ସତ ହେବ ମାଳିକା ବଚନ, 2023 ରେ ଘଟିବ ଏହି 23ଟି ବଡ ଘଟଣା… ଶୀଘ୍ର ଦେଖନ୍ତୁ

ଦର୍ଶକ ବନ୍ଧୁ ୨୦୨ ବର୍ଷ ସାରିବାକୁ ବସିଲାଣି । ସେହିପରି ୨୦୨୨ରେ ଅନେକ ଅଘଟଣ ଘଟିଛି ଯାହା ମାଳିକାରେ କୁହା ଯାଇଥିଲା । ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଯୋଗ ଶକ୍ତି ବଳରେ ଅନେକ ଗ୍ରନ୍ଥ ଲେଖିଛନ୍ତି ଯାହା ଆଜି ଘରେ ଘରେ ମାଳିକା ଭାବେ ପରିଚିତ । ଏହି ମାଳିକାରେ ପୁରୀରେ ଥିବା ସବୁ ମଠ ଓ ମନ୍ଦିରରେ ରହିଛି । ୨୦୨୩ରେ ଘଟିବ ୨୩ଟି ଘଟଣା ଯାହା ମହାପୁରୁଷ ଜାଣିପାରିଥିଲେ । ଯାହା ଆଜି ଆମେ ଆପଣଙ୍କୁ ଜଣାଇବୁ ।

୨୦୨୩ରେ ଚାଷୀମାନେ ଚାଷ କାର୍ଯ୍ୟ ବନ୍ଦ କରିଦେବେ । ଆଉ ଗୃହପାଳିତ ପଶୁ ଓ ଜଙ୍ଗଲି ଜନ୍ତୁ ମାନେ ଗାଁ ଓ ସହର ଭିତରେ ପଡି ଲୋକଙ୍କୁ କ୍ଷତିଗ୍ରସ୍ତ କରିବେ ବୋଲି ମାଳିକାରେ କୁହାଯାଇଛି । ପୃଥିବୀରେ ଘୂର୍ଣ୍ଣ ଗତିରେ ପରିବର୍ତ୍ତନ ହେବ । ଭୂମିକମ୍ପ ଭଳି ବିପର୍ଯ୍ୟୟ ଦେଖାଯିବ । ବିଭିନ୍ନ ଦେଶରେ ଅର୍ଥ ନୈତିକ ଖ୍ଯାତି ହେବ ସହ ମଣିଷ ଆକାଶରେ ୨ଟି ସୂର୍ଯ୍ୟ ଦେଖିବା ଭଳି ମନେ ହେବ । ତା ମଧ୍ୟରୁ ଗୋଟେ ଉଲକା ହୋଇଥିବ ଆଉ ତାହା ସମୁଦ୍ରରେ ପଡିବ । ଓଡିଶାର ୬ଟି ଜିଲ୍ଲା ଜଳମଗ୍ନ ହେବ ।

ହଠାତ ସମୁଦ୍ର ଜଳସ୍ତର ବଢିବ ଆଉ ଅନେକ ଦେଶ ଜଳମଗ୍ନ ହେବ । ୨୦୨୩ରୁ ୨୦୨୯ ଯାଏଁ ପ୍ରାକୃତିକ ବିପର୍ଯ୍ୟୟ ହେବ । ୭ ରାତି ୭ ଦିନ ଅନ୍ଧାର ହେବ । ସାରା ବିଶ୍ବରେ ଯୁଦ୍ଧ ସ୍ଥିତି ସୃଷ୍ଟି ହେବ । ୬ ବର୍ଷ ୬ ମାସ ତୃତୀୟ ବିଶ୍ବଯୁଦ୍ଧ ହେବ । ୧୩ଟି ମୁସ୍ଲିମ ଦେଶ ଭାରତ ଉପରେ ଆକ୍ରମଣ କରିବେ । ଯୁଦ୍ଧରେ ଭାରତ ବିଜୟୀ ହେବ ଓ ଈଶ୍ଵ ଗୁରୁର ଆଖ୍ୟା ମଧ୍ୟ ପାଇବ । ମଣିଷ ରୂପରେ ପ୍ରଭୁ କଳ୍କି ଅବତାର ନେବେ ଆଉ ଯୁଦ୍ଧରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ଆମେରିକାର ବଡ ସହର ଜଳମଗ୍ନ ହେବାକୁ ଯାଉଛି ।

ବହୁତ ଜଲ୍ଦି ଚୀନ ଖଣ୍ଡ ବିଖଣ୍ଡିତ ହେବ ଓ ପାକିସ୍ତାନ ଭାରତ ମାନଚିତ୍ର ରୁ ହଟିଯିବ । ବହୁତ ଦେଶ ହିନ୍ଦୁ ଧର୍ମ ଆପଣେଇବେ । ଆଗକୁ ଏପରି ସମୟ ଆସୁଛି କୀଟପତଙ୍ଗ ଲୋକଙ୍କୁ କରିବେ । ଋଷ ହିନ୍ଦୁ ରାଷ୍ଟ୍ର ଭାବେ ଗଣତି ହେବ । ଯେଉଁମାନେ ସତ ପଥରେ ଥିବେ ସେମାନେ ବଞ୍ଚିବେ ଆଉ ବାକି ମୃତ୍ୟୁବରଣ କରିବେ । ଶନି ହେବେ ମୀନ ରାଶିରେ ଗୋଚର କରିବେ ଭାରତ ଉପରେ ବଡ ବିପଦ ପଡିବ । ୨୦୨୪ରୁ ୨୦୨୫ ମଧ୍ୟରେ ଶନି ମୀନ ରାଶିରୁ କୁମ୍ଭ ରାଶିକୁ ଯିବେ ।

ଭାରତରରେ ଅନେକ ମୃତ୍ୟୁବରଣ କରିବେ । ବୟସ ବଢିଥିବ କିନ୍ତୁ ବୁଦ୍ଧି ଛୋଟ ଥିବ । ଶ୍ରୀକ୍ଷେତ୍ରରୁ ବାରମ୍ବାର ପତାକା ଖସିବା ସହ ପଥର ଖସିବ । ଆଗକୁ ଲୋକଙ୍କ ମଧ୍ୟରେ ପ୍ରେମ, ଧର୍ମ, ସଂସ୍କାର ସରିଯିବ । ଲୋକେ ବୃନ୍ଦାବତୀଙ୍କୁ ପୂଜା କରିବେ ନାହି । ଠାକୁରଙ୍କ ପୂଜା କରିବେନି, ଓଡିଶାର ହୀରାକୁଦ ବନ୍ଧ ଭାଙ୍ଗିବ । ଦେଶରେ ଖାଦ୍ଯ ସଙ୍କଟ ଦେଖାଯିବ । ଅନେକ ଦେଶରେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *