ମା ଲକ୍ଷ୍ମୀ ଘରକୁ ଆସିବାର 5 ଟି ସଙ୍କେତ- Ajira Anuchinta

ଗୃହରେ କେଉଁ ସଂକେତ ଆମେ ଦେଖିଲେ ଆମେ ଜାଣି ପାରିବା କି ମା ଲକ୍ଷ୍ମୀ ଙ୍କ ଆଗମନ ହେବା ପାଇଁ ଯାଉଛି । ଏହା ଜାଣିବା ଦ୍ଵାରା ଆପଣଙ୍କ ମନରେ ଥିବା ଶୁଭ ଅଶୁଭ ସବୁ ଦୂର ହୋଇ ଜୀବ । ଆପଣ ଯଦି କିଛି ନୂଆ କାମ କରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ମାନେ କିଛି ଘରେ ହେଉ ଥିବା ଜିନିଶ ରୁ ଜଣାଇ ଯିବେ କି ଏହା ଆପଣଙ୍କ ପାଇଁ କେତେ ଶୁଭ ହୋଇ ଥାଏ । ଆଜି ଆମେ କହିବା ପାଇଁ ଯାଉଛୁ କି କେଉଁ ସବୁ ଲକ୍ଷଣ ଦେଖିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ ଆଗମନ ହେବାର କଥା ଆମେ ଜାଣି ପାରିବା ।

ପ୍ରଥମ କଥା ହେଉଛି କି ମା ଲକ୍ଷ୍ମୀ ଙ୍କ ବାହାନ ପେଚା କୁ କୁହା ଯାଏ ଯଦି ଅମାବାଶ୍ୟା ଦିନ ଏହା ଆପଣଙ୍କ ଘର ଉପରେ ବଶି ରହେ ତେବେ ଜାଣି ନିଅନ୍ତୁ କି ଏହା ଦ୍ଵାରା ଆପଣ ଲାଭ ବାନ ହେବେ ଏହା ଏକ ଶୁଭ ସଂକେତ ଅଟେ । ଯଦି ଆପଣଙ୍କ ଘରେ ରକ୍ଷା ଯାଇ ଥିବା ଅବିଲେଇ ହେଉ କିମ୍ବା ଆଉ କେଉଁ ଜାଗାରୁ ଆସି ଥିବା ବିଲେଇ କ୍ଷୀର ପିଏ ତେବେ ଏହା ମଧ୍ୟ ଶୁଭ ଅଟେ । ଏହା ଛଡା ଆପଣ ଯଦି ମୂଷା କିମ୍ବା ଚୁଚୁନ୍ଦ୍ରା କୁ ଅମାବାଶ୍ୟା ରେ ଘରେ ଦେଖିବା ପାଇଁ ପାନ୍ତି ତେବେ ଏହା ଶୁଭ ପରିଣାମର ଲକ୍ଷଣ ଅଟେ ।

ଆପଣ ଯଦି ଗୁରୁବାର କିମ୍ବା ଶନିବାର ରେ ନିଜ ଘରର କେଉଁ ଜିନିଷ ବିକ୍ରି କରିବା ପାଇଁ ବାହାରି ଛନ୍ତି ତେବେ ଆପଣ ଏହା କରନ୍ତୁ ନି । ଆପଣ ଯଦି ସବୁ ବେଳେ ନିଜ ରୋଜଗାର କୁ ନେଇ ଚିନ୍ତା ରେ ରହୁ ଛନ୍ତି ତେବେ ଆପଣ ଏକ ପିତଳ କିମ୍ବା ତମ୍ବା ନୋଟାରେ କିଛି ମୁଦ୍ରା ନେଇ ର୍ହାକୁ ଭର୍ତ୍ତି କରି ରାଖୀ ଦିଅନ୍ତୁ ଦେଖିବେ ଆପଣ ଶୁଭ ପରିଣାମ ପାଇବେ । ଆପଣଙ୍କ ଘରର ପଶ୍ଚିମ ପାତକୁ ଏହାକୁ ରଖିବେ ପୂଜା କରିବା ବେଳେ ଏହା କୁ ମଧ୍ୟ ଆପଣ ଧୂପ ଦେଖାଇଲେ ଏହା ଭଲ ଅଟେ । ଯଦି ଆପଣଙ୍କ ଘରେ କିଛି କଣ୍ଟା ଜାତୀୟ ଗଛ ଅଛି କିମ୍ବା କିଛି ପଥର ଅଛି ଏହାକୁ ଆପଣ ଏହାକୁ ନିଜ ଘର ଆଗରୁ ଉଠାଇ ଦିଅନ୍ତୁ ।

ଆପଣ ଯଦି ଗାଡି କିମ୍ବା ଜମି ବିକିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ଏହାକୁ ମଙ୍ଗଳବାର କିମ୍ବା ଗୁରୁବାର ରେ ଏହା କରିବେ ନି । ଆପଣ ଦକ୍ଷିଣ ଦିଗରେ ତୁଳଶି ଚଉରା ରଖିବା ଭଲ ଅଟେ । ଏହା ଅସହ ଆପଣ ଆଗ୍ନେୟ କୋଣରେ କେବେ ଭି ଘର କରନ୍ତୁ ନି । ଆପଣ ଝାଡୁ କୁ ଘର ର ରୋଷୀ ଘରେ ରଖିବା ଭଲ ନୁହେଁ । ଆପଣ ଘରେ ଏକ ଧଳା ପାରା କିମ୍ବା ନେଉଳ ର ମୂର୍ତ୍ତି ରଖୀ ପାରିବେ ଏହା ଆପଣଙ୍କ ପାଇଁ ଖୁବ ଭଲ ଅଟେ । ଆପଣ ଯେତେବେଳେ ଭି ବାହାରକୁ ଯିବେ ତୁଳଶି ଚଉରା ରେ ମୁଣ୍ଡିଆ ମରିକି ଯିବେ ଏହା ସହ ଆପଣଙ୍କ ଘରେ ଯଦି ଗରୁଡ ଭଗବାନ ଙ୍କ ଚିହ୍ନ ଥିବା ବାଲା ଘଣ୍ଟି ଅଛି ତେବେ ଏହା ଶୁଭ ଅଟେ ।

Leave a Reply

Your email address will not be published. Required fields are marked *