କେଉଁ ଦିନ କେଉଁ ଅଙ୍ଗରେ ଝିଟିପିଟି ଖସିବା ଦ୍ୱାରା କ’ଣ ଲାଭ ହୁଏ ? Shakuna Shastra

ଝିଟିପିଟି ସବୁ ଜାଗାରେ ଦେଖିବା ପାଇଁ ମିଳି ଥାଏ କିନ୍ତୁ ଦେଖିବା ପାଇଁ ଗଲେ ଏମାନେ ସବୁ ବେଳେ କାନ୍ଥରେ ହିଁ ଲାଗିକି ରହି ଥାନ୍ତି ଏମାନେ କେବେ ଭି ତଳକୁ କ୍ଷାଶୀ ନ ଥାନ୍ତି । ଏମାନେ ନିଜ କୁ ସବୁ ବେଳେ ଉଚ୍ଛା ସ୍ଥାନ ରେ ରାଖୀ ଥାନ୍ତି ।

ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ ଏହାକୁ ମା ଲକ୍ଷ୍ମୀ ଙ୍କର ପ୍ରତୀକ ବୋଲି କୁହା ଯାଏ । ଯଦି ଦେଖିବା ପାଇଁ ଯିବା ତ ଜାଣି ହେବ କି ଏହା କୁ କିଛି ଜାଗାରେ ଦେଖିବା ଶୁଭ ହୋଇ ଥିବା ବେଳେ କିଛି ଜାଗାରେ ଦେଖିବା ଅଶୁଭ ହୋଇ ଥାଏ । ଆପଣ ମାନେ ତ ଜାଣି ଥିବେ କି ଏହି ଝିଟିପିଟି ବ୍ବିଭିନ୍ନ ଅଙ୍ଗରେ ପଡିବା ଦ୍ଵାରା ବିଭିନ ପ୍ରକାର ଫଳ ମିଳି ଥାଏ । ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା ।

ଏହା ମଣିଷ ମାନଙ୍କ କେଉଁ ଭଳି ଅଙ୍ଗରେ ପଡିବା ଦ୍ଵାରା କିଭଳି ଭାବେ ପରିଣାମ ଆଣିଦେଇ ଥାଏ । ଶାସ୍ତ୍ର ଅନୁସାରେ କୁହା ଯାଇଛି କି ମଣିଷ ତାର ଜୀବନ ରେ ଆସୁଥିବା ଅସୁବିଧା ଓ ସୁବିଧା ପାଇଁ ଭଗବାନ ଙ୍କୁ ଦାଇ କରିବା ଅନୁଚ୍ଚିତ କାରଣ ମଣିଷ ତା ପୂର୍ବ ଜନ୍ମ ର ଫଳ ପାଇ ଥାଏ । ଶାସ୍ତ୍ର ଅନୁସାରେ ଯଦି ଝିଟି ପିଟି ଦିନ ଓ ନଖେତ୍ର ଅନୁସାରେ କାହା ଉପରେ ପଡିଥାଏ ତେବେ ଏହା ବଦଳି ଯାଇ ଥାଏ ଶୁଭ କିମ୍ବା ଅଶୁଭ କୁ ।

ଏହା ବିଷୟରେ ଆହୁରି କିଛି ମଧ୍ୟ ଉଲ୍ଲେଖ କରା ଯାଇଛି । ଏହା ବିଷୟରେ ମଧ୍ୟ ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ । ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ । ଏହା ହେଲା ଯଦି ଆପଣ ଘରେ ଝିଟି ପିଟି ଅଛି ଓ ଏହା ଆପଣଙ୍କ ନଖରେ ପଡି ଯାଇଛି ତେବେ ଏହା ଆପଣଙ୍କୁ ଖୁବ ଭଲ ପରିଣାମ ଦେବ । ଆପଣଙ୍କ ପାଇଁ ଧନ ଓ ଖୁଶି ଆଣି ଦେବ । ଏହା ଯଦି ଆପଣଙ୍କ ପେଟରେ ପଡି ଥାଏ ଆପଣଙ୍କୁ ଗହଣା ପଡିବ ।

ଯଦି ଆପଣଙ୍କ ଓଠ ରେ ଏହା ଖଶୀ ଥାଏ ତେବେ ଜାଣି ନିଅନ୍ତୁ କି ଏହା ଦ୍ଵାରା ଆପଣ ଅଚାନକ ଧନ ପାଇ ପାରିବେ । କେବଳ ସେତିକି ନୁହେଁ ଏହା ଯଦି ଆପଣଙ୍କ ଅଣ୍ଟା ରେ ପଡି ଥାଏ ଆପଣ ଖୁବ ଶୀଘ୍ର ଜାଣ ବାହାନ ର ଲାଭ ପାଇବା ପାଇଁ ଯାଉଛନ୍ତି । ଏହା ଯଦି ଆପଣଙ୍କ ଡାହାଣ କାନ୍ଧରେ ପଡି ଥାଏ ତେବେ ଆପଣ କିଛି ଗୁରୁତ୍ଵ ପୂର୍ଣ କାମ ରେ ସଫଳତା ପାଇବେ ।

ଏହା ପରେ ଯଦି ଆପଣଙ୍କ ବାମ କାନ୍ଧରେ ଯଦି ଏହା ପଡି ଥାଏ ତେବେ ଆପଣ ଖୁବ ଖୁଶି ପାଇବା ପାଇଁ ଯାଉଛନ୍ତି । ଯଦି ମଥାରେ ଝିଟି ପିଟି ପଡି ଥାଏ ତେବେ ଆପଣ ବହୁତ ବଡ ସମ୍ପତି ପାଇବା ପାଇଁ ଯାଉଛନ୍ତି । ଜାଡୀ ଏହା କେଶରେ ପଡି ଥାଏ ତେବେ ଏହା ବହୁତ ବଡ ସଂକେତ କୁ ଦେଖାଇ ଥାଏ । ଏଭଳି ଖବର ବି ଆସିପାରେ କି କାହାର ମୃ-ତ୍ୟୁ ମଧ୍ୟ ହୋଇ ପାରେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *