70 ବର୍ଷ ପର୍ଯ୍ୟନ୍ତ କେଶ କଳା ରହିବ, ଶରୀର ସୁସ୍ଥ ରହିବ 100 ବର୍ଷ ପର୍ଯ୍ୟନ୍ତ

ଡାକ୍ତର ଙ୍କ ଔଷଧ ମଧ୍ୟ ଫେଲ ହୋଇଯିବ ଏହି ଗଛ ଆଗରେ । ଏହା କୌଣସି ଅମୃତ ଠାରୁ କମ ନୁହେଁ । ବନ୍ଧୁଗଣ ଆମ ଦେଶରେ ବିଭିନ୍ନ ପ୍ରକାରର ଫୁଲ ଗଛ ଦେଖିବାକୁ ମିଳିଥାଏ । ଆମେ ଆପଣଙ୍କୁ ଯେଉଁ ଗଛ ବିଷୟରେ କହିବାକୁ ଯାଉଛୁ ତାହାକୁ ଆପଣ ପ୍ରତିଦିନ ଦେଖିଥାନ୍ତି । କିନ୍ତୁ ଏହାର ଉପକାରିତା ବିଷୟରେ ଜାଣି ନ ଥାନ୍ତି । ଅଧିକାଂଶ ଲୋକ ଏହାକୁ ଖାଲି ଠାକୁର ପୂଜାରେ ବ୍ୟବହାର କରିଥାନ୍ତି ।

କିନ୍ତୁ ଏହି ଗଛର ଚମତ୍କାରିତା ଖୁବ ଅଧିକ ହୋଇଥାଏ । ବହୁ ପୁରାତନ କାଳରୁ ଏହି ଗଛର ବ୍ୟବହାର ହୋଇ ଆସିଛୁ । ଏହି ଗଛର ପତ୍ର, ଚେର, ଫୁଲ ବହୁତ ଫାଇଦା ଆଣିଥାଏ । ଆସନ୍ତୁ ଜାଣିବା ଏହି ଗଛର ଚମତ୍କାରୀ ଫାଇଦା ବିଷୟରେ । ଆମେ ଏଠାରେ ଯେଉଁ ଗଛ ବିଷୟରେ କହୁଛୁ ତାହାକୁ ଆମେ ମନ୍ଦାର ଗଛ କହିଥାଉ । ଅନେକଙ୍କ ବାଡି ଘରୁ ଏହା ସହଜରେ ମିଳିଯାଏ ।

ଏହି ଗଛର ପ୍ରୟୋଗ କରି କେସ ସମସ୍ଯା, ଏନିମିଆ, ଆଁଠୁ ଗାନ୍ଧୀ ବିନ୍ଧା, ଅର୍ଶ, ପାଟିରେ ଶିତୁଳିଆ ହେଉଛି, କୋଲେଷ୍ଟ୍ରୋଲ, ଡାଇବେଟିସ ଭଳି ସମସ୍ଯା ଆକୁ ଦୂର କରିଥାଏ । ଯେଉଁ ମାନଙ୍କର ସ୍ମରଣ ଶକ୍ତି କମ ହେଉଛି ସେମାନଙ୍କ ପାଇଁ ଏହି ଗଛର ପତ୍ର ଓ ଫୁଲ ରାମବାଣ ସଦୃଶ ହୋଇଥାଏ । ନାଲି ରଙ୍ଗର ମନ୍ଦାର ଫୁଲ ବିଭିନ୍ନ ପ୍ରକରାର ଔଷଧୀୟ ପାଇଁ ବ୍ୟବହାର ହୋଇଥାଏ । କିଛି ମନ୍ଦାର ଫୁଲ ଓ ପତ୍ର ଆଣନ୍ତୁ ।

ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଯଦି ଆପଣଙ୍କ ପାଟି ରେ ଶିତୁଳିଆ ହେଉଥାଏ ତେବେ ଏହାର ପତ୍ରକୁ ଚୋବାଇଲେ 2 ଦିନରେ ଭଲ ହେବ । ମନ୍ଦାର ପତ୍ରକୁ ବାଟି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ଏହାର ରସ ମଧ୍ୟ ପ୍ରୟୋଗ କରିପାରିବେ । କେସ ଅଧିକ ଝଡୁଥିଲେ ଏଥିରେ ନଡିଆ ତେଲ ମିଶାଇ ଏହାକୁ କେସ ରେ ଲଗାନ୍ତୁ । ସପ୍ତାହ କୁ 3ରୁ 4 ଥର ଏହାର ପ୍ରୟୋଗ କରିଲେ ହେୟାର ଫଳ ବନ୍ଦ ହେବ ସହ କେସ ପାଚିବା ବନ୍ଦ ହେବ ।

ପେଟରେ ଅଧିକ କଷ୍ଟ ହେଉଥିଲେ ଏହାର ପତ୍ରର ରସ ସେବନ କରନ୍ତୁ । ଯଦି ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ଯା ଅଛି ତେବେ ଏହାର ଫୁଲର ପେଷ୍ଟ କରି ସେଠାରେ ଲେପ ଦିଅନ୍ତୁ । ଏହାର ଫୁଲର କାଢା ସେବନ କରିଲେ ଥଣ୍ଡା, କାଶ ସମସ୍ୟାରୁ ମୁକ୍ତି ମିଳିଥାଏ । ଏନିମିଆ ସମସ୍ୟା ଥିଲେ ମନ୍ଦାର ଫୁଲର ଚୂର୍ଣ୍ଣ ବହୁତ ଫାଇଦା ଦେଇଥାଏ ।

ଏକ କପ କ୍ଷୀର ସହ ସକାଳୁ ସନ୍ଧ୍ୟା ମନ୍ଦାର ଫୁଲର ଚୂର୍ଣ୍ଣ ସେବନ କରିଲେ ଏନିମିଆ ସମସ୍ଯା ଦୂର ହେବ । ଅର୍ଶ ସମସ୍ଯା ଥିଲେ ମନ୍ଦାର ଫୁଲର କଢ କୁ ଘିଅରେ ଭଜନ୍ତୁ । ଏହା ପରେ ସେଥିରେ ମିଶ୍ରି ମିଶାଇ କେସରରେ ସେବନ କରିଲେ ଅର୍ଶ ସଂପୂର୍ଣ୍ଣ ଦୂର ହେବ । ମନ୍ଦାର ଫୁଲର ପାଉଡର କୁ କ୍ଷୀର ସହ ସେବନ କରିଲେ ଲିଭର ପାୱାର ବଢିଯିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *