ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କରନ୍ତୁ ଏହି 5ଟି କାମ, ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ନିଜ ଜୀବନର କିଛି ସୁଖ ଶାନ୍ତିକୁ ପାଇବା ପାଇଁ ସମସ୍ତେ ଭଗବାନଙ୍କୁ ପ୍ରାଥନା କରିଥାନ୍ତି । ଜୀବନରେ ଖୁସିରେ ରହିବାର ମୂଳ ମନ୍ତ୍ର ହେଉଛି ଧନ । ଆଉ ଧନର ଦେବୀ ହେଉଛନ୍ତି ମାତା ଲକ୍ଷ୍ମୀ । ତେଣୁ ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କରନ୍ତୁ ଏହି 5ଟି କାମ । ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସବୁ କାମ ବିଷୟରେ ଯାହାକୁ କରିବାଦ୍ଵାରା ମା ଲକ୍ଷ୍ମୀଙ୍କ ଅପାର କୃପା ମିଳିଥାଏ ।

ପ୍ରଥମ: ଗୋଟିଏ ହାତରେ ନମସ୍କାର କରିବା ଉଚିତ ନୁହେଁ । ତେଣୁ ଦୁଇ ହାତରେ ନମସ୍କାର କରନ୍ତୁ । ଯଦି ଆପଣ ଦୁଇ ହାତରେ ନମସ୍କାର କରିବା ପରିସ୍ଥିତିରେ ନଥିବେ ତେବେ କେବଳ ନିଜ ମଥାକୁ ତଳକୁ ନୂଆଇ ନମସ୍କାର କରିଦିଅନ୍ତୁ । ଦିତୀୟ: ବିବାହିତା ମହିଳା ମାନେ ଗାଧୋଇସାରିବା ପରେ ନିଜ ଆଙ୍ଗୁଠିରେ ସିନ୍ଦୁର ପିନ୍ଧନ୍ତୁ ନାହିଁ । ରୂପା କଣ୍ଟା କିମ୍ବା ଝିଙ୍କ କାଠିରେ ସିନ୍ଦୁର ପିନ୍ଧିବା ଉଚିତ ।

ସ୍ଵାମୀ ସ୍ତ୍ରୀଙ୍କ ପାଇଁ ଏହା ଅନ୍ତ୍ୟନ୍ତ ଶୁଭ ହୋଇଥାଏ । ତୃତୀୟ: ପିତୃ ପୁରୁଷଙ୍କ ଫଟୋକୁ ଦକ୍ଷିଣ କିମ୍ବା ପଶ୍ଚିମ କାନ୍ଥରେ ଲଗାଇବା ଅନୁଚିତ । ଉତ୍ତର ଦିଗ କାନ୍ଥରେ ତାଙ୍କ ଫଟୋ ଲଗାଇବା ଉଚିତ । କାରଣ ଉତ୍ତର ଦିଗ କାନ୍ଥରେ ଫଟୋ ଲାଗିଲେ ତାଙ୍କ ମୁହଁ ଦକ୍ଷିଣ ଦିଗକୁ ହୋଇଥାଏ । ଏହାଫଳରେ ସର୍ବଦା ଘରର ମଙ୍ଗଳ ହୋଇଥାଏ ।

ଚତୁର୍ଥ: ଘରର ଦକ୍ଷିଣ କାନ୍ଥରେ କେବେ ମଧ୍ୟ ଘଣ୍ଟା ରଖନ୍ତୁ ନାହିଁ । ଅଚଳ ଘଣ୍ଟା ମଧ୍ୟ ଘରେ ରଖିବା ଅନୁଚିତ । ଘଣ୍ଟାର ସମୟ କିଛି ସମୟ ଆଗୁଆ ରଖନ୍ତୁ । ଏହା ଆପଣଙ୍କୁ ଚଞ୍ଚଳ କରିଦେଇଥାଏ । ପଞ୍ଚମ: ଘର ଆଲମାରୀର ମୁହଁ ଦକ୍ଷିଣ ଦିଗକୁ କରି ରଖନ୍ତୁ ନାହିଁ । ଯଦି ଆପଣ ଏପରି କରନ୍ତି ତେବେ ଆପଣଙ୍କ ଘରର ସଦସ୍ୟ ମାନଙ୍କ ଦେହ ଖରାପ ହୋଇଥାଏ । ସ୍ୱାସ୍ଥ୍ୟ ପାଇଁ ସବୁବେଳେ ଆପଣଙ୍କ ଘରୁ ଧନ ବୋହିବାକୁ ଲାଗିଥାଏ ।

ଷଷ୍ଠ: ମନେ ରଖିବେ ସର୍ବଦା ଘରେ ଥିବା ଝାଡୁରେ କେବେ ନିଜ ଗୋଡ ଲଗାଇବେ ନାହିଁ । ଘରକୁ ନୂଆ ଝାଡୁ କେବେ ମଧ୍ୟ ଶନିବାର ଦିନ କିଣି ଆଣନ୍ତୁ ନାହିଁ । ଘରର ପଶ୍ଚିମ ଦିଗରେ ଝାଡୁ ରଖନ୍ତୁ । ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ । ସପ୍ତମ: ଧ୍ୟାନରେ ରଖିବେ ସୁନା ମୁଦିକୁ କେବେ ମଧ୍ୟ ବାମ ହାତରେ ପିନ୍ଧିବେ ନାହିଁ । ସୁନାକୁ ସର୍ବଦା ଲାଲ କିମ୍ବା ହଳଦିଆ କପଡାରେ ଗୁଡାଇ ରଖନ୍ତୁ । ଏହା ଆପଣଙ୍କୁ ଶୁଭ ଫଳ ଦେଇଥାଏ ।

ଅଷ୍ଟମ: ଓସ୍ତ ଗଛା ମୂଳରେ ପ୍ରତ୍ୟକ ଗୁରୁବାର ଦିନ ଜଳ ଅର୍ପଣ କରିବା ପାଇଁ ଭୁଲନ୍ତୁ ନାହିଁ । କଞ୍ଚା କ୍ଷୀରରେ ହଳଦୀ ମିଶାଇ ଆପଣ ଓସ୍ତ ଗଛ ମୂଳରେ ଅର୍ପଣ କରନ୍ତୁ । ଏହା ଆପଣଙ୍କ ଜୀବନରେ ଶାନ୍ତିର ଆଗମନ କରାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *