Tricky Question- କେଉଁ ଜୀବ ତାର ଛୁଆକୁ ଦେଖିବା ଆଗରୁ ମୃତ୍ୟୁବରଣ କରିଥାଏ ?

ଅନେକ ପ୍ରଶ୍ନର ଯାହା ଆମ ପାଖରେ ନାହି । ତାହା ଆମେ କାହାକୁ ପଚାରି ଥାଉ । ମାତ୍ର ଏହା ସବୁ ବେଳେ ଠିକ ଥାଏ ତାର କିଛି ମାନେ ନାହିଁ । ଆମ ପାଖରେ ଅନେକ ପ୍ରଶ୍ନ ଅଛି ଯାହା ଆମକୁ ଆଗକୁ ଯାଇକି ଅନେକ କମ୍ପିଟେଟିଭ ପରୀକ୍ଷା ରେ ଆମେ ଏହାକୁ ଦେଖିବା ପାଇଁ ପାଇଥାଉ । ଯାହା ଆପଣଙ୍କୁ ଆଗାମୀ ଦିନରେ ସାହାଜ୍ଯ କରିଥାଏ । ଅନେକ ପିଲା ମାନେ କେବଳ ବହି କୁ ପଢିଥାନ୍ତି ସେମାନେ ବାହାର ଦୁନିଆ କୁ ଦେଖିବା ପାଇଁ ଚେଷ୍ଟା କରି ନ ଥାନ୍ତି । ଯାହା ପାଇଁ ସାଧାରଣ ଭାବେ ସେମାନେ ପରୀକ୍ଷାରେ ଖରାପ କରିଥାନ୍ତି ।

ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । କିଛି ଜଣ ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇ ଥାଏ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର ।

୧- କେଉଁ ଜୀବ ତାର ନାକ ଦ୍ଵାରା ସବୁ କାମ କରିଥାଏ ?

ଉତ୍ତର- ହାତୀ

୨- କେଉଁ ଫଳ ଉପରେ ପତ୍ର ଥାଏ ?

ଉତ୍ତର- ସପୁରି

୩- ତାହା କଣ ଯାହା ଦେଲେ ବଢିଥାଏ ?

ଉତ୍ତର- ଜ୍ଞାନ

୪- ଗୋଟିଏ ଓଡିଆ ଶବ୍ଦ କୁହନ୍ତୁ ଯେଉଁଥିରେ ସମସ୍ତ ଓଡିଆ ଅକ୍ଷର ରହିଥିବ ?

ଉତ୍ତର- ବର୍ଣ୍ଣମାଳା

୫- ସେ କିଏ ଯିଏ ମୁଣ୍ଡ ରେ ପାଣି ଧରି ଦିନ ରାତି ଛିଡା ହୋଇଥାଏ ?

ଉତ୍ତର- ନଡିଆ ଗଛ

୬- ରାତିରେ ଅଛି କିନ୍ତୁ ଦିନରେ ନାହି ତାହା କଣ ?

ଉତ୍ତର- ଅନ୍ଧାର

୭- ହାତ ନାହି, ଗୋଡ ନାହି କିନ୍ତୁ ସେ ସବୁ ଆଡେ ବୁଲିପାରେ ?

ଉତ୍ତର- ଖବର କାଗଜ

୮- ବାମ ରୁ ପଢିଲେ ଓଜିନିଆ, ଡାହାଣ ରୁ ପଢିଲେ ନାହି ତାହା କଣ ?

ଉତ୍ତର- ton/not

୯- ଗୋଟିଏ ଶବ୍ଦ କୁ ଠିକ ଉଚ୍ଚାରଣ କରିଲେ ଭୁଲ ହୁଏ ଭୁଲ ଉଚ୍ଚାରଣ କରିଲେ ଠିକ ହୁଏ । ତାହା କଣ ?

ଉତ୍ତର- ଭୁଲ

୧୦- କେଉଁ ହାଣ୍ଡି ରେ ଭାତ ହୁଏ ନାହି ?

ଉତ୍ତର- କାଲାହାଣ୍ଡି

୧୧- ଲାଞ୍ଜ ଅଛି ହେଲେ ଡେଣା ନାହି ଆକାଶରେ ଉଡେ ସାଇଁ ସାଇଁ । ତାହା କଣ ?

ଉତ୍ତର- ଗୁଡି

୧୨- କେଉଁ ଜୀବ ଦିନ ରାତି ଶୁଏ ନାହି ?

ଉତ୍ତର- ମାଛ

୧୩- କାହାର ଗୋଡ ନାହି କିନ୍ତୁ ଚାଲିଥାଏ ?

ଉତ୍ତର- ଟେଲିଭିଜନ

୧୪- କେଉଁ ଜୀବ ତାର ଛୁଆକୁ ଦେଖିବା ଆଗରୁ ମୃତ୍ୟୁବରଣ କରିଥାଏ ?

ଉତ୍ତର- ପ୍ରଜାପତି

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *