ରବିବାର ଦିନ ଭୁଲରେ ଖାଆନ୍ତୁ ନାହିଁ ଏହିସବୁ ଜିନିଷ, କରନ୍ତୁ ନାହିଁ ଏହି କାର୍ଯ୍ୟ… ନଚେତ ଘରକୁ ଆସିବ ଭୟଙ୍କର ଦରିଦ୍ରତା

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ସୌରମଣ୍ଡଳର ସବୁ ଊର୍ଜା ସୂର୍ଯ୍ୟଦେବ ଙ୍କ ଠାରୁ ପ୍ରାପ୍ତ କରିଥାନ୍ତି । ଆମ ସମସ୍ତଙ୍କ କୁଣ୍ଡଳୀରେ କେଉଁ ନା କେଉଁ ଗ୍ରହର ପ୍ରଭାବ କାରଣରୁ କାର୍ଯ୍ୟ ସଫଳ ବା ଅସଫଳ ହୋଇଥାଏ । ଆମେ ସବୁବେଳେ ପ୍ରୟାସ କରିଥାଉ ଆମ ଗ୍ରହ ଶାନ୍ତ ରହୁ ଓ କାର୍ଯ୍ୟରେ କୌଣସି ପ୍ରକାରର ବାଧା ନ ଆସୁ । ଏଥିପାଇଁ ଆମେ ବୁଧବାରରେ ବୁଧଗ୍ରହ, ଗୁରୁବାରରେ ବୃହସ୍ପତି ଗ୍ରହ, ଶୁକ୍ରବାରରେ ଶୁକ୍ର ଗ୍ରହ, ଶନିବାରରେ ଶନି ଦେବତାଙ୍କ ଉପାସନା କରିଥାଉ ।

ରବିବାରରେ ଆମେ ଛୁଟି ଭାବି ଏମିତି କାର୍ଯ୍ୟ କରିଥାଉ ଯାହା କରିବା ଅନୁଚିତ । ଆଜି ଆମେ ଆପଣଙ୍କୁ ରବିବାର ଦିନ କେଉଁ ଖାଦ୍ୟ ଖାଇବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ । ୧- ରବିବାର ଦିନ ଓସ୍ତ ଗଛରେ ଜଳ ଚଢାଇବା ଅନୁଚିତ । ଏମିତି କରିଲେ ଅନିଷ୍ଟ ହୋଇଥାଏ । ଓସ୍ତ ଗଛ ମୂଳେ ଦୀପ, ଧୂପ ଦେଇ ପାରିବେ । ଭୁଲରେ ବି ଜଳ ଅର୍ପଣ କରନ୍ତୁ ନହି ।

୨- ଆମେ ସବୁ ଜାଣିଛୁ ରବିବାର ଦିନ ଆରାମ କରିବା ଭାବି ପ୍ରତେକ ବ୍ୟକ୍ତି ଡେରି ଯାଏଁ ସୋଇଥାନ୍ତି । କିନ୍ତୁ ଯଦି ଆପଣଙ୍କୁ ସୂର୍ଯ୍ୟଙ୍କ ଶକ୍ତିଶାଳୀ ବନାଇବାର ଅଛି ତେବେ କମ ସେ କମ ରବିବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ତମ୍ବା ପାତ୍ରରେ କୁଙ୍କୁମ ଓ ଚାଉଳ ପକାଇ ଜଳ ଅର୍ଘ୍ୟ ଦିଅନ୍ତୁ ।

୩- ରବିବାର ଦିନ କେସ କାଟିବା, ମୁଣ୍ଡରେ ତେଲ ଲଗାଇବା ଅନୁଚିତ । ଏହା ସହ ସୂର୍ଯ୍ୟଦେବ ଙ୍କୁ ଆପଣଙ୍କର ରାଶିରେ ଶକ୍ତିଶାଳୀ କରିବା ପାଇଁ ସୂର୍ଯ୍ୟଦେବ ଙ୍କୁ ରାଶି ତେଲ ଅବଶ୍ୟ ଚଢାନ୍ତୁ । ଯଦି ଆପଣ ରବିବାର ଦିନ ଏହି ଉପାୟ କରୁଛନ୍ତି ତେବେ ଭବିଷ୍ୟତରେ ଆସିବାକୁ ଥିବା ଅନେକ ବିପଦରୁ ମୁକ୍ତି ପାଇବେ ।

୪- ରବିବାର ଦିନ ଭୁଲରେ ବି ମସୁର ଡାଲି ସେବନ କରିବା ଉଚିତ ନୁହେଁ । କୌଣସି ସାଧୁ ସନ୍ଥ ଙ୍କୁ ମସୁର ଡାଲିର କୌଣସି ବ୍ୟଞ୍ଜନ ଚଢାଯାଏ ନାହି । ମସୁର ଡାଲିକୁ ରବିବାର ଦିନ ଖାଇବା ଶାସ୍ତ୍ର ରେ ମନା କରା ଯାଇଛି । ରବିବାର ସୂର୍ଯ୍ୟ ଙ୍କ ଦିନ ହୋଇଥାଏ ।

୫- ରବିବାର ଦିନ ପିଆଜକୁ ଭୋଜନରେ ଉପୋଯୋଗ କରିବା ଅନୁଚିତ । ଯଦି ସୂର୍ଯ୍ୟଙ୍କ ସ୍ଥିତି ଠିକ ନାହି ତେବେ କିଛି ଦିନ ଯାଏଁ ପିଆଜ ରସୁଣ ର ସେବନ କରନ୍ତୁ ନାହି । ଏମିତି କରିଲେ ଲାଭ ପ୍ରାପ୍ତ ହେବ ।

୬- ଯଦି ଆପଣ ସନ୍ତାନ ପ୍ରାପ୍ତିର ଇଚ୍ଛା ରଖୁଛନ୍ତି ଓ ସୂର୍ଯ୍ୟଦେବା ଙ୍କ ସମାନ ତେଜସ୍ଵୀ ସନ୍ତାନର ପ୍ରାପ୍ତି କରିବାକୁ ଚାହୁଁଛନ୍ତି ତେବେ ରାଇବାର ଦିନ ବିନା ଲୁଣରେ ତିଆରି  ବ୍ୟଞ୍ଜନ ଖାଇ ବ୍ରତ କରନ୍ତୁ । ରାଶି ତେଲ ଭୋଜନରେ ବ୍ୟବହାର କରନ୍ତୁ ନାହି ।

୭- ରବିବାର ଦିନ ନାଲି ଶାଗର ଭୋଜନ କରିବା ଅନୁଚିତ । ମାନାଯାଏ ନାଲି ଶାଗ ଜଲ୍ଦି ଉଠିଥାଏ ଓ ନଷ୍ଟ ହୋଇଥାଏ । ରବିବାର ଦିନ ମାଛର ସେବନ କରିବା ଅନୁଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *