Jyotish Shastra- ଏହି ମାସ ଶେଷକୁ କୋଟିପତି ହେବେ 5 ଟି ରାଶିର ଲୋକ, ଖୋଲିବାକୁ ଯାଉଛି ଭାଗ୍ୟର ତାଲା

ଏହି ମାସ ଶେଷକୁ ଏହି 5 ଟି ରାଶି ହେବେ ମହା କୋଟିପତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏବେ କିଛି ରାଶିଙ୍କର ବହୁତ ଭଲ ସମୟ ଆସିବ ଓ ସେମାନଙ୍କର କୋଟିପତି ହେବାର ସମ୍ଭାବନା ଅଧିକ ରହିଛି ।

ଏହି ରାଶିଙ୍କର ଉପରେ ଏବେ ମାତା ଲକ୍ଷ୍ମୀଙ୍କର ଅଶେଷ କୃପା ରହିବ ଓ ମାଙ୍କ କୃପାରୁ ସମୟ ସମୟରେ ବହୁତ ଧନ ପ୍ରାପ୍ତି ହେବାର ମଧ୍ୟ ସୁଯୋଗ ଅଛି । ଯଦି ଆପଣ କେଉଁଠାରେ କରଜ କରିଛନ୍ତି ତେବେ ସେଥିରୁ ଏବେ ମୁକ୍ତି ପାଇବେ ।

ମାଙ୍କ କୃପାରୁ ଆପଣଙ୍କର ବହୁତ ଶୀଘ୍ର ବିଭାହ ବନ୍ଧନରେ ବାନ୍ଧି ହେବେ । ବ୍ୟବସାୟରେ ମଧ୍ୟ ଭଲ ଲାଭ କରିବେ । କୌଣସି ବଡ କାମ କରିବାକୁ ଯାଉଥିଲେ ମାତା ଓ ପିତାଙ୍କ ଆଶ୍ରିବାଦ ନେଇ ଯାଆନ୍ତୁ ତେବେ ସେହି କାର୍ଯ୍ୟରେ ସଫଳତା ହାସଲ କରିବେ ।

ତୁଳା ରାଶି

ଏହି ରାଶିର ଲୋକ ମାନଙ୍କର ଏବେ ପୁରା ଭାଗ୍ୟ ପରିବର୍ତନ ହୋଇଯିବ । ନିଜ ଜୀବନରେ ଅବିକା ବହୁତ ସୁଖ ଅନୁଭବ କରିବେ ଓ ଘରେ ସମସ୍ଥେ ଖୁସି ରହିବା ସହିତ ସୁଖ ସମୃଦ୍ଧି ମଧ୍ୟ ବଢିବାରେ ଲାଗିବ । କୌଣସି ନୂଆ କାମ ବା ବ୍ୟବସାୟ କରିବାକୁ ଚାହୁଁଥିଲେ ଆରମ୍ଭ କରିପାରିବେ ସେଥିରେ ମଧ୍ୟ ବହୁତ ଲାଭ ମିଳିବ । ଚାକିରି କରୁଥିବା ବ୍ୟକ୍ତି ବହୁତ ବଡ ପଦବୀ ଥିବା ଚାକରି ପାଇପାରିବେ । ଧନ ଉପାର୍ଜନ କରିବା ପାଇଁ କିଛି ନୂଆ ରାସ୍ତା ଦେଖା ଦେବ ଯାହା ଫଳରେ ଆପଣ ବହୁତ ଖୁସିରେ ରହିବେ । ପ୍ରେମ ସମ୍ବନ୍ଧରେ କିଛି ଅସୁବିଧା ଦେଖା ଦେଇପାରେ ।

ମକର ରାଶି

ଏହି ରାଶିର ଲୋକେ ଏବେ ଆର୍ଥିକ ସ୍ଥିତି ମଜବୁତ ରହିବ । ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଶୁଭ ହେବା ସହିତ କାର୍ଯ୍ୟରେ ବହୁତ ଊର୍ଣ୍ଣତି କରିବେ । ଏହି ସମୟରେ ଯଦି ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ବହୁତ ଭଲ ରହିବ । ପାଠ ପଢୁଥିବା ପିଲାମାନେ ଭଲ ପାଠ ପଢିବେ ଓ ଭଲ ପ୍ରଦର୍ଶନ କରିଥିବା ହେତୁ କୌଣସି ଏକ ଭଲ ଜାଗାରେ ଚାକିରି ମଧ୍ୟ ମିଳିପାରେ । ଆସୁଥିବା ସବୁ ସମସ୍ୟା ଦୂରେଇ ଯିବ । ନିଜ ଜୀବନରେ ଆସୁଥିବା କିଛି ବଡ ଦୁର୍ଘଟଣାରୁ ଆପଣ ବଞ୍ଚିପାରିବେ । ଯାନବାହାନ ଧୀରେ ଚଳାଇବାକୁ ଚେଷ୍ଟା କରିବେ ।

ବୃଷ ରାଶି

ଏହି ରାଶିଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ମିଳିବ ଯାହା ଦ୍ୱାରା ନିଜର ବହୁତ ଊର୍ଣ୍ଣତି ହେବ । ଆପଣଙ୍କର ଆର୍ଥିକ ସଙ୍କଟରୁ ମୁକ୍ତି ପାଇବେ । ଯେହେତୁ ଆପଣ ପରିଶ୍ରମୀ ଅଟନ୍ତି ସେଥିପାଇଁ ଆପଣ ଲାଭବାନ ହେବେ କିନ୍ତୁ ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ଏବେ ଅଧିକା ଧନ ପ୍ରାପ୍ତି ହେବାର ଅଛି । ଆପଣ ଏହି ସମୟରେ ବହୁତ ମହତ୍ୟ ପୂର୍ଣ୍ଣ ନିସ୍ପତିକୁ ନେବାରେ ସକ୍ଷମ ହେବେ । ଆସୁଥିବା ସମୟ ବହୁତ ଭଲ ରହିବ ଓ ତାସହିତ ବହୁତ ଖୁସି ଆଣିଦେବ । ନିଜ ଘରେ ଖୁସିର ଲହରୀ ଖେଳିଯିବ ।

ମେଷ ରାଶି

ନିଜ ଘରେ ସୁଖ ଓ ସମୃଦ୍ଧି ବଢିବ ଏବଂ ଧନ ମଧ୍ୟ ବଢିବ ଯାହା ନିଜର ସମାଜରେ ଆତ୍ମ ପ୍ରତିଷ୍ଠା ବଢିବା ସହିତ ବହୁତ ଊର୍ଣ୍ଣତି କରିବେ । ଆପଣଙ୍କୁ ବ୍ୟବସାୟରେ ଅଧିକା ଲାଭ ମିଳିବାର ସମ୍ଭାବନା ଅଛି । ଯଦି ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଖୁବ ଶୀଘ୍ର ଆରମ୍ଭ କରିପାରିବେ ସେଥିରେ ନିଜର ଏତେ ଲାଭ ହେବ ଯେଉଁଟାକି ଆପଣ କେବେ ହେଲେ ବିଶ୍ଵାସ କରିନଥିବେ ।

କନ୍ୟା ରାଶି

ମାତାଙ୍କ ଦୟା ଦୃଷ୍ଟିରୁ କଠିନ ରୁ କାଠିନ କାର୍ଯ୍ୟ ବହୁତ ସହଜରେ ପୁରା କରିପାରିବେ । ଆପଣ ଏହି ସମୟରେ ବହୁତ ଆଗକୁ ବଢିବା ଯୋଗ ଅଛି । ଯେଉଁ ମାନେ ମୁଲ ଲାଗୁଛନ୍ତି ବା ଛୋଟ ଚାକିଋ କରୁଛନ୍ତି ସେମାନେ ଏବେ ବହୁତ ବଡ ଆସା ନେଇ କିଛି ବଡ କାର୍ଯ୍ୟ କରିବା ଫଳରେ ଭଲ ଲାଭ ମଧ୍ୟ ପାଇବେ । ଅଚାନକ ଆପଣଙ୍କୁ କିଛି ଧନ ମିଳିବାର ସଂଯୋଗ ଅଛି । ନୂଆ ନୂଆ ଜିନିଷ କିଣିବାରେ ମଧ୍ୟ ସକ୍ଷମ ହେବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *