ଯେତେ ବଢି ଥାଉ କମିଯିବ, ମଧୁମେହ ରୋଗ ମୂଳରୁ ଶେଷ କରିବାର ରାମବାଣ ଘରୋଇ ଉପଚାର

ଆଜିକାଲି ଡାଇବେଟିସ ବା ମଧୁମେହୀ ରୋଗୀ ସବୁଆଡେ ଦେଖିବାକୁ ମିଳୁଛନ୍ତି । ଡାଇବେଟିସ ରୋଗୀଙ୍କୁ ନିଜର ସୁଆଗର ଲେବଲ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ ଅଟେ । ଯଦି ଆପଣଙ୍କର ଡାଇବେଟିସ ହୋଇଯାଏ ତେବେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ତେଣୁ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ପଡିଥାଏ । ଡାଇବେଟିସ ଠିକ କରିବା ପାଇଁ ଅନେକ ପ୍ରକାରା ଔଷଧ ଲୋକମାନେ ଖାଉଛନ୍ତି । ଆଜି ଆମେ ଆପଣଙ୍କ ପାଇଁ ସହଜ ଘରୋଇ ଉପାୟଟି ପ୍ରୟୋଗ କରି ଡାଇବେଟିସ ନିୟନ୍ତ୍ରଣ କରିପାରିବେ ।

ଏଥିପାଇଁ ଆବଶ୍ୟକ ରହିଛି ନିମ୍ବ ପାତ୍ର । ନିମ୍ବ ପତ୍ରର ଉପକାରିତା ବିଷୟରେ ଆପଣ ମାନେ ଜାଣିଥିବେ ଯାହା ଆପଣଙ୍କୁ ସହଜରେ ବାଡିରୁ ମିଳିଯିବ । ଆପଣ ପ୍ରଥମେ କିଛି ନିମ୍ବ ପାତ୍ର ନିଅନ୍ତୁ ଯାହା ଆୟୁର୍ବେଦିକ ଅନୁଯାୟୀ ଚମତ୍କାରୀ ଉପାୟ ଅଟେ । ଯାହା ସୁଗାର ଲେବଲ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ୩ ପ୍ରକାରର ରେମେଡି ବିଷୟରେ କହିବୁ ଯାହାର ପ୍ରୟୋଗ କରି ସିଆଗର ଲେବଲ କଣ୍ଟ୍ରୋଲ କରି ହେବ । ଏଥିପାଇଁ ପ୍ରଥମେ ୩ରୁ ୪ଟି ନିମ୍ବ ପାତ୍ର ନେଇ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ପରେ ଖାଲି ପେଟରେ ଚୋବାୟ ଚୋବାଇ ଖାଇ ପାଣି ସେବନ କରନ୍ତୁ । ଏହା ଖାଇବାକୁ ପିତା ଲାଗିଲେ ମଧ୍ୟ ସ୍ୱାସ୍ଥ୍ୟ ମଧ୍ୟ ହିତକାରକ ଅଟେ ।

ଦ୍ଵିତୀୟ ଉପଚାର ପାଇଁ ଆପଣ ଏକ ପାତ୍ର ରେ ପାଣି ନିଅନ୍ତୁ । ଏହା ପରେ ୭ରୁ ୮ଟି ନିମ୍ବ ପାତ୍ର ପାଣିରେ ପକାନ୍ତୁ । ଏହା ପରେ ଏହି ପାଣିକୁ ୧୦ ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ନିମ୍ବ ପତ୍ରର ଏହି କାଢା ସୁଗାର ଲେବଲ ପାଇଁ ବହୁତ ସହାୟକ ହୋଇଥାଏ । ୧୦ ମିନିଟ ପରେ ଏହି ନିମ୍ବ ପାତ୍ର ପାଣି ପ୍ରସ୍ତୁତ ହୋଇ ଯାଇଛି । ଏହା ପରେ ଏହକୁ ଥଣ୍ଡା କରି ଦିଅନ୍ତୁ ।

ଥଣ୍ଡା ହେବ ପରେ ଏହି ପାଣିକୁ ଦିନକୁ ଥରେ ମାତ୍ର ସେବନ କରନ୍ତୁ । ଏହାର ସେବନ କରିଲେ ସୁଗାର ଲେବଲ ସହ ବ୍ଲଡ଼ ପ୍ରେସର ମଧ୍ୟ କଣ୍ଟ୍ରୋଲ ହୋଇ ରହିବ । ସୁଗାର ଲେବଲ କଣ୍ଟ୍ରୋଲ ହୋଇଗଲେ ଆପଣ ଏହାର ସେବନ ବନ୍ଦ କରି ଦେବେ ।

ତୃତୀୟ ରେମେଡି ପାଇଁ କିଛି ନିମ୍ବ ପତ୍ର ନେଇ ଏହାର ପେସ୍ତା ରସ୍ତୁତ କରନ୍ତୁ । ନିମ୍ବ ପତ୍ରକୁ ବାଟି ଏହାର ସବୁ ରସ ବାହାର କରନ୍ତୁ । ଏହାକୁ ଆପଣ ସଂପୂର୍ଣ୍ଣ ଭାବେ ସେବନ କରିବାକୁ ହେବ । ସକାଳୁ ଖାଲି ପେଟରେ ନିମ୍ବ ପତ୍ରର ରସ ଏକ ଚାମଚ ସେବନ କରନ୍ତୁ । ଯଦି ଆପଣଙ୍କର ସୁଗାର ଲେବଲ ବହୁତ ବଢି ଯାଇଛି ତେବେ ଏହି ୩ଟି ରେମେଡି ର ପ୍ରୟୋଗ କରିବା ଦ୍ଵାରା ନିହାତି କଣ୍ଟ୍ରୋଲ ହୋଇଯିବ ।

ଆପଣ ଯେ କୌଣସି ଗୋଟିଏ ଉପାୟ କୁ ଆପଣେଇ ପାରିବେ । ମେଦିନ ଖାଇବା ସହ ଆପଣ ଏହି ପ୍ରାକୃତିକ ଉପାୟର ସେବନ କରିପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *