ପ୍ରେମ ଓ ବିବାହ ଏପରି ଏକ ବନ୍ଧନ ଯେ ସବୁ ମଣିଷ ଚାହାନ୍ତି କି ଏହା ସର୍ବଦା ଅତୁଟ ରହୁ । କିନ୍ତୁ କିଛି ଝିଅଙ୍କ ସ୍ଵଭାଵ ଓ ଭାଗ୍ୟ ସେହିପରି କି ସେମାନେ କେବେବି ନିଜ ପାର୍ଟନର ସହ ଖୁସି ରହିପାରନ୍ତି ନାହିଁ। ଯାହା ଫଳରେ ସେମାନଙ୍କ ସମ୍ପର୍କ ବେଶୀ ଦିନ ରୁହେ ନାହିଁ ଓ ସେମାନେ ଜୀବନସାରା ଏକା ରହିଥାନ୍ତି। ଯଦି ବି ସେମାନେ କାହାକୁ ବିବାହ ବା ପ୍ରେମ କରନ୍ତି ତେବେ ମଧ୍ୟ ସେ ସମ୍ପର୍କ ବେଶୀ ଦିନ ରୁହେ ନାହିଁ । ସେମାନେ କେବେ ନିଜ ପାର୍ଟନର ଉପରେ ଖୁସି ରୁହନ୍ତି ନାହିଁ ସନ୍ତୁଷ୍ଟ ହୁଅନ୍ତି ନାହିଁ ।
ତେବେ ଆଜି ଆମେ ତିନୋଟି ଝିଅଙ୍କ ନାମ ର ପ୍ରଥମ ଅକ୍ଷର ଜାଣିବା । କେଉଁ କେଉଁ ଅକ୍ଷରର ଝିଅ ମାନେ ପ୍ରେମ ରେ ବା ବିବାହ ରେ ବେଶୀ ଦିନ ରୁହନ୍ତି ନାହିଁ । ପ୍ରଥମ ଅକ୍ଷର “k” । ଏହି “K” ଅକ୍ଷରରୁ ଆରମ୍ଭ ହେଉଥିବା ଝିଅ ମାନେ ବହୁତ ସହନଶୀଳତା । ଏମାନେ ଘର ଚଳେଇବାରେ ବହୁତ ଉତ୍ତମ ଅଟନ୍ତି। ଏମାନଙ୍କ ଉପେକ୍ଷା ଅନ୍ୟ ଝିଅଙ୍କ ଠାରୁ ଅଧିକ ଥାଏ ।
ଏମାନେ ନିଜ ପାର୍ଟନରକୁ ତାଙ୍କ ଦାୟିତ୍ୱ ର ଅନୁଭବ କରାଇଥାନ୍ତି । ଏମାନେ କଥା ଲୁଚାଇବାରେ ବହୁତ ଆଗରେ ଥାଆନ୍ତି। ଏମାନେ ସର୍ବଦା ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ରୁହନ୍ତି । ତେଣୁ ଏମାନେ ନିଜ ସ୍ୱାମୀର ସବୁ କଥାରେ ବାଧା ସୃଷ୍ଟି କରିଥାନ୍ତି ।
କିନ୍ତୁ ଯଦି ତାଙ୍କ ପାର୍ଟନର ତାଙ୍କ କଥା ରେ କୌଣସି ପ୍ରଶ୍ନ ବା ବାଧା ସୃଷ୍ଟି କରନ୍ତି ତେବେ ଏହା ସେମାନଙ୍କୁ ପସନ୍ଦ ହୋଇ ନ ଥାଏ। ଯାହାକି ଏମାନଙ୍କର ଝଗଡାର କାରଣ ହୋଇଥାଏ । ଏମାନେ ନିଜ ପାର୍ଟନର ଠାରୁ ଦୂରେଇ ରହିପାରନ୍ତି ନାହିଁ । ଏମାନଙ୍କ ବିଷୟରେ ଯେଉଁ ଲୋକ ସତ କହନ୍ତି ଏମାନଙ୍କୁ ସେହିପରି ଲୋକ ପସନ୍ଦ ନୁହଁନ୍ତି ଓ ଏମାନେ ରାଗିଯାନ୍ତି । ଏମାନେ ନିଜକୁ ବହୁତ ସୁନ୍ଦର ଭାବିଥାନ୍ତି ଯେତିକି ସୁନ୍ଦର ପ୍ରକୃତ ରେ ହୋଇ ନ ଥିଲେ ମଧ୍ୟ ନିଜକୁ ସୁନ୍ଦର ଭାବିଥାନ୍ତି। ଦ୍ଵତୀୟ ଅକ୍ଷର ହେଉଛି “P” ।
ଏହି “P” ନାମର ଝିଅ ମାନେ ବହୁତ ପରିଶ୍ରମୀ ଅଟନ୍ତି । ଏମାନେ ନିଜକୁ ହିଟଲରରୁ କମ ଭାବନ୍ତିନି । ଯଦି ଏମାନଙ୍କ ସ୍ୱାମୀ ଏମାନଙ୍କୁ କିଛି କାର୍ଯ୍ୟ ନ କରିକି କରନ୍ତି ତ ଏମାବେ ଝଗଡା ଆରମ୍ଭ କରନ୍ତି । ଏମାନଙ୍କୁ କିଣାକିଣି ବହୁତ ପସନ୍ଦ କିନ୍ତୁ ନିଜ ସ୍ୱାମୀ ସହ ଯିବାକୁ ବେଶୀ ପସନ୍ଦ କରନ୍ତି ।
ଯଦି ସ୍ୱାମୀ ନ ଯାଆନ୍ତି ତ ସେମାନେ ମନେ ମନେ ୠଷି ଥାନ୍ତି । ଏମାନେ ନିଜେ ହିସାବ ଦେବାକୁ ପସନ୍ଦ କରନ୍ତିନି କିନ୍ତୁ ସ୍ୱାମୀ ଠୁ ୧ ଟଙ୍କାର ହିସାବ ମାଗିଥାନ୍ତି । ଯେମିତି ଏମାନଙ୍କ ସ୍ୱାମୀ ସର୍ବଦା ବ୍ୟର୍ଥ ଖର୍ଚ୍ଚ କରିଥାନ୍ତି । ଏମାନେ ବହୁତ ବିଶ୍ଵାଶି ଅଟନ୍ତି କିନ୍ତୁ ନିଜ ସ୍ୱାମୀକୁ ଛାଡିବା ପରେ ଏମାନେ ନିଜକୁ ପରପୁରୁଷ ପାଖକୁ ଯିବାକୁ ଅଟକେଇ ପାରନ୍ତିନି । ଏହି କଥା ଏମାନଙ୍କ ଘର ଲୋକ ଜାଣିବା ପରେ ଏମାନଙ୍କ ଉର ରାଗିଥାନ୍ତି ଅସନ୍ତୋଷ ହୋଇଥାନ୍ତି ।
ତେଣୁ ଏହି ଝିଅ ମାନେ ଜୀବନସାରା ଏକା ରହିଥାନ୍ତି। ତୃତୀୟ ଅକ୍ଷରର ହେଉଛି “S” ଏମାନେ ବହୁତ ହିମ୍ମତବାଲି ଅଟନ୍ତି। ଏମାନେ ନିଷ୍ଠାବା ଓ ଅହଙ୍କାରୀ ଅଟନ୍ତି।ଯିଏ ଏମାନଙ୍କୁ ଅଣଦେଖା କରନ୍ତି ଏମାନେ ତାକୁ ପସନ୍ଦ କରନ୍ତି ନାହିଁ।ଏମାନେ ନିଜ ପରିବାରଲୋକଙ୍କ ପ୍ରତି କେବେବି ସନ୍ତୁଷ୍ଟ ନ ଥାନ୍ତି।