ପାଠ ମନେ ରଖିବାର କିଛି ଟ୍ରିକ୍ସ, ଯାହା ପଢିବ ମନେ ରହିବ…. 100% ଅସରଦାର Tips

ବନ୍ଧୁଗଣ ପିଲାମାନେ ପରୀକ୍ଷା ରେ ଫେଲ ହେବାରେ କାରଣ ହେଉଛି ଯାହା ପଢୁଥାନ୍ତି ତାହା ମନେ ରହୁ ନାହି ସବୁ କିଛି ଭୁଲି ଯାଉଛନ୍ତି । ବର୍ଷ ସାରା ଯେତେ ପାଠ ପଢିଥାଅ ଯେତେ ପରିଶ୍ରମ କରିଥାଅ ଯଦି ପରୀକ୍ଷା ଖାତାରେ ଲେଖିଲା ବେଳେ ମାନେ ନ ପଡିଲା ତେବେ କିଛି ଲାଭ ନାହି । ଯଦି ଆମେ ପାଠ ଭୁଲିବା କଥା ବିଚାରକୁ ଆଣିବା ତେବେ ପ୍ରଥମ କ୍ଷେତ୍ରରେ କେହି କେହି ଯାହା ପଢନ୍ତି ଭୁଲି ଯାଇଥାନ୍ତି । ଦ୍ବିତୀୟରେ ଯିଏ ଆଜି ଯାହା ପଢନ୍ତି କାଲି ଭୁଲି ଯାଇଥାନ୍ତି ।

ତୃତୀୟରେ ସବୁ ମନେ ରଖିଥାନ୍ତି କିନ୍ତୁ ପରୀକ୍ଷା ହଲରେ ଭୁଲୁ ଯାଇଥାନ୍ତି । ଆଜି ଆମେ ଆପଣଙ୍କୁ ପାଠ ନ ଭୁଲିବାର ଟ୍ରିକ୍ସ ବିଷୟରେ କହିବାକୁ ଯାଉଛୁ । ୧- ବୁଝି ବୁଝି ପଢନ୍ତୁ : କୌଣସି ବିଷୟ ପ୍ରଥମେ ବୁଝନ୍ତୁ । ବିଷୟବସ୍ତୁ କଣ ରହିଛି ତାହା ପ୍ରଥମେ ବୁଝିବାକୁ ଚେଷ୍ଟା କରନ୍ତୁ । ପାଠ ପଢିବାକୁ ବୁଝି ମାନେ ରଖିଲେ ଜୀବନ ସାରା ମନେ ରହିବ । ସବୁ ପ୍ରଶ୍ନ ଉତ୍ତର ବୁଝିବାକୁ ଚେଷ୍ଟା କରନ୍ତୁ ।

୨- ଉତ୍ତର ର ପଏଣ୍ଟ ବାହାର କରନ୍ତୁ : କୌଣସି ବି ଜଟିଳ ସରଳ ପ୍ରଶ୍ନ ର ଆଗ ଉତ୍ତର ବାହାର କରି ପଏଣ୍ଟ କରନ୍ତୁ । ସେହି ପଏଣ୍ଟ କୁ ଅଣ୍ଡର ଲାଇନ କରନ୍ତୁ । କୌଣସି ଜିନିଷ ସହ ଲିଙ୍କ କରନ୍ତୁ ଯାହା ଦ୍ଵାରା ପାଠ ସହଜରେ ମନେ ରହିଥାଏ ।

୩- ରିଭିଜନ କରି ଶୁଅନ୍ତୁ : ସାଇକୋଲୋଜିଷ୍ଟ ମାନେ କୁହନ୍ତି ପ୍ରତେକ ଦିନ ଯାହା ପଢୁଛ ରାତିରେ ସିବା ପୂର୍ବ ରୁ ରିଭିଜନ କରିବା ଉଚିତ । ଦିନ ସାରା ଯାହା ବି ପାଠ ପଢିଛନ୍ତି ରାତିରେ ତାର ରିଭିଜନ କରନ୍ତୁ । ଯାହା ଫଳରେ ସେହି ପାଠ ୩ରୁ ୪ ଦିନ ମାନେ ରହିବ । ଆଉ ତା ପରେ ଦେଖିବେ ସବୁ ପାଠ ବହୁତ ଭଲରେ ମନେ ରହିବ ।

୪- ନିଜକୁ ଟେଷ୍ଟ କର : ପାଠ ପଢିବା ସାରିବା ପରେ ତାର ଟେଷ୍ଟ ନିଶ୍ଚୟ କରନ୍ତୁ । କୌଣସି ବିଷୟ ବସ୍ତୁ ପଢିବା ପରେ ତାକୁ ଲେଖି କି ଆଉ ଠାରେ ନ ଦେଖି ଉତ୍ତର ଲେଖିବାକୁ ଚେଷ୍ଟା କରନ୍ତୁ । ନିହାତି ଭାବେ ପାଠ ମନେ ରହିବ ।

୫- ଗ୍ରୁପ ରେ ଭାଗ କରି ମାନେ ରଖନ୍ତୁ : ଭାବି ନିଅନ୍ତୁ ୮ଟି ପଏଣ୍ଟ ଅଛି । ୪ଟି ପଏଣ୍ଟ କୁ ଗୋଟେ ଗ୍ରୁପ ଓ ଆଉ ୪ଟି ପଏଣ୍ଟ କୁ ଆଉ ଗୋଟେ ଗ୍ରୁପ କରି ଦିଅନ୍ତୁ । ମିନିଙ୍ଗ ଫୁଲ ଗ୍ରୁପ କରିକି ମାନେ ଯେମିତି ଭାବ ସ୍ପଷ୍ଟ କରୁଥିବ ସେତିକି କରି ପଢିଲେ ପାଠ ନିଶୟ ମନେ ରହିବ ।

୬- ଉତ୍ତର ସହ କଥାବାର୍ତ୍ତା କରନ୍ତୁ : ଆପଣ ଯାହା ବି ବିଷୟ ବସ୍ତୁ ପଢୁଛନ୍ତି ତା ପରେ ରିଭିଜନ କରନ୍ତୁ । ସେହି ସମୟରେ ଆପଣ ଉତ୍ତର ସହ କଥା ହୁଅନ୍ତୁ ଯେମିତି ଆପଣ ନିଜ ସାଙ୍ଗ କଥା ହୋଇଥାନ୍ତି । ପାଠ ସହ କଥା ହୁଅନ୍ତୁ ଦେଖିଲେ ନିଶ୍ଚୟ ପାଠ ମନେ ରହିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *