ଏହି ୫ ରାଶିକୁ ଆଜିଠୁ ଶନି ଙ୍କ କଷ୍ଟରୁ ମିଳିବ ମୁକ୍ତି |

ହିନ୍ଦୁ ଶାସ୍ତ୍ର ଅନୁସାରେ ଦେଖିବା ପାଇ ଗଲେ ପ୍ରତେକ ମଣିଷ ଜୀବନରେ କିଛି ଭଲ କିଛି ଖରାପ ଆସିଥାଏ । ଏହା କେବଳ ତାରା କର୍ମ ଅନୁସାରେ ହୋଇ ଥାଏ ତାହା ନୁହେଁ । କିଛି ଯୋଗ ଏହାର ଗ୍ରହ ମାନଙ୍କ ଦ୍ଵାରା ମଧ୍ୟ ହୋଇଥାଏ । ରାଶି ଚକ୍ର ରେ ୧୨ ଟି ରାଶି ଅଛି କିନ୍ତୁ ଯେଉଁ ଭଳି ଭାବେ ଗ୍ରହର ପରିବର୍ତ୍ତନ ହୋଇ ଥାଏ ସେହି ଭଳି ଭାବେ । ତେବେ ଏହି ରାକ୍ଷୀ ପୁର୍ନମୀ ପରେ କିଛି ଏହି ଭଳି ସଂଯୋଗ ହେବା ପାଇ ଯାଉଛି ଯାହା ଦ୍ଵାରା କିଛି ରାଶି ମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବା ପାଇ ଯାଉଛି ।

ଏହି ରାଶି ମାନଙ୍କ ଉପରେ ଭଗବାନ ଶନି ଦେବଙ୍କ ଦୟା ହେବା ପାଇ ଯାଉଛି । ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ । ଯେଉଁ ରାଶି ମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବାରେ ଲାଗିଛି ସେମାନେ ନିଶ୍ଚିତ ଭାବେ କିଛି ଭଲ କାମରେ ଯୋଗ ଦେବେ ।

ମାଙ୍ଗଳିକ କାମ ତାଙ୍କ ଘରେ ଅନୁଷ୍ଠିତ ହୋଇ ପାରେ । କିଛି ବନ୍ଧୁ ବାନ୍ଧବ ଆପଣଙ୍କ ଘରକୁ ଆସି ପାରନ୍ତି । କିମ୍ବା ଆପଣ ତାଙ୍କ ଘରକୁ ଯାଇ ପାରନ୍ତି । ଆପଣ କରୁଥିବା କାମ ସବୁ ସଫଳ ହେବାରେ ଲାଗିବ । କେବଳ ଏକ ଜିନିଷର ଧ୍ୟାନ ଦେବେ କି ଆପଣଙ୍କ ପାଇ କେହି ଅସୁବିଧାରେ ନ ପଡନ୍ତୁ । ଆପଣ ଏହି ସମୟରେ କିଛି ନୂଆ ବ୍ୟବଶାୟ ଆରମ୍ଭ କରି ପାରିବେ । ଆପଣ ଯଦି ଚାକିରି ଖୋଜୁଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହା ପାଇ ଯିବେ । ଆପଣ ଯଦି କିଛି ନୂଆ ଚାକିରି ପାଇ ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଆଗେ ନିଜ ଚାକିରି ବିଷୟରେ ସବୁ କିଛି ଜାଣି ସାରିବା ପରେ ଏହାକୁ ଛାଡନ୍ତୁ ।

ଆପଣ ଏହି ସମୟରେ ବିବାହ କରି ପାରନ୍ତି । ଆପଣ ଏହି ସମୟରେ ନିଜ ପରିବାର ସହ ଭଲ ସମୟ କାଟିବେ । ଆପଣଙ୍କ ଭାଇ ଭଉଣୀ ମାନଙ୍କ ସାହାଜ୍ଯ ଆପଣଙ୍କୁ ମିଳିଯିବ । ଆପଣ କିଛି ନୂଆ କାମରେ ଯଦି ଧ୍ୟାନ ଦେବେ ତ ଆପଣ ଏହା ପାଇ ସମ୍ପୂର୍ଣ ରୂପେ ପ୍ରସ୍ତୁତ ହୋଇ ଏହାର ନିସ୍ପତି ନିଅନ୍ତୁ । ଆପଣ ଯଦି ବିଦେଶରେ କିଛି ଚାକିରି ଖୋଜୁ ଥିଲେ ତେବେ ଆପଣ ଏହାକୁ ପାଇ ଯିବେ । ଏହା ସହ ଆପଣ କିଛି ସନ୍ତାନ ସମ୍ବନ୍ଧୀୟ ଖୁଶି ପାଇ ପାରିବେ । ସନ୍ତାନ ମାନଙ୍କ ପାଖରୁ ଆପଣ କିଛି ଭଲ ଖବର ପାଇ ପାରନ୍ତି କିମ୍ବା ଯେଉଁ ମାନେ ସନ୍ତାନ ପାଇ ଚେଷ୍ଟା କରୁଥିଲେ ସେମାନେ ନିଶ୍ଚିତ ଭାବେ ସନ୍ତାନ ପାଇବେ ଏହି ସମୟରେ ।

ଅନେକ ଜାଗରୁ ଧନ ଆସିବାର ଯୋଗ ଦେଖାଉଛି । ଯଦି ଆପଣ କାହାକୁ ଧାର ଦେଇଥିବେ ତ ଏହି ସମୟରେ ଆପଣ ଏହାକୁ ପାଇବେ । ଯଦି କିଛି ସେଯାର ମାରକେଟ ରେ ଆପଣ ବିନିଯୋଗ କରି ଥିବେ ତେବେ ଆପଣ ତାକୁ ମଧ୍ୟ ପାଇବେ । କିଛି ପୁରୁଣା ବନ୍ଧୁ ମାନେ ଆପଣଙ୍କୁ ସାହାଜ୍ଯ କରି ପାରନ୍ତି । ତେବେ ଆସନ୍ତୁ ଜାଣିବା କି କେଉଁ ରାଶି ମାନଙ୍କ ଉପରେ ଭଗବାନ ଶନି ଦେବଙ୍କ ଦୟା ହେବା ପାଇ ଯାଉଛି । ସେହି ରାଶି ଗୁଡିକ ହେଲେ ମିଥୁନ, କର୍କଟ, ମେଷ, ବିଛା, ବୃଷ ରାଶି ।

Leave a Reply

Your email address will not be published. Required fields are marked *