କେଉଁ ଜଳ ମୁଣ୍ଡରେ ମାରିଲେ ସବୁ କ୍ଷେତ୍ରରେ ସଫଳତା ମିଳେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଆଜି ହିଁ କରିକି ଦେଖନ୍ତୁ…. ଏହା ସହ ଆହୁରି 10+(Ajira Anuchinta)

ବନ୍ଧୁଗଣ ଜୀବନରେ ସୁଖ ଶାନ୍ତି ଓ ସୌଭାଗ୍ୟ ପ୍ରାପ୍ତ କରିବା ପାଇଁ କିଛି ମହତ୍ବପୂର୍ଣ୍ଣ ତଥ୍ୟ ବିଷୟରେ ଜଣାଇବା ନିତାନ୍ତ ଆବଶ୍ୟକ ହୋଇଥାଏ । ୧- ଶୁକ୍ଲ ପକ୍ଷ ଶୁକ୍ରବାରରେ ମହାଲକ୍ଷ୍ମୀଙ୍କୁ ସୁଗନ୍ଧିତ ଇତ୍ର ସହ ଶ୍ରୀଙ୍ଗାର ଅର୍ପଣ କରିବା ଦ୍ଵାରା ମଙ୍ଗଳକାରୀ ହେବା ସହ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ ।

୨- ମଙ୍ଗଳବାରରେ ପ୍ରଭୁ ହନୁମାନଙ୍କୁ ଚମେଲୀ ତେଲ ସହ ସୁଗନ୍ଧିତ ଦ୍ରବ୍ଯ ଓ ଗୋଲାପ ଫୁଲ ଅର୍ପଣ କରିଲେ ଅର୍ଥ ସମସ୍ଯା ଦୂର ହୁଏ । ଘରୁ କୌଣସି କାର୍ଯ୍ୟରେ ବାହାରକୁ ଯିବା ସମୟରେ ନାଭିରେ ଚନ୍ଦନ ଲଗାଇଲେ କାର୍ଯ୍ୟ ସଫଳ ହୁଏ ।

୩- ଅମାବାସ୍ୟା, ପୂର୍ଣ୍ଣିମା, ସଙ୍କ୍ରାନ୍ତି, ଚତୁର୍ଦ୍ଦଶୀ, ଅଷ୍ଟମୀ, ରବିବାର, ବ୍ରତ, ଶ୍ରାଦ୍ଧ ଦିନ ମାନଙ୍କରେ ତେଲ ଲଗାଇବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।

୪- ସ୍ତ୍ରୀ ଲୋକଙ୍କର ଗୁରୁ ହେଉଛନ୍ତି ସ୍ଵାମୀ । ତେଣୁ ତାଙ୍କୁ ଛାଡି ଅନ୍ୟ କାହାକୁ ଗୁରୁ କରିବା ଉଚିତ ନୁହେଁ । ପିଲାମାନଙ୍କୁ ଖାଦ୍ୟ ପାଦାର୍ଥ ଦେବା ସହ ଖେଳଣା ଦେଲେ ସୁଖ ସୌଭାଗ୍ୟ ପ୍ରାପ୍ତ ହୁଏ ।

୫- ଶିଶୁମାନେ ଯଦି କିଛି ମାଗନ୍ତି ତେବେ ତାଙ୍କୁ ଯତ୍ନ ସହକାରେ ଦେବା ଉଚିତ ଓ ସ୍ଵର୍ଗଲୋକ ପ୍ରାପ୍ତ ହୁଏ । ଶାସ୍ତ୍ର ଅନୁଯାୟୀ ଯିଏ ନିଜର ଦୋଷ ଶୂନ୍ୟ ଓ ସୁଶିଳା ସ୍ତ୍ରୀକୁ ଯୌବନ ଅବସ୍ଥାରେ ଛାଡି ଦିଏ ସେ ସାତ ଜନ୍ମ ଯାଏଁ ସ୍ତ୍ରୀ ଜନ୍ମ ପାଇଥାଏ ।

୬- ସ୍କନ୍ଧ ପୁରାଣ ଅନୁଯାୟୀ ଯେଉଁ ନାରୀର ଅପହରଣ ହୋଇଥାଏ ସେମାନଙ୍କୁ ତ୍ୟାଗ କରିବା ଅନୁଚିତ । କାରଣ ସେମାନେ ମାସିକ ଧର୍ମ ପରେ ସ୍ଵତଃ ଶୁଦ୍ଧ ହୋଇଥାନ୍ତି । ଯେଉଁ ଘରେ ଅତିଥି ନିରାଶ ହୋଇ ଫେରି ଯାଇଥାନ୍ତି ସେମାନେ ପୂଣ୍ୟ ନେଇ ଯାଇଥାନ୍ତି ।

୭- ଗୃହସ୍ଥ ଲୋକେ ମାତା, ପିତା, ଧନୀ, ଅତିଥିଙ୍କ ସହ ଶତ୍ରୁତା କରିବା ଉଚିତ ନୁହେଁ । ବିନା ନିମନ୍ତ୍ରଣରେ କାହା ଘରକୁ ଯିବା ଉଚିତ ନୁହେଁ ଏହା ଦ୍ଵାରା ଦୁଖ ମିଳିଥାଏ ।

୮- ଯେଉଁମାନେ ନିନ୍ଦିତ ବେସ ଧାରଣ କରନ୍ତି ସେମାନଙ୍କୁ ଘରୁ ବାହାର କରିଦେବା ଉଚିତ । ଗୋଟିଏ ଭାଇର ପୁଅ ହେଲା ଆଉ ଅନ୍ୟ ଭାଇର ପୁଅ ହେଲା ନାହି ତାଙ୍କୁ ଅପୌତ୍ରିକ କୁହାଯାଇ ପାରିବ ନାହି । କାରଣ ଭାଇର ପୁଅ ନିଜ ପୁଅ ହୋଇଥାଏ ।

୯- ଯେଉଁ ଲୋକ ପିତୃପୁରୁଷଙ୍କ ଶ୍ରାଦ୍ଧ କରନ୍ତି ନାହି ସେମାନଙ୍କର ବଂଶ ବୃଦ୍ଧି ହୁଏ ନାହି । ପୁରୁଷଙ୍କର ବାମ ପଟ ଜଙ୍ଘରେ ସ୍ତ୍ରୀର ବସିବାର ଅଧିକାର ଅଛି ଓ ଦକ୍ଷିଣ ପଟ ଜଙ୍ଘାରେ ପୁତ୍ର କନ୍ୟା ବସିପାରିବେ ।

୧୦- ପିତାଙ୍କ ମୃତ୍ୟୁ ପରେ ବଡ ଭାଇଙ୍କୁ ପିତା ସମାନ ଦେଖିବା ଉଚିତ । ଘରେ ଭାଙ୍ଗି ଯାଇଥିବା ଖଟ ରଖିଲେ ଝଗଡା ହେବା ସହ ଧନ ହାନି ହୋଇଥାଏ ।

୧୧- ଜଲ୍ଦି ବିବାହ ଓ ସୁଖଦ ବୈବାହିକ ଇବାନ ପାଇଁ ଜଳରେ ହଳଦୀ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଉଚିତ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ପରେ ମୁଣ୍ଡ, କାନ୍ଥ, ଦୁଇ ହାତରେ ଲଗାଇବା ଦ୍ଵାରା ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *