ସୂର୍ଯ୍ୟ ଙ୍କୁ ଆମେ ଦେବତା ବୋଲି ଅନେକ ବର୍ଷ ତଳୁ ମାନି ଆସିଚେ କହିବା ପାଇଁ ଗଲେ ଆମେ ସୂର୍ଯ୍ୟ ଦେବଙ୍କୂ କାଇ ଅନନ୍ତ କାଳରୁ ପୂଜା କରି ଆସୁଛେ । ଆମେ ଯେଉଁ ଭି ଶୁଭ କାମ ହେଉ ତା ଭିତରେ ଭଗବାନ ସୂର୍ଯ୍ୟଙ୍କୁ ପ୍ରାମୁଖ ଦେବତା ବୋଲି ମାନି ଥାଉ । ଆମେ ଯେଉଁ ଭି କାମ ଆରମ୍ଭରୁ ପୂଜା କରୁଥିବା ପାଞ୍ଚଟି ଦେବତା ଙ୍କ ନାମ ହେଉଛି ସୂର୍ଯ୍ୟ ଦେବ,
ଭଗବାନ ବିଷ୍ଣୁ, ଭଗବାନ ଶିବ, ଗଣେଶ ଭଗବାନ, ଶକ୍ତି ମାନେ ମା ଦୂର୍ଗା । ଏହି ମାନଙ୍କ ମଧ୍ୟରୁ ଆମେ ସର୍ବ ପ୍ରଥମେ ଆରାଧନା କରି ଥାଉ ଭଗବାନ ସୂର୍ଯ୍ୟ ଙ୍କୁ । ତେବେ ଆମେ କାର୍ଯ୍ୟ କିମ୍ବା ପୂଜା ଆରମ୍ଭ କରିବା ଆଗରୁ ଭଗବାନ ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ଦ୍ଵାରା ସବୁ ପ୍ରକାର ବିଘ୍ନ ନଷ୍ଟ ହୋଇ ଯାଏ ବୋଲି କିଛି ଲୋକମାନେ କୁହନ୍ତି । ତେବେ କହିବା ପାଇ ଗଲେ ଆପଣ ଜାଣିଥିବେ କି ଭଗବାନ ସୂର୍ଯ୍ୟ ଦେବା ହେଉଛନ୍ତି ସକଳ ସୃଷ୍ଟି ର ଆଧାର ।
ତାଙ୍କୁ ଛାଡି ଦେଲେ ଜୀବ ଜଗତର ପରି କଲ୍ପନା ଆକରା ଯାଇ ପାରିବ ନି । ଆପଣ ମାନେ ଜାଣିଥିବେ କି ଆପଣ ସକାଳୁ ଉଠିଲେ ଓ ନିତ୍ୟ କର୍ମ ସାରି ନିଜ କାମରେ ଚାଲି ଯାନ୍ତି ମାତ୍ର ଏହା ପାଇଆନ ଭଗବାନ ସୂର୍ଯ୍ୟ ଙ୍କୁ ଆମେ ଧନ୍ଯ ବାଦ ଦେବା କଥା । ସେ ତାଙ୍କ ସୃଷ୍ଟିରେ କେବେ ଭି କାହା ପାଇଁ କିଛି ଅସମାନ କରନ୍ତି ନି । ସେ ସସବୁ ପ୍ରାଣୀ ମାନଙ୍କ ପାଇଁ ସମାନ ବିଚାର ରଖନ୍ତି । ସବୁ ତାଙ୍କ ଆଗରେ ସମାନ ଅଟନ୍ତି ।
କେବଳ ହିନ୍ଦୁ ଧର୍ମ ରେ ଭଗବାନ ସୂର୍ଯ୍ୟ ଙ୍କୁ ପୂଜା କରିବା ବିଧି ନାହିନ ବରଂ ଅନ୍ୟ କିଛି ଧର୍ମ ରେ ସୂର୍ଯ୍ୟ ଙ୍କୁ ପୂଜା କରିବା ବିଧି ଅଛି । ଆପଣ ଜାଣିଥିବେ କି ଏହା ସବୁ ପ୍ରାଣୀ ମାନଙ୍କ ପାଇଁ ଏକ ଉସ୍ଛ ଯାହା ଦ୍ଵାରା ଆମେ ବଞ୍ଚିବା ଶିଖିଛୁ । ତେବେ ଭଗବାନ ସୂର୍ଯ୍ୟ ଦେବଙ୍କୁ ଯଦି ଆମେ ସକାଳ କାମ ସାରି ଅର୍ଘ୍ୟ ଦେବା ତେବେ ଏହାକୁ କିଭଳି ଭାବେ ଦେବା ଓ କଣ କଣ କରିବା ଉଚ୍ଚିତ ଏହି ସମୟରେ ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ ।
ଆପଣ ଯଦି ଭଗବାନ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେଉଛନ୍ତି ଧ୍ୟାନ ରଖିବେ କି ଏହା ସୂର୍ଯ୍ୟ ଉଦୟ ସମୟରେ ଆପଣ ଦେବେ । ଏହା ପରେ ଯଦି ଆପଣ ଦେବେ ତାହେଲେ ଆପଣ ୪ ଥର ଅର୍ଘ୍ୟ ଦେବେ । ସୂର୍ଯ୍ୟ ଉଦୟ ବେଳେ ୩ ଥର ଅର୍ଘ୍ୟ ଦେବେ । ଏହାକୁ ଦେବା ଅବେଳେ ଯଦି ଆପଣ ନିଜ ହାତର ବ୍ୟବହାର କରୁଛନ୍ତି ତେବେ ମାନେ ରଖିବେ କି ହାତର ଆଙ୍ଗୁଳି ଗୁଡିକ ଜାକି ହୋଇ କି ନ ରହିବ ।
ଆପଣ ଅର୍ଘ୍ୟ ଦେବା ସମୟରେ ମୁଣ୍ଡକୁ ନୂଆଁଇକି ଅର୍ଘ୍ୟ ଦେବେ । ଏହା ପରେ ଆପଣ ସୂର୍ଯ୍ୟ ଦେବ ଙ୍କୁ ତମ୍ବା ପାତ୍ରରେ ଆଣି ଦଳେ ଏହା ଖୁବ ଭଲ ଅଟେ । ଏହା କ୍ଷାଳୟ ପାଣି ନ ହୋଇ ସେଥିରେ କିଛି ନାଲି ଫୁଲ କିମ୍ବା ନାଲି ସିନ୍ଦୁର କିମ୍ବା ଚନ୍ଦନ ପକେଇ ଦଳେ ଭଲ ପରିଣାମ ମିଳିବ । ଆପଣ ଯଦି ଚାହିଁବେ ତାହେଲେ ଆପଣ ଏଥିରେ କିଛି ଗୁଡ କିମ୍ବା କିଛି ଚିନୀ ମଧ୍ୟ ପକେଇ ପାରିବେ । ଏହା ଆପଣଙ୍କ ଭବିଷ୍ୟତ ପାଇଁ ଭଲ ଅଟେ । ଯଦି ଆପଣ ଠାରେ ସୂର୍ଯ୍ୟ ଙ୍କୁ ଅର୍ଘାୟ ଦେବା ପାଇଁ ସଂକଳ୍ପ କରିଛନ୍ତି ତେବେ ଆପଣ ଏହାକୁ ନ ଭାଙ୍ଗିବା ଖୁବ ଭଲ ଅଟେ ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।