହାର ସାହାର୍ଯ୍ୟ କରୁଛନ୍ତି ତେବେ ବଦଳରେ ସେମାନେ ବି ଆପଣଙ୍କର ସାହାର୍ଯ୍ୟ କରିବେ ଏହିଭଳି ବିଚାର ମନରେ ରଖିବା ଉଚିତ ନୁହେଁ । କାରଣ ମହିଳା ସର୍ବାଦା ବିନା କୌଣସି ସ୍ଵାର୍ଥରେ କାହାର ବି ସାହାର୍ଯ୍ୟ କରନ୍ତି ନାହିଁ । ଯଦି ଆପଣ କୌଣସି ସ୍ତ୍ରୀର ସାହାର୍ଯ୍ୟ କରୁଛନ୍ତି ଓ ତାହା ଠାରୁ ସାହାର୍ଯ୍ୟର କାମନା ରଖୁଛନ୍ତି କିନ୍ତୁ ସେହି ସ୍ତ୍ରୀ ସମୟ ଆସିଲେ ଆପଣଙ୍କୁ ସାହାର୍ଯ୍ୟ କରୁ ନାହାନ୍ତି ତେବେ ପୁରୁଷକୁ ଅତ୍ୟନ୍ତ କଷ୍ଟ ହୋଇପାରେ ।
୩ – ପୁରୁଷକୁ କୌଣସି ବି ସ୍ତ୍ରୀ ଦ୍ଵାରା ଅପମାନ କରିବା ପରେ ପୁରୁଷ ମନରେ କେବେ ବି ପ୍ରତିଶୋଧର ଭାବନା ରଖିବା ଉଚିତ ନୁହେଁ ନଚେତ ଏହା ଅନର୍ଥର କାରଣ ହୋଇପାରେ ।
୪ – କୌଣସି ବି ପୁରୁଷକୁ କୌଣସି ବି ସ୍ତ୍ରୀର ସାହାର୍ଯ୍ୟ କରିବା ପାଶ୍ଚାତ ଅହଂକାର କରିବା ଉଚିତ ନୁହେଁ । କେତେକ ଲୋକମାନେ ସାହାର୍ଯ୍ୟ କରିବା ପରେ ସେ ତାଙ୍କ ଉପରେ ଉପକାର କରିଛନ୍ତି ବୋଲି ଭାବନ୍ତି । ସାହାର୍ଯ୍ୟ କରି ଭୁଲି ଯିବା ପାଇଁ ଉତ୍ତମ ଗୁଣ ଅଟେ ।