ପସନ୍ଦ କରନ୍ତୁ ଗୋଟିଏ ରଙ୍ଗ, ଜାଣନ୍ତୁ ନିଜର ଭବିଷ୍ୟତ

ଆପଣ ଜାଣି ଥିବେ କି ହୋଲି ହେଉଛି ପବିତ୍ର ପର୍ବ । ଏହି ପର୍ବ ରେ ଆମେ ଏକ କଥା ଜାଣୀ ଥାଉ କି ଆମେ କେଉଁ ଭଳି ଭାବେ ଆମ କାମ କୁ ସମାନ ଦୃଷ୍ଟିରେ ଦେଖିବା ସଭିଙ୍କୁ ସମାନ ଦୃଷ୍ଟିରେ ଦେଖିବା । ଆଜି ଆମେ କହିବା ପାଇଁ ଯାଉଥିବା କଥା ଅନୁସାରେ ଯଦି ଆମେ ଦେଖିବା ତ ହୋଲି ଭଲ ଉପରେ ଖରାପ ପ୍ରଭାବ ପକାଇ ନ ପାରିବା ଭଳି ପ୍ରତୀକ ପର୍ବ । ଏହି ପର୍ବ ରେ ଅନେକ ରଙ୍ଗ ଥାଏ ଅନେକ ପ୍ରକାର ସମ୍ମାନ ଥାଏ ମଣିଷ ଜାତି ଏକ ଏହା ଜଣାଇ ଥାଏ ହୋଲି ଜାତି ଓ ଧର୍ମ ମାତ୍ର ନାମ ମାତ୍ର ।

ମାତ୍ର ଏହା ଆମ କୁ ଏହା ମଧ୍ୟ ଶିଖାଇ ଥାଏ କି ଆମେ କେଉଁ ଭଳି ଭାବେ ଏହା ମଧ୍ୟରୁ ଏକ ରଙ୍ଗ ବାଛି କି ଏହାକୁ ଆପଣ ନିଜ ଜୀବନର ଭବିଷ୍ୟତ ପାଇଁ ଏକ ସଂକେତ ବୋଲି ଭାବି ନେଇ ଥାନ୍ତୁ । ଆପଣ ଏହା ମଧ୍ୟ ଜାଣି ଥାନ୍ତୁ କି ହୋଲି ହେଉଛି ରଙ୍ଗର ପର୍ବ ଏହା କୁ ଆପଣ ବାଛି ଜାଣନ୍ତୁ ନିଜ ଭବିଷ୍ୟତ ।

ତେବେ ଆପଣ ଯଦି ନୀଳ ରଙ୍ଗ ବାଛି ନୀଳ ରଙ୍ଗ ତେବେ ଆପଣଙ୍କ ଯିବାନରେ ବହୁତ ସମସ୍ଯା ଅଛି ଜୀବନରେ ଚାଲୁଥିବା ସମସ୍ଯା ପାଇଁ ଆପଣ ଚିନ୍ତାରେ ରହୁଛନ୍ତି ମାତ୍ର ଆପଣ ବହୁତ ଶକ୍ତିଶାଳୀ ଅଟନ୍ତି । ଆପଣ ନିଜ ଭବିଷ୍ୟତ କୁ ନେଇକି ଆଗକୁ ଯାଇ ପାରନ୍ତି ।

ଆପଣ ନିଜ ଅଭିଜ୍ଞତା ନେଇକି କମ କରିବେ । ଆପଣ ଯେଉଁ କାମକୁ କରିବେ ତାହା ଆପଣଙ୍କୁ ଉଚ୍ଚ ଶିଖର ଦେବ ଆପଣ ନିଜ କାମ ମଧ୍ୟରୁ ବିରତ ନିଅନ୍ତୁ ନି । ଆପଣ ଯଦି ବାଛି ଛନ୍ତି ହଳଦିଆ ରଙ୍ଗ ତେବେ ଆପଣ ନିଶ୍ଚିତ ଭାବେ ନିଜ କାମକୁ ନେଇକି ବହୁତ ଚିନ୍ତାରେ ଥିଲେ ମାତ୍ର ଏବେ ଆପଣଙ୍କ ପରି ସ୍ଥିତି ଖୁବ ଭଲ ଅଟେ ।

ଆପଣ ଜଗନ୍ନାଥ ଙ୍କ ପ୍ରିୟ ରଙ୍ଗ ବାଛି ଥିବାରୁ ଆପଣ ନିଶ୍ଚିତ ଭାବେ ଏକ ଭଲ ପରିଣାମ ପାଇବେ । ଆପଣ ଯଦି ବିବାହ ବ୍ରତ ଘର ଆଦିରେ ଯୋଗ ଦେଉଛନ୍ତି ସେହି ଜାଗରେ କିଛି ପୂଣ୍ୟ ଅର୍ଜନ କରିବାର ସୁଯୋଗ ମଧ୍ୟ ଆପଣ ପାଇବେ । ଆପଣ ଯଦି ବାହାରେ କାହାକୁ ସାହାଜ୍ଯ କରିଥିବେ ତାହା ଆପଣଙ୍କୁ ଚାରି ଗୁନା ହୋଇ ଫେରି ପାଇବେ ।

ଏହା ପରେ ଆସେ ନାଲି ରଙ୍ଗ । ଏହି ରଙ୍ଗ ସବୁ ଶୁଭ କାମରେ ବ୍ୟବହାର କରାଯାଏ କୁହାଯାଏ କି ଜେନ ବିବାହିତ ନାରୀ ଯଦି ମଠାରେ ସିନ୍ଦୁର ଲଗାଉନି ତେବେ ସେ ସୁଲକ୍ଷଣା ନୁହେଁ । ଆଜି ଆମେ କହିବା କି ଏହି ରଙ୍ଗ ବାଛି ଥିବା ଲୋକଙ୍କ ଭବିଷ୍ୟତ ଖୁବ ଭଲ ଅଟେ ।

ଆପଣ ଯଦି ଦେଖିଥିବେ ତ ଆପଣ ଏହା ଅମଧ୍ୟ ଜାଣି ପାରିବେ କି ଆପଣ ଯେଉଁ ଜାଗାରେ କାମ କରୁଛନ୍ତି ସେହି ଜାଗର ଉପର ଅଧିକାରୀ ଆପଣଙ୍କ ସହ ଖୁବ ଭଲ କଥା ହେବେ ଯେଉଁ ମାନେ ବେପାର କରୁଛନ୍ତି ସେମାନେ ଚାରି ଗୁନା ଫାଇଦା ପାଇବେ ଏହା ସହ ଯଦି ଆପଣ କିଛି କାମ କରିବା ଆଗରୁ ନିଜ ଇଷ୍ଟ ଦେବଙ୍କୁ ପ୍ରଣାମ କରିବେ ତେବେ ଏହା ଆପଣଙ୍କ ପାଇଁ ଆହୁରି ଭଲ ହେବ ।

Leave a Reply

Your email address will not be published. Required fields are marked *