ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ମାଡି ଆସେ ଦାରିଦ୍ର୍ୟତା

ସୂର୍ଯ୍ୟ ଙ୍କୁ ଆମେ ଦେବତା ବୋଲି ଅନେକ ବର୍ଷ ତଳୁ ମାନି ଆସିଚେ କହିବା ପାଇଁ ଗଲେ ଆମେ ସୂର୍ଯ୍ୟ ଦେବଙ୍କୂ କାଇ ଅନନ୍ତ କାଳରୁ ପୂଜା କରି ଆସୁଛେ । ଆମେ ଯେଉଁ ଭି ଶୁଭ କାମ ହେଉ ତା ଭିତରେ ଭଗବାନ ସୂର୍ଯ୍ୟଙ୍କୁ ପ୍ରାମୁଖ ଦେବତା ବୋଲି ମାନି ଥାଉ । ଆମେ ଯେଉଁ ଭି କାମ ଆରମ୍ଭରୁ ପୂଜା କରୁଥିବା ପାଞ୍ଚଟି ଦେବତା ଙ୍କ ନାମ ହେଉଛି ସୂର୍ଯ୍ୟ ଦେବ,

ଭଗବାନ ବିଷ୍ଣୁ, ଭଗବାନ ଶିବ, ଗଣେଶ ଭଗବାନ, ଶକ୍ତି ମାନେ ମା ଦୂର୍ଗା । ଏହି ମାନଙ୍କ ମଧ୍ୟରୁ ଆମେ ସର୍ବ ପ୍ରଥମେ ଆରାଧନା କରି ଥାଉ ଭଗବାନ ସୂର୍ଯ୍ୟ ଙ୍କୁ । ତେବେ ଆମେ କାର୍ଯ୍ୟ କିମ୍ବା ପୂଜା ଆରମ୍ଭ କରିବା ଆଗରୁ ଭଗବାନ ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ଦ୍ଵାରା ସବୁ ପ୍ରକାର ବିଘ୍ନ ନଷ୍ଟ ହୋଇ ଯାଏ ବୋଲି କିଛି ଲୋକମାନେ କୁହନ୍ତି । ତେବେ କହିବା ପାଇ ଗଲେ ଆପଣ ଜାଣିଥିବେ କି ଭଗବାନ ସୂର୍ଯ୍ୟ ଦେବା ହେଉଛନ୍ତି ସକଳ ସୃଷ୍ଟି ର ଆଧାର ।

ତାଙ୍କୁ ଛାଡି ଦେଲେ ଜୀବ ଜଗତର ପରି କଲ୍ପନା ଆକରା ଯାଇ ପାରିବ ନି । ଆପଣ ମାନେ ଜାଣିଥିବେ କି ଆପଣ ସକାଳୁ ଉଠିଲେ ଓ ନିତ୍ୟ କର୍ମ ସାରି ନିଜ କାମରେ ଚାଲି ଯାନ୍ତି ମାତ୍ର ଏହା ପାଇଆନ ଭଗବାନ ସୂର୍ଯ୍ୟ ଙ୍କୁ ଆମେ ଧନ୍ଯ ବାଦ ଦେବା କଥା । ସେ ତାଙ୍କ ସୃଷ୍ଟିରେ କେବେ ଭି କାହା ପାଇଁ କିଛି ଅସମାନ କରନ୍ତି ନି । ସେ ସସବୁ ପ୍ରାଣୀ ମାନଙ୍କ ପାଇଁ ସମାନ ବିଚାର ରଖନ୍ତି । ସବୁ ତାଙ୍କ ଆଗରେ ସମାନ ଅଟନ୍ତି ।

କେବଳ ହିନ୍ଦୁ ଧର୍ମ ରେ ଭଗବାନ ସୂର୍ଯ୍ୟ ଙ୍କୁ ପୂଜା କରିବା ବିଧି ନାହିନ ବରଂ ଅନ୍ୟ କିଛି ଧର୍ମ ରେ ସୂର୍ଯ୍ୟ ଙ୍କୁ ପୂଜା କରିବା ବିଧି ଅଛି । ଆପଣ ଜାଣିଥିବେ କି ଏହା ସବୁ ପ୍ରାଣୀ ମାନଙ୍କ ପାଇଁ ଏକ ଉସ୍ଛ ଯାହା ଦ୍ଵାରା ଆମେ ବଞ୍ଚିବା ଶିଖିଛୁ । ତେବେ ଭଗବାନ ସୂର୍ଯ୍ୟ ଦେବଙ୍କୁ ଯଦି ଆମେ ସକାଳ କାମ ସାରି ଅର୍ଘ୍ୟ ଦେବା ତେବେ ଏହାକୁ କିଭଳି ଭାବେ ଦେବା ଓ କଣ କଣ କରିବା ଉଚ୍ଚିତ ଏହି ସମୟରେ ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ ।

ଆପଣ ଯଦି ଭଗବାନ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେଉଛନ୍ତି ଧ୍ୟାନ ରଖିବେ କି ଏହା ସୂର୍ଯ୍ୟ ଉଦୟ ସମୟରେ ଆପଣ ଦେବେ । ଏହା ପରେ ଯଦି ଆପଣ ଦେବେ ତାହେଲେ ଆପଣ ୪ ଥର ଅର୍ଘ୍ୟ ଦେବେ । ସୂର୍ଯ୍ୟ ଉଦୟ ବେଳେ ୩ ଥର ଅର୍ଘ୍ୟ ଦେବେ । ଏହାକୁ ଦେବା ଅବେଳେ ଯଦି ଆପଣ ନିଜ ହାତର ବ୍ୟବହାର କରୁଛନ୍ତି ତେବେ ମାନେ ରଖିବେ କି ହାତର ଆଙ୍ଗୁଳି ଗୁଡିକ ଜାକି ହୋଇ କି ନ ରହିବ ।

ଆପଣ ଅର୍ଘ୍ୟ ଦେବା ସମୟରେ ମୁଣ୍ଡକୁ ନୂଆଁଇକି ଅର୍ଘ୍ୟ ଦେବେ । ଏହା ପରେ ଆପଣ ସୂର୍ଯ୍ୟ ଦେବ ଙ୍କୁ ତମ୍ବା ପାତ୍ରରେ ଆଣି ଦଳେ ଏହା ଖୁବ ଭଲ ଅଟେ । ଏହା କ୍ଷାଳୟ ପାଣି ନ ହୋଇ ସେଥିରେ କିଛି ନାଲି ଫୁଲ କିମ୍ବା ନାଲି ସିନ୍ଦୁର କିମ୍ବା ଚନ୍ଦନ ପକେଇ ଦଳେ ଭଲ ପରିଣାମ ମିଳିବ । ଆପଣ ଯଦି ଚାହିଁବେ ତାହେଲେ ଆପଣ ଏଥିରେ କିଛି ଗୁଡ କିମ୍ବା କିଛି ଚିନୀ ମଧ୍ୟ ପକେଇ ପାରିବେ । ଏହା ଆପଣଙ୍କ ଭବିଷ୍ୟତ ପାଇଁ ଭଲ ଅଟେ । ଯଦି ଆପଣ ଠାରେ ସୂର୍ଯ୍ୟ ଙ୍କୁ ଅର୍ଘାୟ ଦେବା ପାଇଁ ସଂକଳ୍ପ କରିଛନ୍ତି ତେବେ ଆପଣ ଏହାକୁ ନ ଭାଙ୍ଗିବା ଖୁବ ଭଲ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *