IAS ଇଣ୍ଟରଭିୟୁ ରେ ପଚରା ଯାଇଥିବା ପ୍ରଶ୍ନ- ଏମିତି କେଉଁ ଜାଗା ଅଛି ଯେଉଁଠି 105 ଲୋକ ଯାଇଥାନ୍ତି କିନ୍ତୁ 109 ଲୋକ ଫେରିଥାନ୍ତି ?

ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ ଜ୍ଞାନ ର ଆବଶ୍ୟକତା ଜରୁରୀ ଅଟେ । ପ୍ରତେକ ମଣିଷ ଜ୍ଞାନ ଆହରଣ ପାଇଁ ଅନେକ ପାଠ ପଢିଥାଏ । କିନ୍ତୁ କିଛି ଏମିତି ପାଠ ଅଛି ଯାହା ବହି ରେ ନ ଥାଏ । ଯାହାକୁ ଆମେ ସାଧାରଣ ଜ୍ଞାନ କହିଥାଉ । ଏହି ସବୁ ସାଧାରଣ ଜ୍ଞାନ ଆମ ଆଖ ପାଖରେ ଘଟୁଥିବା କିଛି ଘଟଣାମାନ କୁ ନେଇ ଆଧାରିତ ହୋଇଥାଏ । ଯାହା ବିଷୟରେ କିଛି ଲୋକ ଜାଣିଥିଲେ ମଧ୍ୟ ଠିକ ସମୟରେ ଉତ୍ତର ଦେଇ ପାରନ୍ତି ନାହିଁ । ଏହି ସବୁ ଜ୍ଞାନ କୁ ନିଜର ବୁଦ୍ଧି ଖର୍ଚ୍ଚ କରି କହିବାକୁ ପଡିଥାଏ । ଆସନ୍ତୁ ଜାଣିବା ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ।

1- ଏମିତି କେଉଁ ଜୀବ ଅଛି ଯିଏ ନିଜ ଜୀବନ କାଳରେ ନିଜ ମା କୁ ଦେଖିପାରେ ନାହିଁ ?

ଉତ୍ତର- ବିଛା ।

2- ଦୁନିଆର ସବୁଠୁ ବଡ ଅଣ୍ଡା କେଉଁ ପକ୍ଷୀ ର ହୋଇଥାଏ ?

ଉତ୍ତର- ସୁତୁର୍ମୁର୍ଗ ।

3- ଏମିତି କେଉଁ ପକ୍ଷୀ ଅଛି ଯିଏ ନିଜ ଜୀବନ କାଳରେ କେବେ ବି ଗଛରେ ବସେ ନାହିଁ ?

ଉତ୍ତର- ଟୀଟୋନୀ ।

4- ଏମିତି ଏକ ଜୀବ ର ନାମ କୁହ ଯିଏ ନିଜ ଜୀବନ କାଳରେ କେବେ ବି ସୁଏ ନାହିଁ ?

ଉତ୍ତର- ବ୍ଲୁଫ୍ରଗ ।

5- କଣ ଆପଣ ଜାଣିଛନ୍ତି କି ମନୁଷ୍ୟ 24 ଘଣ୍ଟା ରେ ପ୍ରାୟ କେତେ ନିଶ୍ଵାସ ପ୍ରଶ୍ଵାସ ନେଇଥାଏ ?

ଉତ୍ତର- 18 ରୁ 30 ହଜାର ।

6- ବିଶ୍ବରେ ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟେ ବି ନଦୀ ନାହିଁ ?

ଉତ୍ତର- ସାଉଦି ଆରବ ।

7- ଏମିତି କେଉଁ ପ୍ରାଣୀ ଅଛି ଯିଏ ନର ରୁ ମାଦା ହୋଇପାରେ ?

ଉତ୍ତର- ଝିଟିପିଟି ଓ ଅକ୍ଟୋପସ ।

8- ବିଶ୍ବରେ ଏମିତି କେଉଁ ଦେଶ ଅଛି ଯେଉଁଠି କପଡା ଉପରେ ଖବରକାଗଜ ଛପାଯାଏ ?

ଉତ୍ତର- ସ୍ପେନ ।

9- ଭାରତର ସବୁଠୁ ଦାମୀ ଫିଲ୍ମ ର ନାମ କଣ ?

ଉତ୍ତର- ବାହୁବଳି-2 ।

10- କେଉଁ ରାଜ୍ୟରେ ପୁଅ ଝିଅ ଏକା ସହ ବୁଲିପାରିବେନି ?

ଉତ୍ତର- ମିଜୋରାମ ।

11- ମଣିଷର ସବୁଠୁ ବଡ ଶତ୍ରୁ କେଉଁ ଜୀବ ହୋଇଥାଏ ?

ଉତ୍ତର- ମଶା ।

12- ବିଶ୍ଵର ସବୁଠୁ ତୀବ୍ର ଦୌଡୁଥିବା ମଣିଷର ନାମ କଣ ?

ଉତ୍ତର- ଉସେନ ବୋଲ୍ଟ ।

13- ଭାରତରେ ମୋଟ କେତେ ପ୍ରତିଶତ ଲୋକ ବିଶ୍ଵସ୍ତ ଅଟନ୍ତି ?

ଉତ୍ତର- ଭ୍ୟାଟିକନ ସିଟି ।

14- କେଉଁ ଦେଶରେ ଗୋଟେ ବି ଛୁଆ ଜନ୍ମ ହୁଏ ନାହିଁ ?

ଉତ୍ତର- ବେଟିକନ ସିଟି ।

15- ସବୁଠୁ ବୁଦ୍ଧିମାନ ମାଛ କିଏ ହୋଇଥାଏ ?

ଉତ୍ତର- ବ୍ଲୁ ୱ୍ହେଲ ।

16- ଗଛ ଉପରେ ଲାଗୁଥିବା ଦୁନିଆର ସବୁଠୁ ବଡ ଫ୍ଲାର ନାମ କଣ ?

ଉତ୍ତର- କଟହଳ ।

17- ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ କିଏ ?

ଉତ୍ତର- ଆଦିତ୍ୟ ଯୋଗିନାଥ ।

18- ଏମିତି କେଉଁ ଜାଗା ଅଛି ଯେଉଁଠି 105 ଲୋକ ଯାଇଥାନ୍ତି କିନ୍ତୁ 109 ଲୋକ ଫେରିଥାନ୍ତି ?

ଉତ୍ତର- ବିବାହ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *