ନବରାତ୍ରି 2023: ଏହି 5ଟି ମହିଳା ଭୁଲରେ ବି ନବରାତ୍ରି ବ୍ରତ ରଖିନ୍ତୁ ନାହିଁ ! ନଚେତ ଅନର୍ଥ ହୋଇଯିବ

ନମସ୍କାର ବନ୍ଧୁଗଣ, ଓଡିଆରେ ବହୁତ ପର୍ବପର୍ବାଣି ରହିଛି ସେଥି ମଧ୍ୟରୁ ନବରାତ୍ରି କୁ ଲୋକମାନେ ବହୁତ ଧୁମଧାମ ରେ ପାଳନ କରନ୍ତି । ଏହି ପର୍ବ ମହିଳା ମାନେ ପ୍ରାଏ କରନ୍ତି । ଏହି ବର୍ଷର ମାର୍ଚ୍ଚ ମାସ ୨୨ ରୁ ଆରମ୍ଭ ହେଉଛି । ପୂଜାର ଆରମ୍ଭରୁ ପ୍ରଥମେ କଳସର ସ୍ଥାପନା କରାଯାଏ । ଏହି ପୂଜାରେ ବହୁତ ଲୋକ ବ୍ରତ ରଖନ୍ତି । କିନ୍ତୁ ଏହି ନବରାତ୍ରିରେ ପାଞ୍ଚଟି ମହିଳା ବ୍ରତ ରଖିବା ଉଚିତ ନୁହେ ।

୧-  ଯେଉ ମହିଳା ବା ପୁରୁଷ ଙ୍କର ଛାଡପତ୍ର ହୋଇଯାଇଛି ବା ବିବାହ ବନ୍ଧନରୁ ମୁକ୍ତ ହୋଇ ଯାଇଛନ୍ତି ତ ଏହି ଲୋକ ନବରାତ୍ରି କରିବା ଉଚିତ ନୁହେ । ଏହା ଦ୍ଵାରା ମା କ୍ରୋଧ କରିଥାନ୍ତି । ଯାହା ଦ୍ଵାରା ବହୁତ ଅସୁବିଧାରେ ପଡିପାରନ୍ତି । ଆପଣଙ୍କ ସ୍ଵାମୀ ବହୁତ ଅସୁବିଧାରେ ପଡ଼ିପାରନ୍ତି । ଏହି ବ୍ରତ କେବଳ ଯୋଡି ହୋଇଥିବା ଦୁଇଟି ବନ୍ଧନର ଲୋକହି କରିପାରିବେ । ୨- ବେଶ୍ୟା ର ଲୋକମାନେ ଏହି ବ୍ରତ ରଖିପାରିବେ ନାହି । କାରଣ ସେହି ବ୍ଯକ୍ତିର ଶରୀରରୁ ପବିତ୍ରତା ସରିଯାଇଥାଏ ।

ସେଥିଲାଗି ଏହି ସଦୃଶର ଲୋକଙ୍କୁ ପାପୀ କୁହାଯାଏ । ଏହି ବ୍ରତ ରଖିଲେ କେବେବି ସଫଳ ହେବେ ନାହି । ୩- ଯଦି କୌଣସି ରୋଗ ହୋଇଛି ତ ଏହି ବ୍ରତ ରଖିବେ ନାହି । ଯେପରି କି ମଧୁମେୟ ,ହୃଦୟ ଜନିତ ରୋଗ , ରକ୍ତଚାପ ବଢିଯିବା ବ୍ୟକ୍ତି ଏହି ବ୍ରତ କରିବା ଉଚିତ ନୁହେ । ଏହା ଲୋକ ବ୍ରତ ରଖିବା ଦ୍ଵାରା ମା ସନ୍ତୁଷ୍ଟ ହୁଅନ୍ତି ନହିଁ ।  ୪- ଯଦି ଏହି ବ୍ରତ ଦେଖେଇ ହେବା ପାଇ କରୁଛନ୍ତି ତ ବହୁତ ପାପ ଲାଗିଥାଏ । ଏହା କରିବା ଦ୍ଵାରା ମା ତାଙ୍କୁ ବରବାଦ କରିଦିଅନ୍ତି ।

ଅନେକ ପ୍ରକାର ଯନ୍ତ୍ରଣା ଦେଖାଦେଇଥାଏ । ମା ସେତେବେଳେ ସନ୍ତୁଷ୍ଟ ହୋଇଥାନ୍ତି ଯଦି ନିର୍ମଲା ହୃଦୟରେ ପୂଜା କରନ୍ତି ତ । ୫- ଯଦି ଆପଣ ସବୁବେଳେ ସମସ୍ତଙ୍କୁ ଗାଳି କରୁଛନ୍ତି ବା ସମସ୍ତଙ୍କୁ କଟୁ କଥା କହୁଛନ୍ତି ତ ଏହି ଅଭ୍ଯାସ ତୁରନ୍ତ ଛାଡିଦିଆନ୍ତୁ । କାରଣ ଏହି ସ୍ଵଭାବର ଲୋକଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି ନାହି ।  ଏହି ନବରାତ୍ରିର ପୂଜାରେ ଶଙ୍ଖ ରଖିନଥାନ୍ତି ତ ପୂଜା ସଫଳ ହୋଇନଥାଏ । ଶଙ୍ଖ ବଜାଇବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ଏହି ନବରାତ୍ରିରେ ମା ସରସ୍ଵତୀ ଙ୍କ ପ୍ରିୟ ମୟୁରପୁଚ୍ଛ ଅଟେ । ନବରାତ୍ରିରେ ମୟୁରପୁଚ୍ଛ ରଖିଲେ ମା ଦୂର୍ଗା ପ୍ରସନ୍ନ ହୋଇଥାନ୍ତି । ନବରାତ୍ରି ପୂଜା କରିବା ସମୟରେ ସଫା ପୋଷାକ ବା କଳା ବସ୍ତ୍ର ପିନ୍ଧିକରି କରିବେ ନାହି । ପୂଜା ର ପ୍ରଥମେ କଳସ ସ୍ଥାପନ କରିବା ସମୟରେ ନଡିଆ ରେ ପଣି ଥିବା ଦରକାର । ନାରୀ ମାନେ ମା ଙ୍କୁ ନଡିଆ ସମର୍ପଣ କରିପାରିବେ କିନ୍ତୁ ମାଙ୍କ ସାମ୍ନାରେ ନଡିଆକୁ ଭାଙ୍ଗିବେ ନାହି । କାରଣ ନଡିଆ ବୀଜର ରୂପ ହୋଇଥାଏ । ନାରୀ ବିଜରୁ ହି ଶିଶୁକୁ ଜନ୍ମ ଦେଇଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ତ ଏହି ପେଜକୁ ଲାଇକ ,କୋମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *