ନମସ୍କାର ବନ୍ଧୁଗଣ, ଧନ ବିନା ଜୀବନ ଅସମ୍ଭବ ହୋଇଯାଇଛି ଆଜିର ଦୁନିଆରେ । ତେଣୁ ସବୁ ଲୋକ ଧନ ରୋଜଗାର ପାଇଁ ପାଗଳ । ଭଗବାନ ଧନ ତାକୁ ଦେଇଥାନ୍ତି ଯାହାର କଷ୍ଟ ପରିଶ୍ରମ ତାଙ୍କ ନଜରକୁ ଆସିଥାଏ କାରଣ ଶୋଇ ରହିବା ମଣିଷର ଭଗବାନଙ୍କ ଦ୍ଵାରରେ କେବେ କେଉଁଥିରେ ଭାଗ ନଥାଏ ଏହା ସତ । ତେଣୁ ଭଗବାନ ମଣିଷର କଷ୍ଟ ଦେଖି ଭାଗ୍ୟରେ ଧନ ଲେଖିଥାନ୍ତି । ତେବେ ଆଜି ଆପଣ ନିଜ ଜୀବନରେ ଧନର ଆକଳନ ଗୋଟିଏ ଚିଠି ବାଛି କରିପାରିବେ । ଆଉ ଡେରି ନକରି ଆସନ୍ତୁ ଜାଣିବା ।
ପ୍ରଥମ ଚିଠି: ଆପଣ ବିଲକୁଲ ମଧ୍ୟ ଚିନ୍ତା କରନ୍ତୁ ନାହିଁ କାରଣ କାର୍ଡରୁ ଜଣାଯାଉଛି କି ଆପଣଙ୍କ ଭବିଷ୍ୟତ ଉଜ୍ଵଳ । କିନ୍ତୁ ସବୁବେଳେ ଧ୍ୟାନ ରଖିବେ ନିଜ କଥା ଆଚାର ବ୍ୟବହାର ଉପରେ । ଏହା ଯଦି ଖରାପ ହୁଏ କୌଣସି ଲୋକର ହୃଦୟକୁ କଷ୍ଟ ଦିଏ ତେବେ ଆପଣଙ୍କ ଭାଗ୍ୟରେ ଥିବା ଖୁସି ବି ରାସ୍ତା କାଟି ଚାଲିଯାଇଥାଏ । ସବୁବେଳେ ମନେ ରଖିବେ ନିଜ କର୍ମ ହିଁ ଭାଗ୍ୟ ।
ନିଜ କର୍ମ ଉପରେ ଆପଣ ସବୁବେଳେ ମୁଖ୍ୟ ଧ୍ୟାନ ଦିଅନ୍ତୁ । ଆପଣଙ୍କୁ ମିଳୁଥିବା ଲାଭ ଓ ଅବସରକୁ ବ୍ୟବହାର କରି ଉନ୍ନତିର ଗୋଟେ ପରେ ଗୋଟେ ସିଢି ଚଢିବା ଉଚିତ । ସେହି ଲାଭ ଓ ଅବସରକୁ ହାତରେ ଧରି ବସିଯିବା ମୁର୍ଖାମି ହୋଇଥାଏ । ନିଜ ଜୀବନର କାର୍ଯ୍ୟ କରିବା ସମୟରେ ଆପଣଙ୍କ ସଂସ୍ପର୍ଶରେ ଅନେକ ଲୋକ ଆସିଥାନ୍ତି । ତେଣୁ ସବୁବେଳେ ଧ୍ୟାନରେ ରଖିବେ ତାଙ୍କ ସମ୍ମାନରେ ଆପଣଙ୍କ ପାଇଁ ଜେଭଳି ହାନି ନ ପହଞ୍ଚେ ।
ଦିତୀୟ ଚିଠି: ଆପଣଙ୍କ ଜୀବନରେ ଧନ ସମ୍ପତ୍ତିରେ କୌଣସି ଆଭାବ ନାହି । କିନ୍ତୁ କିଛି ଜିନିଷର ଅଭାବ ରହିଛି ଆପଣଙ୍କ ଜୀବନରେ । ସଫଳତା ସେହି ମଣିଷକୁ ମିଳିଥାଏ ଯାହା ମନ ଶାନ୍ତ ଥାଏ । ଏବଂ ଧର୍ଯ୍ୟର ସହ ସମସ୍ତ କାର୍ଯ୍ୟକୁ ପୁରା କରୁଥିବା ବ୍ୟକ୍ତି ହିଁ ସଫଳତାକୁ ସ୍ପର୍ଶ କରିଥାନ୍ତି । ନିଜ ଚିନ୍ତାଧାରାକୁ ସବୁବେଳେ ଶୁଦ୍ଧ ରଖନ୍ତୁ ।
କରୁଥିବା ଯୋଜନାକୁ ଧାର୍ଯ୍ୟର ସହ ଭଲ ଭାବରେ ବିଚାର କରି ନିଷ୍ପତି ନେବା ଉଚିତ । କାରଣ ତରବର ହୋଇ ନିଆ ଯାଇଥିବା ନିଷ୍ପତ୍ତି ସବୁବେଳେ ମଣିଷକୁ ଖାଲରେ ପକାଇଥାଏ । ତେଣୁ ଏଥିପ୍ରତି ଧ୍ୟାନ ଦେବା ଉଚିତ । ଆପଣ ଚେଷ୍ଟାରେ ସଫଳତା ନପାଇ କେବେ ମଧ୍ୟ ହାର ମାନନ୍ତୁ ନାହି । ଏବଂ ଦିତୀୟ ଚେଷ୍ଟାରେ ନିଜର ଅନୁଭବ ସହାୟରେ ଅଧିକ ଉନ୍ନତ ଧରଣର କିଛି କରିବାର ପ୍ରୋତ୍ସାହନ ଆଣନ୍ତୁ ।
ସଫଳତା ନମିଳିବା ପର୍ଯ୍ୟନ୍ତ ଆପଣ ଚେଷ୍ଟା କରିବା କେବେ ମଧ୍ୟ ଛାଡନ୍ତୁ ନାହିଁ । ଏହିସବୁର ଧ୍ୟାନ ରଖିବା ଦ୍ଵାରା ଜୀବନ ଠିକ ରାସ୍ତାରେ ଚାଲିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।