ନୂଆବର୍ଷ 2023, ଘରକୁ ଆଣନ୍ତୁ ଏହି 6ଟି ଜିନିଷ ମଧ୍ୟରୁ 1ଟି ଜିନିଷ…. ହେବ ଧନର ବର୍ଷା

ବନ୍ଧୁଗଣ ଆପଣ ମାନଙ୍କୁ ଓ ଆପଣଙ୍କ ପରିବାରକୁ ନୂତନବର୍ଷ ୨୦୨୩ ର ହାର୍ଦ୍ଦିକ ଅଭିନନ୍ଦନ । ଏହି ନୂଆବର୍ଷଟି ସମସ୍ତଙ୍କ ପାଇଁ ମହତ୍ବପୂର୍ଣ୍ଣ ଦିନ ହୋଇଥାଏ । ନୂଆବର୍ଷକୁ ନେଇ ଅନେକ ଉଶ୍ଚାହ ଭରିବା ସହ ନୂତନ ଇଚ୍ଛାର ଆରମ୍ଭ ଥାଏ । ନୂଆବର୍ଷର ପ୍ରଥମ ଦିନ ଟି ଖୁସିରେ କଟିଲେ ସାରା ବର୍ଷଟି ଭଲରେ କଟିଥାଏ ଏମିତି କୁହାଯାଏ । ନୂଆବର୍ଷରେ ଧନର ଆକର୍ଷଣ ପାଇଁ କିଛି କରିବାକୁ ପଡିଥାଏ । ଯାହା ଦ୍ଵାରା ମା ଲକ୍ଷ୍ମୀ ଟାଣି ହୋଇ ଆସିଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ନୂଆବର୍ଷ ରେ କେଉଁ ଜିନିଷ ଘରକୁ ଆଣିଲେ ଧନର ବୃଦ୍ଧି ହୋଇଥାଏ ।

୧- ଭଗବାନ ଗଣେଶଙ୍କ ମୂର୍ତ୍ତି : ଭଗବାନ ଗଣେଶ ଙ୍କୁ ବିଘ୍ନ କାରକ କୁହାଯାଏ ଯିଏ ସବୁ ଦୁଖ କଷ୍ଟକୁ ଦୂର କରିଥାନ୍ତି । ଯଦି ଆପଣ କେଉଁ ସମସ୍ୟାରେ ଫସି ଯାଇଛନ୍ତି ତେବେ ନୂଆବର୍ଷ ରେ ଭଗବାନ ଗଣେଶ ଙ୍କ ମୂର୍ତ୍ତି ନିଶ୍ଚୟ ଘରକୁ ଆଣନ୍ତୁ । ଦେଖିବେ ଯାହା ବି ସମସ୍ୟା ରହିଥିଲା ତାହା ଦୂର ହୋଇଯିବ । ଭଗବାନ ଗଣେଶ ଖୁସି ପ୍ରଦାନ କରିବେ । ନୂଆବର୍ଷ ରେ ଭଗବାନ ଗଣେଶ ଙ୍କ ପୂଜା କରନ୍ତୁ ।

୨- ନଡିଆ : ନୂଆବର୍ଷ ଯଦି ନଡିଆ ଭାଙ୍ଗି ଆରମ୍ଭ କରାଯାଏ ତେବେ ବହୁତ ଶୁଭ ହୋଇଥାଏ । ଏହା ସହ ସଫଳତାର ମାର୍ଗ ଖୋଲିଯାଏ । ସବୁ ନେଗେଟିଭ ଊର୍ଜା ବାହାରି ଯାଇ ପଜେଟିଭ ଊର୍ଜା ଆସିଥାଏ । ଘରେ ହେଉ କି ମନ୍ଦିର ରେ ନୂଆବର୍ଷ ରେ ନଡିଆ ଭାଙ୍ଗି ପାରିବେ ।

୩- ମୟୁର ପର : ଯଦି ଆପଣ ଧନର ସମସ୍ୟାକୁ ନେଇ ଚିନ୍ତା ରେ ରହୁଛନ୍ତି ତେବେ ନୂତନ ବର୍ଷରେ ଘରକୁ ମୟୁର ପର ଲଗାନ୍ତୁ । ମୟୁର ପର କିଣିବା ସମୟରେ ଭଗବାନ ଶ୍ରୀ କୃଷ୍ଣ ଙ୍କ ନାମ ନିଶ୍ଚୟ ନିଅନ୍ତୁ । ପ୍ରତେକ କାମରେ ସଫଳତା ମିଳିବ । ଆଉ ସବୁ କାମ ଭଲରେ ହୋଇଥାଏ ।

୪- ମନି ପ୍ଳାଣ୍ଟ : ଏହି ନୂଆବର୍ଷରେ ଆପଣ କୌଣସି ମନି ପ୍ଳାଣ୍ଟ ଗଛ ଘରକୁ କିଣି ଆଣନ୍ତୁ । ଏହି ଗଛ ଘରକୁ ସୁଖ ସମୃଦ୍ଧି ଆଣିଥାଏ । ଧନ ଜନିତ ସମସ୍ୟାକୁ ନେଇ ଚିନ୍ତା ରେ ରହୁଥିଲେ ମନି ପ୍ଳାଣ୍ଟ ଗଛ ଘରେ ଲଗାନ୍ତୁ । ଦେଖିବେ ଆପଣଙ୍କ ପୁରା ବର୍ଷ ଟି ଆନନ୍ଦ ରେ କଟିବ ।

୫- ଫେନସୁଇ ଆଇଟମ : ଟଙ୍କା ପଇସା ଏମିତି ଏକ ଜିନିଷ ଯାହା ପ୍ରତେକ ବ୍ୟକ୍ତି ଚାହିଁଥାଏ । ନୂଆବର୍ଷରେ କେହି ଆପଣଙ୍କୁ ଲାଫିଙ୍ଗା ବୁଦ୍ଧ ଉପହାର ଦେଲେ ଜାଣିବେ ଆପଣଙ୍କ ଭାଗ୍ୟ ବଦଳିଗଲା । ଲାଫିଙ୍ଗ ବୁଦ୍ଧ ସେତେବେଳେ କାମ କରେ ଯେବେ ଆପଣଙ୍କୁ କେହି ଗୀତ ଦେଇଥାଏ । ଯେଉଁ ଘରେ ଲାଫିଙ୍ଗ ବୁଦ୍ଧ ଥାଏ ସେଠାରେ ଧନର ଅଭାବ ରୁହେ ନାହି ।

୬- ହନୁମାନଙ୍କ ମୂର୍ତ୍ତି : ଶାସ୍ତ୍ର ଅନୁଯାୟି ଏମିତି କୁହାଯାଏ ଘରେ ଭଗବାନ ହନୁମାଙ୍କ ଫୋଟୋ ରଖିବା ଉଚିତ । ଘରର ମୁଖ୍ୟଦ୍ଵାର ରେ ନୂଆବର୍ଷରେ ଭଗବାନ ହନୁମାନଙ୍କ ପ୍ରତିମା ଲଗାଇଲେ ଖରାପ ଦୋଷ ଲାଗେ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *