ଆମ ପାଖରେ ଅନେକ ପ୍ରଶ୍ନ ଅଛି ଯାହା ଆମକୁ ଆଗକୁ ଯାଇକି ଅନେକ କମ୍ପିଟେଟିଭ ପରୀକ୍ଷା ରେ ଆମେ ଏହାକୁ ଦେଖିବା ପାଇଁ ପାଇଥାଉ । ସାଧାରଣ ଭାବେ ଆମେ ଦେଖିବା ପାଇଁ ଯିବା ଯଦି ଆମେ ଆମ ପାଖ ଆଖରେ ହେଉଥିବା ଘଟଣା ଠାରୁ ବହୁତ ଦୂର ରେ ଥାଏ । ଯାହା ଆପଣଙ୍କୁ ଆଗାମୀ ଦିନରେ ସାହାଜ୍ଯ କରିଥାଏ । ଅନେକ ପିଲା ମାନେ କେବଳ ବହି କୁ ପଢିଥାନ୍ତି ସେମାନେ ବାହାର ଦୁନିଆ କୁ ଦେଖିବା ପାଇଁ ଚେଷ୍ଟା କରି ନଥାନ୍ତି । ଯାହା ପାଇଁ ସାଧାରଣ ଭାବେ ସେମାନେ ପରୀକ୍ଷାରେ ଖରାପ କରିଥାନ୍ତି ।
ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର । ୧- କେଉଁ ଜୀବ ତାର ନାକ ଦ୍ଵାରା ସବୁ କାମ କରିଥାଏ ?
ଉତ୍ତର- ହାତୀ
୨- କେଉଁ ଫଳ ଉପରେ ପତ୍ର ରହିଥାଏ ?
ଉତ୍ତର- ସପୁରି
୩- ତାହା କଣ ଯାହା ଦେଲେ ବଢିଥାଏ ?
ଉତ୍ତର- ଜ୍ଞାନ
୪- ଗୋଟେ ଓଡିଆ ଶବ୍ଦ କୁହନ୍ତୁ ଯେଉଁଥିରେ ସବୁ ଓଡିଆ ଅକ୍ଷର ରହିଥାଏ ?
ଉତ୍ତର- ବର୍ଣ୍ଣମାଳା
୫- ସେ କିଏ ଯିଏ ମୁଣ୍ଡରେ ପାଣି ଧରି ଦିନ ରାତି ଛିଡା ହୋଇଥାଏ ?
ଉତ୍ତର- ନଡିଆ ଗଛ
୬- ରାତିରେ ଅଛି କିନ୍ତୁ ଦିନରେ ନାହି ତାହା କଣ ?
ଉତ୍ତର- ଅନ୍ଧାର
୭- ହାତ ନାହି, ଗୋଡ ନାହି, କିନ୍ତୁ ସେ ସବୁ ଆଡେ ବୁଲିପାରେ ?
ଉତ୍ତର- ଖବରକାଗଜ
୮- ବାମରୁ ପଡିଲେ ଓଜନିଆ ଡାହାଣରୁ ପଡିଲେ ନାହି ତାହା କଣ ?
ଉତ୍ତର- ton
୯- କେଉଁ ହାଣ୍ଡି ରେ ଭାତ ହୁଏ ନାହି ?
ଉତ୍ତର- କଳା ହାଣ୍ଡି
୧୦- ଲାଞ୍ଜ ଅଛି ହେଲେ ଡେଣା ନାହି ଆକାଶରେ ଉଡେ ସାଇଁ ସାଇଁ ତାହା କଣ ?
ଉତ୍ତର- ଗୁଡି
୧୧- କେଉଁ ଜୀବ ତାର ଛୁଆକୁ ଦେଖିବା ଆଗରୁ ମୃତ୍ୟୁବରଣ କରେ ?
ଉତ୍ତର- ପ୍ରଜାପତି
୧୨- ଏମିତି କେଉଁ କାମ ଯାହାକୁ ପୁରୁଷ ମାନେ ଥରେ କରନ୍ତି ଓ ନାରୀ ମାନେ ସବୁ ଦିନ କରନ୍ତି ?
ଉତ୍ତର- ମଥାରେ ସିନ୍ଦୁର ଦେବା
୧୩- କେଉଁ ବହି ଯାହା କେବେ ଛପା ଯାଇ ନାହି ?
ଉତ୍ତର- ଫେସବୁକ
୧୪- ସେ କେଉଁ ଜିନିଷ ଯାହା ଆମେ ନ ଚାହିଁଲେ ବି ଆସିଥାଏ ?
ଉତ୍ତର- ମୃତ୍ୟୁ
୧୫- ମା ଠାରୁ ଜନ୍ମ ହୁଏ ମା କୁ ଛୁଇଁଲେ ମରିଯାଏ ତାହା କଣ ?
ଉତ୍ତର- ଲୁଣ
୧୬- ଏମିତି କେଉଁ ଫଳ ଅଛି ଯାହା ମିଠା ହେବା ସତ୍ବେ ବଜାରରେ ବିକ୍ରି ହୁଏ ନାହି ?
ଉତ୍ତର- ଧର୍ଯ୍ୟର ଫଳ
୧୭- କେଉଁ ଜୀବ ର ବେକ ନାହି ?
ଉତ୍ତର- ବେଙ୍ଗ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥିଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।