IAS ଇନ୍ଟରଭିଉ ରେ ପଚରା ଯାଉଥିବା ପ୍ରଶ୍ନ: ଏଭଳି କେଉଁ ଜିନିଷ ଅଛି ଯାହା ଶୁଖିଲା ଥିବା ବେଳେ ୨ କିଲୋ, ଓଦା ଥିବା ବେଳେ ୧ କିଲୋ, ଆଉ ଯଦି ଜଳି ଗଲା ତ ୩କିଲୋ, ହୋଇ ଯାଇଥାଏ ? ଏହା ସହ ଆହୁରି 22 Gk Questions & Answers

ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି ।

ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।

୧ । ଗୁପ୍ତ କାଳରେ ଚାନ୍ଦିର ମୁଦ୍ରାକୁ କଣ କୁହା ଯାଉ ଥିଲା ?

ଉତ୍ତର – ରୁପେୟା

୨ । ଭାରତ ଆସିଥିବା ପ୍ରଥମ ଅଙ୍ଗରାଜି ଜାହାଜ କଣ ଥିଲା ?

ଉତ୍ତର – ରେଡ ଡ୍ରାଗନ

୩ । ପୃଥିବିର ଭଉଣୀ ଗ୍ରହ କାହାକୁ କୁହା ଯାଏ ?

ଉତ୍ତର – ଶୁକ୍ର ଗ୍ରହ

୪ । ବିଜୟୀ ବିଶ୍ଵ ତିରଙ୍ଗା ପ୍ୟାରା ର ସ୍ଲୋଗାନ କିଏ ଦେଇଥିଲେ ?

ଉତ୍ତର – ଶ୍ୟାମ ଲାଲ ଗୁପ୍ତା ପ୍ରସାଦ

୫ । ସାମ୍ଭର ହ୍ରଦ କେଉଁ ରାଜ୍ୟ ରେ ଅବସ୍ଥିତ ଅଛି ?

ଉତ୍ତର – ରାଜସ୍ଥାନ ରେ

୬ । ବାଦାମି କ୍ରାନ୍ତି କାହା ସହ ସାମଞ୍ଜସ୍ଯ ଅଛି ?

ଉତ୍ତର – ମସଲା ଉତ୍ପାଦନ ସହ ସାମଞ୍ଜସ୍ଯ ରଖିଛି

୭ । ବିଶ୍ଵର ସବୁଠାରୁ ବଡ ପ୍ରାୟ ଦ୍ଵିପ କିଏ ?

ଉତ୍ତର – ଅରବ ପ୍ରାୟ ଦ୍ଵିପ

୮ । ଭାରତର ପ୍ରଥମ ମୁସ୍ଲିମ ଉପ ରାଷ୍ଟ୍ରପତି କିଏ ଥିଲେ ?

ଉତ୍ତର – ଡକ୍ଟର ଜାକିର ହୁସେନ

୯ । ଅଶୋକ ଙ୍କର କେଉଁ ଅଭିଲେଖା ସବୁଠାରୁ ବଡ ଅଟେ ?

ଉତ୍ତର – ବାମ ଅଭିଲେଖ

୧୦ । ଗୋଟେ ବୟସ୍କ ମନୁଷ୍ୟ ଦେହରେ କେତେ ଲିଟର ରକ୍ତ ଥାଏ ?

ଉତ୍ତର – ୫ ରୁ ୬ ଲିଟର

୧୧ । ଟମାଟୋ ରେ କେଉଁ ଅମ୍ଳ ଦେଖିବବାକୁ ମିଳେ ?

ଉତ୍ତର – ଆସ୍କୋଲିକ ଅମ୍ଳ

୧୨ । ଜଙ୍ଘ ରେ ଥିବା ହାଡକୁ କଣ କୁହାଯାଏ ?

ଉତ୍ତର – ଫିମର

୧୩ । ୟୁରୋପ ରେ ଖେଳର ପଡିଆ କାହାକୁ କୁହା ଯାଏ ?

ଉତ୍ତର – ସ୍ଵିଜରଲ୍ୟାଣ୍ଡ

୧୪ । ରିଡିୟମ ର ଆବିଷ୍କାର କିଏ କରିଥିଲେ ?

ଉତ୍ତର – ମ୍ୟାଡମ କ୍ୟୁରୀ

୧୫ । ନୂଆ ଦୁନିଆ କେଉଁ ମହାଦ୍ଵୀପ କୁ କୁହାଯାଏ ?

ଉତ୍ତର – ଉତ୍ତରୀ ଆମେରିକା

୧୬ । ମଙ୍ଗୋଲିଆ ର ରାଜଧାନୀ କାହାକୁ କୁହାଯାଏ ?

ଉତ୍ତର – ଉଲାନବଟୋର

୧୭ । ବେଟୀ ବଚାଓ ଓ ବେଟୀ ପଢାଓ ଯୋଜନାର ଆରମ୍ଭ କେବେ ହୋଇଥିଲା ?

ଉତ୍ତର -୨୨ ଜାନୁୟାରୀ ୨୦୧୫ ମଶିହାରେ

୧୮ । ରକ୍ତରେ କଣ ପାଇଁ କୋସିକା କମିଯାଏ ଏହା କେଉଁ ଭିଟାମିନ ଅଭାବରୁ ହୋଇ ଥାଏ ?

ଉତ୍ତର – ଭିଟାମିନ – K

୧୯ । ନ୍ୟାୟ ଦର୍ଶନ ର ପ୍ରବରତକ କିଏ ଥିଲେ ?

ଉତ୍ତର – ଗୌତମ

୨୦ । ଭାରତ ଓ ଚୀନ ମଧ୍ୟରେ ଯୁଧ୍ୟ କେଉଁ ମଶିହାରେ ହୋଇଥିଲା ?

ଉତ୍ତର – ୧୯୬୨ ମଶିହାରେ

୨୧ । ବ୍ୟବସ୍ଥିତ ଭୁଗଳର ଜନକ କିଏ ଥିଲା ?

ଉତ୍ତର – ଇରୋଟାସ୍ଥନିନ

୨୨ । କେଉଁ ମୁସ୍ଲିମ ରାଜାଙ୍କୁ ରଙ୍ଗୋଲି କୁହା ଯାଏ ?

ଉତ୍ତର -ଗୃହମ୍ମଦଶାହ

୨୩ । ତ୍ରିବେଦିକ କାଳରେ ଥିବା ବିପାଶା ନଦୀ ର ଆଧୁନିକ ନାମ କଣ ଅଟେ ?

ଉତ୍ତର – ବ୍ୟାଶ ନଦୀ

୨୪ । ଏଭଳି କେଉଁ ଜିନିଶ ଅଛି ଯାହା ଶୁଷ୍କ ଥିବା ବେଳେ ୨ କିଲୋ, ଓଦା ଥିବା ବେଳେ ୧ କିଲୋ, ଆଉ ଯଦି ଜଳି ଗଲା ତ ୩କିଲୋ, ହୋଇ ଯାଇଥାଏ ?

ଉତ୍ତର – ସଲଫର

୨୫ । ଭାରତର କେଉଁ ପଡୋଶୀ ଦେଶର ପତାକାରେ ପଶୁର ଚିହ୍ନ ଅଛି ?

ଉତ୍ତର – ଶ୍ରୀଲଙ୍କା

ବନ୍ଧୁଗଣ ଆପଣ ମାନଙ୍କୁ ଏହି ଟିପ୍ପଣୀ ଟି ଭଲ ଲାଗିଥିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *