ଏଭଳି ସିନ୍ଦୂର ଲଗାଇଲେ ଭାଙ୍ଗିଯାଏ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ, ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ

ଆମ ଶାସ୍ତ୍ର ଅନୁସାରେ ଦେଖିବା ପାଇ ଗଲେ ସିନ୍ଦୁର ର ଅନେକ ମହତ୍ଵ ଅଛି । କିନ୍ତୁ ଏହାକୁ ଆମେ କେବଳ ପୂଜା ପାଠ ଓ ସଜେଇବା ପାଇ ବ୍ୟବହାର କରୁନା । ଏହାର ବ୍ୟବହାର ର ଅନେକ ଫାଇଦା ମଧ୍ୟ ଅଛି । ଏହାକୁ ଯଦି ଆମେ ବ୍ୟବହାର କରିବା ତେବେ ଆମେ ଅନେକ ଖରାପ ଶକ୍ତି କୁ ଆମ ଠାରୁ ଦୂରେଇ ରଖେ । ଆମ ଭାରତୀୟ ସଂସ୍କୃତି ର ଅନୁସାରେ ଦେଖିବା ପାଇ ଗଲେ ବିବାହିତ ନାରୀ ମାନେ ଏହାକୁ ନିଜ ମଠାରେ ସଜେଇ ଥାନ୍ତି । ସେମାନେ ଏହାକୁ ଲଗେଇବା ପାଇ ବିବାହ ଦିଆନରୁ ପ୍ରଥା ହୋଇ ଥାଏ ।

ଆମେ ଦେଖିବା ପାଇ ଗଲେ ଏହାକୁ କେବଳ ସ୍ଵାମୀ ମାନେ ଥରେ ମାତ୍ର ନିଜ ସ୍ତ୍ରୀ ମାନଙ୍କୁ ଏହା ଦେଇ ଥାନ୍ତି କିନ୍ତୁ ଏହାକୁ ସେମାନେ ସବୁ ଦିନ ଏହାକୁ ଲଗେଇ ଥାନ୍ତି । ସେମାନେ ଏହାକୁ ସବୁ ଦିନ ଲାହେୟ ଥାନ୍ତି ମାତ୍ର ଏହାକୁ ଲଗେଇବାର ସଠିକ ଉପାୟ ଯାନୀ ନଥାନ୍ତି ।

ଯଦି ଆମେ ଏହାକୁ ଭୁଲ ଭାବେ ଲଗେଇବା ଦ୍ଵାରା ଆମେ ଖୁବ ଖରାପ ପରିଣାମ ମିଳି ଥାଏ । ବିବାହିତ ମହିଳା ମାନେ ଏହାକୁ ଲଗେଇବବାର ଶାସ୍ତ୍ର ଅନୁସାରେ ଦେଖିବା ପାଇ ଗଲେ ଏହା ସେମାନଙ୍କୁ ଖରାପ ଦ୍ରୁଷ୍ଟି ରୁ ଦୂରେଇ ରଖୀ ଥାଏ । ଆହୁରି ଦେଖିବା ଅପାୟ ଗଲେ ବୈଜ୍ଞାନିକ ମାନେ କହିଛନ୍ତି କି ସିନ୍ଦୁର ରେ ପାରଦ ଥାଏ । ଏହାକୁ ଆମ ମଥାକୁ ସାନ୍ତ କରିକି ରଖିଥାଏ । ଏହାକୁ ଦେଖିବା ପାଇ ଗଲେ କୁକୁମ ରେ ଆମ ଜ୍ଞାନ ଚକ୍ରକୁ ନିୟନ୍ତ୍ରଣ କରିବାର କ୍ଷମତା ଥାଏ ।

ତେଣୁ ଏହାକୁ ଆମେ ପୂଜା କରିବା ସମୟରେ ମଧ୍ୟ ବ୍ୟଭାର କରି ଥାଉ । କିଛି ନାରୀ ମାନେ ଏହାକୁ ମନ ଇଚ୍ଛା କରିକି ଲଗାଇ ଥାନ୍ତି । ଏହାକୁ ଲଗାଇବା ଦ୍ଵାରା ବଶୀକରଣ ଓ ତନ୍ତ୍ର ଶକ୍ତି ମଧ୍ୟ ହାରି ଯାଇ ଥାଏ । ଏବେ ଆସନ୍ତୁ ଜାଣିବା ଆକି ଏହାକୁ କିଭଳି ଭାବେ ବ୍ୟବହାର କରିବା । ମହିଳା ମାନେ ଏହାକୁ ନିଜ ମଥାରେ ଲଗାଇବା ବେଳେ ନିଜ ଅନାମିକା ଆଙ୍ଗୁଳି ର ବ୍ୟବହାର କରିବା । ଯଦି ଆମେ ଆଉ କାହାକୁ ଲଗାଇବା ପାଇ ଯାଉଛୁ ତେବେ ଏହାକୁ ଆମେ ନିଜର ମଧ୍ୟମା ଆଙ୍ଗୁଳି ରେ ଲଗାଇବା ଆବଶ୍ୟକ ।

ମଧ୍ୟମା ଆଙ୍ଗୁଳି ରେ ଥିବା ଶକ୍ତି ଅନ୍ୟ ବ୍ଯକ୍ତିର ଖରାପ ଶକ୍ତି କୁ ନିଜ ଶରୀର ରେ ପ୍ରବେଶ କରିବା ପାଇ ଦେଇ ନଥାଏ । କିନ୍ତୁ ଦେଖିବା ପାଇ ଗଲେ ଆମେ ଅନେକ ସମୟରେ ମହିଳା ମାନେ ଅଧିକ ସିନ୍ଦୁର ଓ କୁକୁମ କୁ ଅଧିକ କରିକି ଲଗେଇ ଦେଇଥାଉ କିନ୍ତୁ ଏହା କରିବା ଖୁବ ଖରାପ ହୋଇ ଥାଏ ଯେତିକି ଦରକାର ତା ଠାରୁ ଅଧିକ କୁକୁମ ଲଗାଇବା ଅଶୁଭ ହୋଇ ଥାଏ ବୋଲି କୁହାଯାଏ । ଆଉ କ୍କିଛି ମହିଳା ମାନେ ନିଜ ମଥାରେ ଲାଗିଥିବା କୁକୁମ କୁ ସଜାଡିବା ଅପାୟ ଏହାକୁ ପୋଛି ଦେଇ ଥାନ୍ତି । ଏହା କରିବା ମଧ୍ୟ ଖରାପ ହୋଇ ଥାଏ ।

Leave a Reply

Your email address will not be published. Required fields are marked *