ଭାଗ୍ୟଶାଳୀ ନାରୀ/ପୁରୁଷଙ୍କ ମଧ୍ୟରେ ଥାଏ ଏହି ସବୁ ଶୁଭ ଲକ୍ଷଣ

ସମୁଦ୍ର ଶାସ୍ତ୍ର ଅନୁସାରେ ଏହି ଭଳି କିଛି ଲକ୍ଷଣ ଅଛି ଜାହା ଆମେ ଅଙ୍ଗ ମାନଙ୍କ ଦ୍ଵାରା ଦେଖିବା ପାଇଁ ପାଇ ଥାଉ । ଏହି ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ କିଛି ବ୍ୟକ୍ତି ଙ୍କ ଅଙ୍ଗକୁ ଦେଖି ସେମାନଙ୍କ ସ୍ଵଭାବ ମଧ୍ୟ କୁହା ଯାଇ ପାରିବ । ତେବେ ଆସନ୍ତୁ ଜାଣିବା ଏହି ବ୍ୟକ୍ତି ମାନଙ୍କ ସ୍ଵଭାବ ବିଷୟରେ । ପ୍ରଥମ ଲକ୍ଷଣ ହେଉଛି ଚଉଡା ମଥାର ଲୋକ କିମ୍ବା ମହିଳା ମାନେ ଏମାନେ ନିଜ ପାଇଁ ଖୁବ ଶୀଘ୍ର ଭଲ ନିସ୍ପତି ନେଇ ପାରନ୍ତି । ଚଉଡା କହିବାର ଅର୍ଥ ହେଉଛି କି ଯେଉଁ ମାନାଙ୍କ ମଥାରେ ଚାରି ଆଙ୍ଗୁଳି ଯାକ ଆସିଯିବ ତାକୁ ଚଉଡା ମଥା କୁହା ଯାଏ ।

ଯାହାର ତିନୋଟି କିମ୍ବା ଆହୁରି କମ ଆସି ଥାଏ ସେମାନେ ନିସ୍ପତି ସଠିକ ଭାବେ ନେଇ ପାରନ୍ତି ନି । ଏହି ବଡ ମଥାର ବ୍ୟକ୍ତି ଓ ମହିଳା ମାନେ ସବୁ ବେଳେ ଦୂର ଦ୍ରୁଷ୍ଟି ଖୁବ ଭଲ ରଖିବେ ଓ ଏମାନେ ଖୁବ ସମ୍ମାନ ମଧ୍ୟ ପାଇ ଥାନ୍ତି ସମାଜରେ ।

ଯେଉଁ ମାନଙ୍କ ମଥାରେ କିଛି ଚିହ୍ନ ଅଛି ମାନେ ଜଳିବାର ଚିହ୍ନ ହେଉ କିମ୍ବା କାଟି ଯିବାର ଚିହ୍ନ ହେଉ ଏହି ଭଳି ଯଦି କିଛି ଚିହ୍ନ ଅଛି ତେବେ ଏହି ଭଳି ବ୍ୟକ୍ତି କିମ୍ବା ମହିଳା ମାନେ ଖୁବ ରାଗି ଚିଡା ସ୍ଵଭାବର ହୋଇ ଥାନ୍ତି । ଏମାନେ ଖୁବ ପୋଜେସିଭ ହୋଇ ଥାନ୍ତି । ଏହାର କାରଣ ହେଉଛି କି ଯାହାର ମଙ୍ଗଲ ଦୋଷ ପାଇ ଏହି ଭଳି ହୋଇଥାଏ ।

କୁହାଯାଏ କି ଯେଉଁ ମାନଙ୍କ ମଥାରେ ଏହି ଭଳି ଦୁର୍ଘଟଣା ର ଚିହ୍ନ ଥାଏ ସେମାନଙ୍କ ମଙ୍ଗଲ ଖରାପ ଥାଏ । ଯେଉଁ ଲୋକଙ୍କ ଶରୀର ରେ ଅଧିକ ଛୁଟି ଥାଏ କିମ୍ବା ଅଧିକ ଝାଳ ହୋଇ ଥାଏ । ତେବେ ସେମାନଙ୍କ ଶନି ଖରାପ ଥାଏ । ଏହି ବ୍ୟକ୍ତି ମାନଙ୍କ ଚରିତ୍ର ଠିକ ନଥାଏ । ଏମାନେ ଖୁବ ମାୟାବି ଭଳି ହୋଇଥାନ୍ତି । ଯାହା ପାଇଁ ଏମାନଙ୍କ ପ୍ରକୃତ ରୂପ କେହି ଦେଖି ପାରି ନଥାନ୍ତି । ଯଦି ଶରୀରେ ଅଳ୍ପ କିଛି ଚୁଟି ତାହେଲେ ଏହା କିଛି କଥା ନାଇ ।

ଏହା ପରେ ଆବାଜ ଯେଉଁ ପୁରୁଷ କିମ୍ବା ମହିଳା ମାନଙ୍କ ସ୍ଵର ଖୁବ ସଫା ଓ ଭଲ ହୋଇ ଥାଏ ସେମାନେ ସବୁ କ୍ଷେତ୍ରରେ ନିଜକୁ ବିଜୟୀ ପାନ୍ତି ଏହାର କାରଣ ହେଉଛି କି ସେମାନେ ସବୁ ବେଳେ ଚାକିରି କାମ ରେ ନିଜକୁ ସବୁ ବ୍ୟକ୍ତି ମାନଙ୍କ ଠାରୁ ନିଜକୁ ଅଲଗା ପ୍ରମାଣିତ କରିଥାନ୍ତି । ଯେଉଁ ମାନଙ୍କ ଆବାଜ ଖୁବ ଧୀର ଥାଏ ସେମାନେ ସବୁ ବେଳେ ପଛରେ ରହି ଥାନ୍ତି । ଆମ ଆବାଜ ଦ୍ଵାରା ଆମର ଆତ୍ମ ବିଶ୍ଵାଶ ଜଣା ପଡିଥାଏ ତେଣୁ ଆମେ ଏହାକୁ କହି ପାରିବା କି ଏହା ଭଲ ଅଟେ । କିନ୍ତୁ ଆବାଜ ଉଚ ଓ ସଫା ହେବାର ମାନେ ଏହା ନୁହେଁ କି କର୍କଶ ହେବା କର୍କଶ କହୁଥିବା ବ୍ୟକ୍ତି ମାନେ ସବୁ ବେଳେ ଅସୁବିଧାରେ ପଡିଥାନ୍ତି । ଏମାନଙ୍କ ଜୀବନରେ ଖୁବ ସଂଘର୍ଷ ଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *