ପିମ୍ପୁଡି କରିବ ଆପଣଙ୍କୁ କୋଟିପତି ! ଜାଣନ୍ତୁ କେମିତି ?

ନମସ୍କାର ବନ୍ଧୁଗଣ, ଭଗବାନଙ୍କ ସଂସାରରେ ଛୋଟ ରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କର ମୂଲ୍ୟ ରହିଥାଏ । ସେହିଭଳି ଏକ କ୍ଷୁଦ୍ର ଜୀବ ପିମ୍ପୁଡିର ମଧ୍ୟ ଅନେକ ମହତ୍ଵ ରହିଛି ଆମ ଜୀବନରେ । ଯାହାକୁ ଆମେ ଛୋଟିଆ ଜୀବ ଭାବି ପାଦରେ ଏଡାଇ ଦେଇଥାଉ ତାହା ଆମକୁ ଜୀବନରେ ଅଜସ୍ର ଧନ କମେଇବାର ବାଟ ଦେଖାଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଗୋଟିଏ କ୍ଷୁଦ୍ର ଜୀବ ପିମ୍ପୁଡି କିଭଳି ଏକ ଭିକାରିକୁ ମଧ୍ୟ କୋଟିପତି କରିବାର ସାମର୍ଥ୍ୟ ରଖିଥାଏ । ଏବଂ କୋଟିପତିକୁ ଭିକାରି ସଜେବାରେ ମଧ୍ୟ ସମୟ ନେଇନଥାଏ ।

ପ୍ରଥମ: ଯଦି ଆପଣଙ୍କ ଘରର କୌଣସି ଜାଗାରୁ ନାଲି ପିମ୍ପୁଡି ବାହାରିବାର ଦେଖନ୍ତି ତେବେ ବୁଝିଯିବେ ତାହା ଘରେ କରଜ ବଢିବାର ସଙ୍କେତ । ଏହାର ଅର୍ଥ ଆପଣ ଆସୁଥିବା ସମୟରେ ଧାର କରଜ କରିବାକୁ ଯାଉଛନ୍ତି । ଦିତୀୟ: କିଛି ଲୋକ ଘରକୁ ନାଲି ପିମ୍ପୁଡି ଆସିବାର ଦେଖି ତାଙ୍କୁ ଔଷଧ ପକାଇ ମାରିଦେଇଥାନ୍ତି ।

କିନ୍ତୁ ଏହା ଆପଣଙ୍କ ଜୀବନରେ ଅନେକ କ୍ଷତି ନେଇ ଆସିଥାଏ ।ତେଣୁ ଏହିଭୁଲ ଆପଣ କେବେ ମଧ୍ୟ କରନ୍ତୁ ନାହିଁ । ତୃତୀୟ: ନାଲି ରଙ୍ଗର ପିମ୍ପୁଡି ଘରୁ ବାହାରିବା ଅଶୁଭ ବୋଲି କୁହାଯାଏ । ଏହା ଘରେ ଧନ ଜନିତ ସମସ୍ୟା ଆସିବାର ସଙ୍କେତ ଦେଇଥାଏ । ଏହାସହ ଘରେ କଳି ଝଗଡା ବଢିବାର ମଧ୍ୟ ସଙ୍କେତ ଦେଇଥାଏ । 

ଚତୁର୍ଥ: ଆପଣ ଏକ ଲେମ୍ବୁକୁ ଦୁଇଫାଳ କରି ପିମ୍ପୁଡି ବାହାରୁଥିବା ଜାଗାରେ ରଖିଦିଅନ୍ତୁ । ଏହା ଫଳରେ ପିମ୍ପୁଡି ଆପେ ଆପେ ଆପଣଙ୍କ ଘରୁ ବାହାରି ଚାଲିଯାଇଥାନ୍ତି । ଏହା କରିବା ଦ୍ଵାରା ପିମ୍ପୁଡି ମାନଙ୍କ ଉପରେ କୌଣସି ହାନି ପହଞ୍ଚି ନଥାଏ । ଏବଂ ଆପଣଙ୍କ ଘରେ ରହିଥିବା ନକରାତ୍ମକ ଊର୍ଜା ମଧ୍ୟ ଶେଷ ହୋଇଯାଇଥାଏ । ପଞ୍ଚମ: ଆପଣ କିଛି ଚିନି ଘର ବାହାରେ କୌଣସି ଏକ ସ୍ଥାନରେ ରଖିଦିଅନ୍ତୁ ।

ଏହାଦ୍ୱାରା ଆପଣଙ୍କ ଜୀବନରେ ଚାଲିଥିବା ଅଶୁଭ ସମୟ ଅନ୍ତ ଘଟିବ ।ଘରକୁ ପିମ୍ପୁଡି ଆସିବାର ମଧ୍ୟ ବାଟ ବନ୍ଦ ହୋଇଯିବ । ଷଷ୍ଠ:  ଯଦି ଆପଣ ଘରେ କଳା ପିମ୍ପୁଡି ଦେଖନ୍ତି ତେବେ ଏହାକୁ ବହୁତ ହିଁ ଶୁଭ ମନାଯାଏ । ଏହି ପିମ୍ପୁଡିର ଆଗମନ ଆପଣଙ୍କ ଘରେ ସୁଖ ସମୃଦ୍ଧିର ବୃଦ୍ଧି କରାଇଥାଏ ।ସପ୍ତମ: ଯଦି ଆପଣ କଳା ପିମ୍ପୁଡି ମାନଙ୍କୁ ଧାଡି ବାନ୍ଧି ମୁହଁରେ କିଛି ଖାଦ୍ୟ ବା ଅଣ୍ଡା ନେଇ ଯାଉଥିବାର ଦେଖନ୍ତି ତେବେ ଏହା ଆପଣଙ୍କ ଧନ ବୃଦ୍ଧିର ସଙ୍କେତ ହୋଇଥାଏ ।

ଏହାର ଅର୍ଥ ଆପଣଙ୍କ ମନରେ ରହିଥିବା ସମସ୍ତ ମନସ୍କାମନା ବହୁତ ଶୀଘ୍ର ହିଁ ପୁରା ହେବାକୁ ଯାଉଛି । ତେଣୁ ଯଦି ଆପଣ ଏଭଳି କଳା ପିମ୍ପୁଡି ଦେଖନ୍ତି ତେବେ ଆପଣ ଧନବାନ ହେବାକୁ ଯାଉଛନ୍ତି ବୋଲି ଜାଣିଯିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *