ଏହି 4ଟି ସ୍ଵପ୍ନ ଦେଖୁଛନ୍ତି କି ! ଜାଣନ୍ତୁ ଏହା ପଚାର ଭୟଙ୍କର କଥା… ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆମେ ସମସ୍ତେ ଭାବିଥାଉ ଶୋଇଲା ପରେ ବା ନିଦ ହୋଇଗଲା ପରେ ମଣିଷ ଜୀବନରେ ଶାନ୍ତି ଆସେ । କିନ୍ତୁ କଣ ଆପଣ ମାନେ ଜାଣନ୍ତି କି ସେହି ଶାନ୍ତିପୂର୍ଣ ନିଦ୍ରା ହିଁ ଆମକୁ ଆମ ଖରାପ ଭଲ ସମୟର ସଙ୍କେତ ଦେଇଥାଏ । ଆଜ୍ଞା ହଁ ସାଙ୍ଗମାନେ ଶୋଇଥିବା ସମୟରେ ଆମେ ମାନେ ଯେଉଁ ସ୍ଵପ୍ନ ଦେଖିଥାଉ ତାହା ଆମକୁ ଆଗାମୀ ସମୟର ସଙ୍କେତ ଦେଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସ୍ଵପ୍ନ ଖରାପ ସମୟର ସୂଚକ ଏବଂ କେଉଁ ସ୍ଵପ୍ନ ଭଲ ସମୟର ସୂଚକ ।

ପ୍ରଥମ:ଯଦି ଆପଣ ଶୋଇବା ସମୟରେ ନିଜ ମୃତ୍ୟୁ ବିଷୟରେ ସ୍ଵପ୍ନ ଦେଖନ୍ତି ତେବେ ଏହାକୁ ଅନ୍ୟ ଆଗରେ କୁହନ୍ତୁ ନାହିଁ । କାରଣ ଏହି ସ୍ଵପ୍ନ ବହୁତ ଶୁଭ ହୋଇଥାଏ ଆପଣଙ୍କ ପାଇଁ । ଏହି ସ୍ଵପ୍ନ ଦେଖି ଆପଣ ବୁଝିଯିବେ କି ଆପଣଙ୍କର ବହୁତ ବଡ ଅସୁବିଧା ଏବେ ଦୂର ହେବାକୁ ଯାଉଛି । ଦୁଃଖର ଦିନ ଏବେ ସୁଖର ଦିନ ହେବାକୁ ଯାଉଛି ବୋଲି ଜାଣିଯିବେ ।

ତେଣୁ ଆପଣ ଯଦି ଏହାକୁ ଅନ୍ୟ କାହାକୁ କହିଦିଅନ୍ତି ତେବେ ଏହା କାର୍ଯ୍ୟକାରୀ ହୁଏ ନାହି । ଦିତୀୟ: ସ୍ଵପ୍ନରେ ଯଦି ଆପଣ ନିଜକୁ ନଦୀ ପାଖରେ ବସିଥିବ କିମ୍ବା ଜଙ୍ଗଲରେ ବୁଲୁଥିବା ଦେଖନ୍ତି ତେବେ ଏହାକୁ କାହାକୁ ମଧ୍ୟ କୁହନ୍ତୁ ନାହିଁ । ଆପଣଙ୍କ ଜୀବନରେ ଖୁସି ଆସିବାର ଏହା ସଙ୍କେତ ଦେଇଥାଏ । ଆପଣ ନିଜ ଜୀବନରେ ବହୁତ ବଡ ସଫଳତା ହାସଲ କରିବାକୁ ଯାଉଛନ୍ତି ବୋଲି ଜାଣିଯିବେ ।

ତୃତୀୟ: ସମସ୍ତେ ତ ଜାଣନ୍ତି ଗାଈ ବାଛୁରି ଅତ୍ୟନ୍ତ ଶୁଭ ହୋଇଥାନ୍ତି ଆମ ପାଇଁ । କଣ ଆପଣ ଏହା ଜାଣନ୍ତି ଯଦି ଆପଣ ସ୍ଵପ୍ନରେ ଏକା ସହ ଗାଈ ବାଛୁରି ଦେଖନ୍ତି ତେବେ ଏହା ଭବିଷ୍ୟତରେ ଆପଣ କୋଟିପତି ହେବାର ସଙ୍କେତ ଦେଇଥାଏ ବୋଲି । ଆଜ୍ଞା ହଁ ଏହା ଆପଣଙ୍କ ରାଜା ବନିବାର ଯୋଗକୁ ସୁଚାଇଥାଏ । ତେଣୁ ଏହାକୁ ଭୁଲରେ ଅନ୍ୟ ମାନଙ୍କ ଆଗରେ ବିଲକୁଲ କୁହନ୍ତୁ ନାହି ।

କାରଣ ସେମାନଙ୍କ ନଜର ଲାଗିବା ଦ୍ଵାରା ଆପଣଙ୍କ ସେହି ରାଜା ହେବାର ପ୍ରଭାବ କମିଯାଇଥାଏ । ଏବଂ ଏହା ଆଉ କେବେ ପୁରା ହୁଏ ନାହିଁ । ଚତୁର୍ଥ: ସାପକୁ ଦେଖି ସମସ୍ତେ ଭୟଭୀତ ହୋଇଯାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ସାପ ସ୍ଵପ୍ନରେ ଆସିବାର ସଙ୍କେତ ହେଉଛି ଆପଣ ଆପଣଙ୍କ ଜୀବନରେ ଅନେକ ମାନ ସମ୍ମାନ ପାଇବାକୁ ଯାଉଛନ୍ତି ।

ଆପଣ ଆଗାମୀ ସମୟରେ ସମାଜରେ ନିଜକୁ ଏକ ପ୍ରତିଷ୍ଟିତ ବ୍ୟକ୍ତି ଭାବରେ ବିବେଚିତ କରିବା ପାଇଁ ସକ୍ଷମ ହେବେ । ଯଦି ଆପଣ ଏହାକୁ ଅନ୍ୟ କାହା ସହ ଆଲୋଚନା କରନ୍ତି ତେବେ ଏହି ସ୍ଵପ୍ନର ପ୍ରଭାବ କମିଯାଇଥାଏ ।  ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *