ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ କାରଣ ଡିସେମ୍ବର 19 ରୁ 25 ଯାଏଁ ଏହି ରାଶିକୁ ମିଳିବ ବଡ ଖୁସି ଖବର 

ହିନ୍ଦୁ ଧର୍ମରେ ଅନେକ ଦେବୀ ଦେବତାଙ୍କ ମାନ୍ୟତା ରହିଛି । ସେହି ଦେବିଦେବାତାଙ୍କ ମଧ୍ୟରୁ ଶନିଦେବଙ୍କ ନାମ ଅନ୍ୟତମ ଅଟେ । ଭଗବାନ ଶନି ଅନୁଚିତ କାମ କରୁଥିବା ଜାତକଙ୍କୁ ସମୟ ଅନୁଯାୟୀ ଦଣ୍ଡ ଦେଇଥାନ୍ତି । ସେ ନ୍ୟାୟଧୀଶ ଅଟନ୍ତି । ଶନି ସୂର୍ଯ୍ୟ ପୁତ୍ର ଓ କର୍ମ ଫଳ ଦାତା ମାନା ଯାଇଥାନ୍ତି । ମୋକ୍ଷ ପ୍ରାପ୍ତ କରୁଥିବା ଏକମାତ୍ର ଶନିଦେବ ହିଁ ଅଟନ୍ତି । ଶନିଦେବଙ୍କୁ ଅନେକ ସାରା ଲୋକଙ୍କ ମନରେ ଭୟ ଥାଏ । କିନ୍ତୁ ଅସଲ କଥା ହେଉଛି ଶନିଦେବ ପ୍ରକୃତିରେ ସନ୍ତୁଳନ ବଜାୟ ରଖିଥାନ୍ତି ।

ତେବେ ଡିସେମ୍ବର ୧୯ ରୁ ୨୫ ଯାଏଁ କିଛି ରାଶିଙ୍କ ଉପରେ ଶନିଦେବ ହେବେ ମେହରବାନ ଆସନ୍ତୁ ଜାଣିବା ବିସ୍ତାର ଭାବେ । ମକର ରାଶି : ଆପଣଙ୍କୁ କହି ରଖୁଛୁ ଭଗବାନ ଶନିଙ୍କ ଅପାର କୃପା ଦ୍ରୁଷ୍ଟି ପ୍ରାପ୍ତ ହେବ । ଧନ ଲାଭରେ ବୃଦ୍ଧି ହେବ । ବ୍ୟବସାୟରେ ଉନ୍ନତି ହେବ । ବିଦେଶରେ ରହି ଚାକିରି ବା ପଢିବାକୁ ଚାହୁଁ ଥିଲେ ସମ୍ଭାବନା ଅଧିକ ରହିଛି । ଆୟରେ ବୃଦ୍ଧି ହେବ ।

ମେଷ ରାଶି : ଭଗବାନ ଶନିଙ୍କ କୃପାରୁ ଆସୁଥିବା ସମୟ ଭଲ ଆସିବାକୁ ଯାଉଛି । ମାନ, ସମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ଯାହା ଦ୍ଵାରା ସମାଜରେ ପ୍ରଶଂସା ପାଇବେ । ସଫଳତାର ଅନେକ ଅବସର ପାଇବେ । ଫଳରେ ଆପଣ ଜୀବନରେ ଆଗକୁ ବଢିବେ । ଅଟକି ରହିଥିବା କାମ ଆରମ୍ଭ ହେବ ।

ବୃଷ ରାଶି : ଭଗବାନ ଶନିଙ୍କ କୃପାରୁ ଆପଣଙ୍କୁ ବହୁତ ଜଲ୍ଦି ଶୁଭ ସମାଚାର ପ୍ରାପ୍ତ ହେବ । ଆପଣଙ୍କ ଦ୍ଵାରା କରାଯାଇଥିବା ମେହନତର ପରିଣାମ ପାଇବେ । ଆର୍ଥିକ ସ୍ଥିତି ପୂର୍ବର ଅପେକ୍ଷା ଭଲ ରହିବ । ବନ୍ଧୁ ମାନଙ୍କ ସହଯୋଗ ପାଇବେ ।

କନ୍ୟା ରାଶି : ଆପଣଙ୍କୁ କହି ରଖୁଛୁ ଭଗବାନ ଶନିଙ୍କ କୃପାରୁ ଧନ ଲାଭ ହେବ ନୁହେଁ ବରଂ ଆପଣଙ୍କ ବ୍ୟାପାରରେ ବୃଦ୍ଧି ହେବ । ଚାକିରିରେ ପଦୋନ୍ନତି ସହ ବେତନରେ ବୃଦ୍ଧି ହେବ । ଆକସ୍ମିକ ଧନ ଲାଭ ହେବ । ଯାହା ବି ଦୁଖ କଷ୍ଟ ରହିଥିଲା ତାହା ଦୂର ହେବ ।

ସିଂହ ରାଶି : ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ସମୟ ବେହତର ରହିବ । ମାନ ସମାନ ମିଳିବା ସହ ସମାଜରେ ତାରିଫ ପାଇବେ । ଜୀବନରେ ଏମିତି ଅବସର ମିଳିବ ଯାହା ଦ୍ଵାରା ଅନେକ ପରିବର୍ତ୍ତନ ହେବ । ପରିବାରରେ ଖୁସିର ମାହୋଲ ରହିବା ସହ ବ୍ୟାପାରରେ ବୃଦ୍ଧି ହେବ ।

ଧନୁ ରାଶି : ଭଗବାନ ଶନିଙ୍କ କୃପାରୁ ବହୁତ ଜଳି ଭଲ ଖବର ମିଳିବାର ଯୋଗ ରହିଛି । ମେହନତ କରିଥିଲେ ଫଳ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣଙ୍କୁ ଅନେକ ସାରା ଖୁସି ମିଳିବ । ପରିବାର ଓ ବନ୍ଧୁଙ୍କ ସହଯୋଗ ପାଇବେ ।

କୁମ୍ଭ ରାଶି : ଅନେକ ବଡ ବଡ ଅବସର ପାଇବେ । ପରିବାର ଓ ଜୀବନସାଥିଙ୍କ ସହଯୋଗ ପାଇବେ । ବ୍ୟାପାରରେ ଫାଇଦା ପାଇବେ । ସବୁ କାର୍ଯ୍ୟ ସଫଳତା ପୂର୍ବକ ପୁରା ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *