ଆପଣ ମାନେ ଜାଣିଥିବେ କି ସକାଳୁ ଜୀବନର ଆରମ୍ଭ ହୋଇ ଥାଏ ଯଦି ଏହା ଆରମ୍ଭ ହେବା ବେଳେ ହିନ ଖୁବ ସୁନ୍ଦର ହୁଏ ତେବେ ସାରାଦ ଇନ ଆମର ଖୁବ ଭଲ ଜୀବ । ଦେଖିବା ପାଇଁ ଗଲେ ଅଧିକ ରୁ ଅଧିକ ଲୋକମାନେ କୁହନ୍ତି କି ଯଦି ସକାଳ ଭଲ ରେ ଯାଉଛି ତ ସେହି ଦିନ ଖୁବ ଭଲ ରେ ଜୀବ ।
ତେବେ ଆମେ ସକାଳୁ ଉଠି କିଛି କରିବା ଦ୍ଵାରା ଆମର ଘରେ ଥିବା ସମସ୍ଯା ଦୂର ହୋଇ ଯାଇଥାଏ । ଆମେ ଅଧିକ ରୁ ଅଧିକ ଧନବାନ ହୋଇ ଥାଉ । ତେବେ ସେହି କାମ ଗୁଡିକ କଣ କଣ ଆସନ୍ତୁ ଜାଣିବା । ଆପଣ ଜାଣିଥିବେ କି ସକାଳୁ ଉଠିବା ମାତ୍ରେ ଆଜି କାଲୀ ପିଲା ମାନେ ଫୋନ କୁ ଦେଖୁଛନ୍ତି କିନ୍ତୁ ଆପଣ ସକାଳୁ ଉଠିବା ମାତ୍ରେ କାହାର ଭି ମୁହଁ ଦେଖିବା ଆଗରୁ ଆପଣ ସର୍ବ ପ୍ରଥମେ ନିଜ ହାତକୁ ଦେଖନ୍ତୁ ଓ ନିଜ ଇଷ୍ଟ ଦେବଙ୍କୁ ମନ ପକାନ୍ତୁ ।
ଏହା ପରେ ଆପଣ ଭୂମିକୁ ମୁଣ୍ଡିଆ ମାରି ଏଥିରେ ପାଦ ଦିଅନ୍ତୁ । ଏହା ପର କାମ ଟି ହେଉଛି ଗାଧୋଇବା କାମ । ଆପଣ ମାନେ ସକାଳୁ ଉଠିବା ମାତ୍ରେ ହି ପ୍ରଥମେ ନିଜ ନିତ୍ୟ କର୍ମ ସାରି ନିଅନ୍ତୁ । ଆଗ ଗାଧୋଇ ପାଧୋଇ ରେଡି ହୋଇ ଯାଅନ୍ତୁ । ଏହା କେବଳ ମହିଳା ମାନଙ୍କ ପାଇଁ ଲାଗୁ ହୁଏ ଏଗା ନୁହେଁ ଏହାକୁ ଯଦି କେହି ପୁରୁଷ କରିଥାଏ ତାହା ମଧ୍ୟ ଖୁବ ଭଲ ପରିଣାମ ଆଣି ଦେଇଥାଏ । ଯେଉଁ ମାନେ ନିୟମିତ ଭାବେ ନ ଗାଧାନ୍ତି ସେମାନେ ନିଶ୍ଚିତ ଭାବେ ନର୍କ ଯାତନା ପାଇଥାନ୍ତି ।
ଯେଉଁ ମାନେ ଗାଧୋଇବା ପାଇଁ ଡରନ୍ତି ଭଗବାନ କହିଛନ୍ତି କି ସେମାନେ ନିଶ୍ଚିତ ଭାବେ ଯେତେ ପୂଣ୍ୟ କାମ କରିଲେ ଭି ନର୍କ ଗାମୀ ହେବେ । ସବୁ ଦିନ ଗାଧୋଉ ନଥିବା ବ୍ୟକ୍ତି ଙ୍କୁ ପାପୀ କୁହା ଜାଏ ଏହି ଭଳି ଲୋକ ଙ୍କ ଉପରେ ରାହୁ, କେତୁ, ଶନି ଗ୍ରହ ସବୁ ବେଳେ ଅସାନ୍ତି ହୋଇକି ରହିଥାନ୍ତି । ସେମାନେ ସବୁ ବେଳେ ଏହି ଭଳି ଲୋକଙ୍କ ଅନିଷ୍ଟ କରିଥାନ୍ତି । ତେବେ ଦେଖିବା ପାଇଁ ଗଲେ ଏହା ପରେ ଆସୁଥିବା କାମ ଟି ହେଉଛି ତୁଳଶି ପୂଜା ।
ଏହି ପୂଜା ସବୁ ବ୍ୟକ୍ତି ଙ୍କ ଘରେ ହୋଇ ଥାଏ । ତେବେ ମହିଳା ମାନେ ପ୍ରଥମେ ଗାଧୋଇ ସାରିବା ପରେ ତୁଳଶି ଗଛ ମୂଳରେ ପାଣି ଦେଇ ଏହାକୁ ପୂଜା କରିଥାନ୍ତି । କେବଳ ସେତିକି ନୁହେଁ ଏହା ସହ ଭଗବାନ ସୂର୍ଯ୍ୟ ଙ୍କର ମଧ୍ୟ ଆରାଧନା କରିବା ନିହାତି ଆବଶ୍ୟକ ଅଟେ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତି ସବୁ ବେଳେ ରହି ଥାଏ ଓ ମା ଲକ୍ଷ୍ମୀ ଙ୍କ ଦୟା ମଧ୍ୟ ହୋଇଥାଏ ।
ଏହା ପରେ ଆଉ ଏକ କାମ ସକାଳୁ କରିବା ଆବଶ୍ୟକ ଅଟେ । ଯଦି ଆପଣ ଯୁବା ଅଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ନିଜ ସ୍ଵାମୀ କିମ୍ବା ନିଜ ସ୍ତ୍ରୀ ସହ କିଛି ସମୟ ପ୍ରେମ କରନ୍ତୁ ଏହହା କରିବା ନିହାତି ଆବଶ୍ୟକ ଅଟେ । କିନ୍ତୁ ଏହା ସୂର୍ଯ୍ୟ ଉଦୟ ହେବା ପରେ ହିଁ କରିବା କଥା ଏହା ଆଗରୁ ଆପଣ ପୂଜା କରିବା ସମୟ ଥାଏ । ଏହି କାମ୍ମ କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କର ସମ୍ପର୍କ ଖୁବ ଭଲ ହୋଇ ଥାଏ ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।