ନମସ୍କାର ବନ୍ଧୁଗଣ, ସବୁ ଝିଅଙ୍କର ଇଚ୍ଛା ଥାଏ ତାଙ୍କ ସ୍ଵାମୀର ସବୁଠାରୁ ପ୍ରିୟ ହେବା ପାଇଁ । ଏବଂ ନିଜ ସ୍ଵାମୀଙ୍କ ହୃଦୟରେ ଗୋଟିଏ ସୁନ୍ଦର ଜାଗାଟିଏ ପାଇବା ପାଇଁ । ଆପଣଙ୍କର ସେହି ଇଛା ପୂରଣ ହେବ କି ନାହିଁ ଆଜି ଆସନ୍ତୁ ଜାଣିବା । ଆଜି ଆମେ ୬ଟି ଝିଅଙ୍କ ନାମ କହିବୁ ଯେଉଁମାନେ ବିବାହ ପରେ ନିଜ ସ୍ଵାମୀଙ୍କ ମନ ମୋହିନେବେ ଏବଂ ତାଙ୍କ ହୃଦୟରେ ସବୁଠାରୁ ଖାସ ମଣିଷ ହୋଇ ରହିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।
ପ୍ରଥମ: ବ ଅକ୍ଷର ନାମର ଝିଅ ପାଠ ପଢାରେ ଟିକେ କମ ଥାନ୍ତି କିନ୍ତୁ ଘର ଓ ଅଫିସ ସମ୍ଭାଳିବାରେ ଧୃତ ହୋଇଥାନ୍ତି । ଏମାନେ ସ୍ଵାମିଙ୍କୁ ବହୁତ ଭଲ ପାନ୍ତି ଏବଂ ସ୍ଵାମୀ ମଧ୍ୟ ବହୁତ ଭଲ ପାଇଥାନ୍ତି । ଦିତୀୟ: ଦ ଅକ୍ଷର ନାମର ଝିଅ ପରିବାର ଓ ନିଜ ସ୍ଵାମୀର ଭଲ ପାଇବା ପାନ୍ତି । ବହୁତ ଖୋଲା ଭାବନାର ଝିଅ ହୋଇଥାନ୍ତି ତଥାପି ଏମାନଙ୍କୁ ସମସ୍ତଙ୍କ ଭଲ ପାଇବା ମିଳିଥାଏ ।
କାରଣ ଏମାନେ କେବେ ସ୍ଵାମୀଙ୍କ ଭରସା ଭାଙ୍ଗିବା ପାଇଁ ଦିଅନ୍ତି ନାହିଁ । ତୃତୀୟ: ଲ ଅକ୍ଷର ନାମର ଝିଅ ବହୁତ ଖୁସି ମିଞ୍ଜାସ ଏବଂ ଦୟାଳୁ ହୃଦୟର ହୋଇଥାନ୍ତି । ଏମାନେ ନିଜ ସାଥିର ଭରସା ବିଶ୍ଵାସ କେବେ ବି ଭାଙ୍ଗନ୍ତି ନାହିଁ । ଏବଂ ଅଧିକରୁ ଅଧିକ ଭଲ ପାଇବା ଦିଅନ୍ତି ନିଜ ସାଥୀଙ୍କୁ ଏହି କାରଣ ପାଇଁ ଏମାନେ ନିଜ ସ୍ଵାମୀଙ୍କ ହୃଦୟର ରାଣୀ ହୋଇ ରୁହନ୍ତି ।
ଚତୁର୍ଥ: ନ ଅକ୍ଷର ଝିଅ ମାନେ ସବୁବେଳେ ବହୁତ ଖୁସି ରଖନ୍ତି ନିଜକୁ । ନିଜର କୌଣସି ଜିନିଷ ପାଇଁ ଗର୍ବ କରନ୍ତି ନାହିଁ । ଏମାନେ ଚାଲାକି ବିଲକୁଲ ହୋଇନଥାନ୍ତି । କେବଳ ନିଜ ସ୍ଵାମିଙ୍କୁ ସବୁବେଳେ ଖୁସି ଦବା ପାଇଁ ଚାହିଁଥାନ୍ତି । ଏଥିପାଇଁ ଏମାନେ ନିଜ ସ୍ଵାମୀଙ୍କ ଭଲ ପାଇବା ପାଇବାରେ ସକ୍ଷମ ହୋଇଥାନ୍ତି ।
ପଞ୍ଚମ: ର ଅକ୍ଷର ନାମର ଝିଅ ନିଜ ଜୀବନରେ ବହୁତ କିଛି ହାସଲ କରିବାର ଆଶା ରଖିଥାନ୍ତି । କିନ୍ତୁ ପରିସ୍ଥିତି ପାଇଁ ତାଙ୍କର କେବଳ କିଛି ଇଚ୍ଛା ହିଁ ପୁରୁଣ ହୋଇପାରେ । କିନ୍ତୁ ସବୁବେଳେ ନିଜ ସ୍ଵାମୀର ହୃଦୟରେ ରାଜ କରନ୍ତି । ନିଜ ସ୍ଵାମୀର ବହୁତ ଭଲ ପାଇବା ପାଇଥାନ୍ତି ।
ଷଷ୍ଠ: ସ ଅକ୍ଷର ନାମର ଝିଅଙ୍କ ସ୍ଵାଭାବ ବହୁତ ରୋମାଣ୍ଟିକ ହୋଇଥାନ୍ତି । ନିଜ ସ୍ଵାମିଙ୍କୁ ଖୁସି କରିବା ବେସ ଭଲରେ ଏମାନଙ୍କୁ ଜଣାଥାଏ । ନିଜ ଭଲ ଗୁଣ ପାଇଁ ସ୍ଵାମୀ ସହ ନିଜ ଶାଶୁଘରଲୋକଙ୍କ ହୃଦୟ ମଧ୍ୟ ଜିତି ନିଅନ୍ତି । ଏବଂ ବହୁତ ଜଲ୍ଦି ଅନ୍ୟ ଜଣଙ୍କୁ ଆକର୍ଷିତ କରିଦିଅନ୍ତି । ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।