ବନ୍ଧୁଗଣ ଯଦି ଆପଣ ନିଜ ଜୀବନରେ କିଛି ଭଲ ଶିକ୍ଷା କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ବଡ ଓ ମହତ୍ଵପୂର୍ଣ୍ଣ ଅନୁଚିନ୍ତା ନେଇ ଆସିଛୁ । ୧- ଘର ଲାଗିଥିବା ଘଣ୍ଟା ଯଦି ଲଗାତାର ଖରାପ ହେଉଥାଏ ତେବେ ଘର ଉପରେ ବିପଦ ଆସିବାର ସୂଚନା ମିଳିଥାଏ । ରୋଷେଇ ଘରେ ବାରମ୍ବାର କାଚ ଭାଙ୍ଗିବାର ଦେଖାଗଲେ ଘରେ ଆର୍ଥିକ ସଙ୍କଟ ଆସିବାର ସୂଚନା ମିଳିଥାଏ । ୨- କୌଣସି ଶୁଭ କାମରେ ବାରମ୍ବାର ସମସ୍ଯା ହେଉଥିଲେ ବିପଦ ଆସିବାର ସଙ୍କଟେ ମିଳିଥାଏ । କାଉ ବା ଚିଲ ଘରର ଛାତ ଉପରେ ହାଡ ପକାନ୍ତି ତେବେ ସଙ୍କଟ ଆସିବାର ସୂଚନା ମିଳିଥାଏ ।
୩- ଦିନ ବା ରାତିରେ କୁକୁର କାନ୍ଦିବାର ଶୁଣିଲେ ଅଶୁଭ ଘଟଣା ଘଟିପାରେ । ଘରର ଚାବି ପେନ୍ଥାରେ ବାରମ୍ବାର ଜଣକ ଲାଗୁଥାଏ ତେବେ ଆଗାମୀ ସମୟରେ ଜିନିଷ ମିଳିବାର ସଂକେତ ମିଳିଥାଏ । ପୋଷାକ ପିନ୍ଧିବା ସମୟରେ ବଟମ ଓଲଟା ଲାଗିଲେ ଅଶୁଭ ହୋଇଥାଏ ।
୪- ଆପଣ ନିଜ ନାକକୁ ଦେଖିପାରୁ ନାହାନ୍ତି ତେବେ ଶରୀର ପାଇଁ ଗମ୍ଭୀର ରୋଗରେ ପଡିବାର ସୂଚନା ଦେଇଥାଏ । ସିଧା ଠିଆ ହେବା ପରେ ଆଁଠୁ ଦେଖାଯାଏ ନାହି ତେବେ ଶରୀରର ସ୍ଥିତି ଠିକ ନ ଥିବାର ସୂଚନା ମିଳିଥାଏ ।
୫- ଘରୁ ବାହାରିବା ସମୟରେ କୁକୁର ଝାଡି ହେଉଥିବାର ଦେଖିଲେ ଅଶୁଭ ହୋଇଥାଏ । ଘର ଭିତରେ ବିଲେଇ କଳି କରିବାର ଦେଖିଲେ ଧନ ହାନି ହେବାର ସୂଚନା ମିଳିଥାଏ । ଶୋଇଥିବା ଲୋକର ମୁଣ୍ଡକୁ ବିଲେଇ ଚାଟିଦିଏ ତେବେ ସେହି ବ୍ୟକ୍ତି ସରକାରୀ ମାମଲାରେ ଫସିବାର ସୂଚନା ଦେଇଥାଏ ।
୬- ଘରେ କଳା ରଙ୍ଗର ମୂଷା ବହୁତ ଅଛନ୍ତି ତେବେ ଆଗାମୀ ଦିନରେ ରୋଗ, ଶତ୍ରୁ ଆକ୍ରମଣର ସୂଚନା ଦେଇଥାଏ । ଘରେ ନାଲି ପିମ୍ପୁଡି ବୃଦ୍ଧି ହେଲେ ଅଶୁଭ ହେବାର ସୂଚନା ଦେଇଥାଏ ।
୭- ଘରୁ ବାହାରିବା ସମୟରେ ଗାଈ, ବିବାହିତା ମହିଳାଙ୍କୁ ଦେଖିଲେ ଶୁଭ ହୋଇଥାଏ । ଘରର ଛାତ ଉପରେ ମୃତ ପକ୍ଷୀ ବା ଆଘାତ ହୋଇଥିବା ପକ୍ଷୀ ପଡିଥାଏ ତେବେ ଘୋର ବିପଦା ଆସିବାର ସୂଚନା ମିଳିଥାଏ । ଘରେ ବାରମ୍ବାର କ୍ଷୀର ଢାଳିଲେ କଳହ ହେବାର ସୂଚନା ଦେଇଥାଏ ।
୮- ଆକାଶରେ ଉଲକା ଖସୁଥିବାର ଦେଖିଲେ ସ୍ୱାସ୍ଥ୍ୟ ଖରାପ ଓ ଆର୍ଥିକ ସଙ୍କଟ ପଡିବାର ସୂଚନା ଦେଇଥାଏ । ଯେଉଁ ଘରେ ବିଛା ବାହାରକୁ ବାହାରିବାର ଦେଖାଯାଏ ଧନ ହାନି ହେବାର ସୂଚନା ଦେଇଥାଏ । ପୂଜା କରିବା ସମୟରେ ପୂଜା ଥାଳି ହାତରୁ ଖସି ପଡିଲେ ଗୃହ ଓ ନିଜ ପାଇଁ ସଙ୍କଟ ଆସିବାର ସୂଚନା ଦେଇଥାଏ ।
୯- ପୂଜା କରିବା ସମୟରେ ଦୀପ ଲିଭିଗଲେ ଅଶୁଭ ହେବାର ସମ୍ଭାବନା ରହିଛି । ପୂଜା କରିବା ସମୟରେ ଆଖିରୁ ଆପେ ଆପେ ଲୁହ ଝରିଥାଏ ତେବେ ଭଗବାନ ଆପଣଙ୍କ ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ଓ ଆପଣଙ୍କର ଇଚ୍ଛା ପୁରଣ ହେବାକୁ ଯାଉଛି ।
୧୦- ଭୋଜନ କରିବା ସମୟରେ ଝିଟିପିଟି ଶବ୍ଦ କରିବାର ଶୁଣିଲେ ଶୁଭ ସଂକେତ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।