ବସିକି ଗୋଡ ହଲାଇଲେ କଣ ଖରାପ ହୋଇଥାଏ ? ଜାଣିଲେ ବିଶ୍ଵାସ ହେବନି…. ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବା ଦେଖିଥିବେ ଛୋଟ ବେଳେ କେହି ଗୋଡ ହଲାଇଲେ ଆମ ଗୁରୁଜନ ମାନେ ବାରଣ କରିଥାନ୍ତି । ଗୋଡ ହଲାଇଲେ ଖରାପ ହୋଇଥାଏ ଏମିତି କୁହାଯାଏ । ଯେଉଁ ୧୨ ଟି ଭାବ, ୯ଟି ଗ୍ରହ ରହିଲେ ଶେଷରେ ଆସୁଛି ଲଗ୍ନ । ଆଉ ଶେଷ ତିନୋଟିରେ ରହୁଛି ଦଶମ, ଏକାଦଶ, ଦ୍ଵାଦଶ । ଶରୀରର ୧୨ ସ୍ଥାନ ହେଉଛି ପାଦ । ପାଦ ଉପରକୁ ଯେଉଁ ସ୍ଥାନ ରହିଲା ସେଟା ହେଉଛି ଏକାଦଶ । ଆଁଠୁ ହେଉଛି ଦଶମ ସ୍ଥାନ । ଯେବେ ଆଁଠୁ ଆକ୍ଟିଭ ହୋଇଥାଏ ସେ ଦୁଇଟିଯାକ ଗୋଡ କୁ ହଲାଇଥାଏ ।

ଦଶମ ଭାବ ହେଉଛି ଶନିଦେବ, ଏକାଦଶ ମଧ୍ୟ ଶନିଙ୍କର । ଏକାଦଶ ହେଉଛି ଲାଭ, ଦ୍ଵାସ ହେଉଛି ବ୍ୟୟ ସ୍ଥାନ ଆମର ନିଦ୍ରା । ଯେତେବେଳେ ଆମେ ଗୋଡ ହଲାଇଥାଉ ସେତେବେଳେ ଆମେ କର୍ମ ର ଭାବକୁ ହଲାଇଥାଉ । ଜଣେ ଜଣେ ଅଛନ୍ତି ବାରମ୍ବାର ଗୋଡ ହଲାଉ ଥିଲେ ଜାଣି ଜାଣି । ଆଁଠୁ ହଲିଲେ ଗୋଡ, ପାଦ ଅଧିକ ହଲିଥାଏ ।  ପାଦ ହଲାଇଲେ ଏକାଦଶ ଭାବେ ଥିବାରୁ ଧନ ସ୍ଥିର ରୁହେ ନାହି । ଇନକମର ସୋର୍ସ ରେ ବେଳେବେଳେ ଲାଭ ଥାଏ କିନ୍ତୁ ପାଦ ହଲାଇଲେ ତାହା ସ୍ଥିର ହୋଇ ରୁହେ ନାହି ।

ଏପଟ ସେପଟ ହେବା ଦ୍ଵାରା ୧୨ ଭାବ ଆକ୍ଟିଭ ହେଲା । ପାଦ ହଲିବା ଦ୍ଵାରା ଅଯଥା ଖର୍ଚ୍ଚ ବୃଦ୍ଧି ପାଇଥାଏ । ଆପଣଙ୍କର ଚୋରୀ ହୋଇପାରେ ବା ସେଭିଙ୍ଗ କ୍ୟାସ ରଖିଥିବେ ତାହା ଖର୍ଚ୍ଚ ହେବାରେ ଲାଗିବ । ତେଣୁ ବସିବା ସମୟରେ ଗୋଡ କୁ ଗୋଡ କେବେ ଛନ୍ଦି କୁ ବସିବେ ଉଚିତ ନୁହେଁ । ଏମିତି କରିଲେ ବ୍ୟକ୍ତି ନେଗେଟିଭ ଊର୍ଜା ସହ ବନ୍ଦୀ ହୋଇଥାଏ ଓ ସାମ୍ନା ବାଲା ଆପଣଙ୍କୁ ଅଧିକ ଗୁରୁତ୍ଵ ଦେବ ନାହି । ଆପଣଙ୍କର ଗୋଡ କୁ ଗୋଡ ଛନ୍ଦିଲେ ଏମିତି ସମସ୍ଯା ହୋଇଥାଏ । ଗୋଡ ଉପରେ ଗୋଡ ପକାଇ ପାରିବେ ।

ଗୋଡ ଉପରେ ଗୋଡ ଛନ୍ଦିଲେ ଅଧିକା ଖର୍ଚ୍ଚ ହେବ । ସେଥିପାଇଁ ଛୋଟ ପିଲା ମାନେ ଗୋଡ ଛନ୍ଦିଲେ ତାକୁ ସିଧା କରାଯାଏ କାରଣ କୁହାଯାଏ ଦେହ ଖରାପ ହେବ । ତେବେ ଗୋଡ ହଲେଇଲେ କର୍ମ ସ୍ଥିର ରହିବ ନାହି ଯାହା ଦ୍ଵାରା ଆୟ ଆସିବା କମିବାରେ ଆଗିବ । ଯାହା ଫଳରେ ବ୍ୟୟ ଭାବ ଅଧିକ ବଢିବାରେ ଲାଗିବ ।

ତେଣୁ ଏହି ୩ଟି ଜିନିଷ କୁ ସର୍ବଦା ବାଲାନ୍ସ ରଖିବା ଉଚିତ । ତେଣୁ ଗୋଡ ରେ ଗୋଡ ଛନ୍ଦିବା ବା ହଲାଇବା ଉଚିତ୍ ନୁହେଁ । ନଚେତ ଧନ ବ୍ୟୟ ବହୁଳ ମାତ୍ରା ରେ ହେବାରେ ଲାଗିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *