Personality Test- ବାଛନ୍ତୁ ନିଜ ପସନ୍ଦର କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କ ସାଥି ଆପଣଙ୍କୁ କଣ କହିବାକୁ ଚାହାଁନ୍ତି ?

ଆଜି ଆମେ ଆପଣଙ୍କ ପାଇଁ ବହୁତ ମଜାଦାର ନମ୍ବର ବାଲା ଖେଳ ନେଇକି ଆସିଛୁ । ଖେଳର ନିୟମ ଅନୁସାରେ ଆପଣଙ୍କୁ ଏକ ନମ୍ବର ବାଛି ବାକୁ ପଡିବ । ଯାହା ୧ ରୁ ୧୦ ପର୍ଯ୍ୟନ୍ତ ଆପଣ ଗୋଟିଏ ନମ୍ବର ବାଛି ବାକୁ ପଡିବ । ଆପଣ ବାଛି ଥିବା ନମ୍ବରୁ କଣ ଆପଣ ଫଳ ପାଉଛନ୍ତି ତେବେ ଆସନ୍ତୁ ଜାଣିବା । ଆପଣ ଯଦି କୌଣସି ଝିଅକୁ ଭଲ ପାଉଛନ୍ତି ତେବେ ଏହି କଥା ତାକୁ ଆପଣ ପଚାରି ପାରନ୍ତି ।

ସେ ମଧ୍ୟ ଏହି ମାସେଜ ଦେଖି ହସିବେ । ଆପଣ ଲେଖି ପାରିବେ ଯଦି ତମେ ମତେ ଭଲ ପାଉଛ ତେବେ ଏହି ୧୦ ଟି ନମ୍ବରୁ ଗୋଟିଏ ନମ୍ବର ବାଛ ଏହାପରେ ମୁ କହିବି କି ତମ ନମ୍ବର ଅନୁଯାଇ ତମେ ମୋ ବିଷୟରେ କଣ ଭାବୁଛ । ଆପଣ ଏମିତି କିଛି କରି ତାଙ୍କ ସହିତ ମଜା କରିପାରିବେ ।

ଆପଣ ମାନେ ଜାଣିଥିବେ ଯେଉଁ ମାନେ ପରସ୍ପର ମଧ୍ୟରେ ବହୁତ ଭଲ ପାନ୍ତି ସେମାନେ ବହୁତ ସମୟ ଧରି କଥା ହୋଇଥାନ୍ତି । ସେଥିପାଇଁ ଆପଣ ଏମିତି କିଛି କଥା ମଧ୍ୟ କହିପାରିବେ । ଯାହା ଦ୍ଵାରା ସେ ଯଦି ରାଗିଥିବେ ତେବେ ସେ ଏହି କଥା ଶୁଣି ହସି ମଧ୍ୟ ପାରନ୍ତି ।

# ଯଦି ଆପଣ ନମ୍ବର ୧ ଭାବିଛନ୍ତି – ତମେ ମୋର ସ୍ଵପ୍ନ ଅଟ ।

# ଯଦି ଆପଣ ନମ୍ବର ୨ ଭାବିଛନ୍ତି – ତମ ବିନା ବଞ୍ଚିବାକୁ ଭଲ ଲାଗେନା ।

#ଯଦି ଆପଣ ନମ୍ବର ୩ ଭାବିଛନ୍ତି – ଆପଣ ମୋ ହୃଦୟରେ ରହିଛନ୍ତି ।

#ଯଦି ଆପଣ ନମ୍ବର ୪ ଭାବିଛନ୍ତି – ବଞ୍ଚିବୀ କେବଳ ତମରି ପାଇଁ ।

#ଯଦି ଆପଣ ନମ୍ବର ୫ ଭାବିଛନ୍ତି – ତମେ ସବୁଠୁ ଭଲ ।

#ଯଦି ଆପଣ ନମ୍ବର ୬ ଭାବିଛନ୍ତି – ମୁଁ ତୁମକୁ ଭଲ ପାଏ ।

#ଯଦି ଆପଣ ନମ୍ବର ୭ ଭବିଛନ୍ତି – ତମେ ମୋର ଜୀବନ ।

#ଯଦି ଆପଣ ନମ୍ବର ୮ ଭାବିଛନ୍ତି – ଏ ମନ ଖାଲି ଚାହେଁ ତମକୁ ।

#ଯଦି ଆପଣ ନମ୍ବର ୯ ଭାବିଛନ୍ତି – କେତେବେଳେ ହେଲେ ଅଲଗା ହେବା ନାହିଁ ।

#ଯଦି ଆପଣ ନମ୍ବର ୧୦ ଭାବିଛନ୍ତି – ତମେ ହିଁ ମୋର ସବୁ କିଛି ଅଟ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *