ଶ୍ରୀ କୃଷ୍ଣ କୁହନ୍ତି ଯେଉଁ ବ୍ୟକ୍ତି ପ୍ରତୀକ ଦିନ ଏହି 6ଟି ମନ୍ତ୍ରର ଜପ କରେ ଦାରିଦ୍ର୍ୟତା ତାଙ୍କୁ ଛୁଇଁ ବି ପାରେନି- Krishna Vani

ମନ୍ତ୍ର ଓ ଶ୍ଳୋକ କଣ ଏହାକୁ କାହିଁକି ଆମେ ଜପୁ । ଏହାକୁ କହିବାର କିମ୍ବା ଗାଇବାର ମାନେ କଣ ଥାଏ ? ଶାସ୍ତ୍ର ଅନୁସାରେ ଦେଖିବା ପାଇ ଗଲେ ଭଗବାନ ଙ୍କ ଉପସ୍ଥିତି କୁ ଅନୁଭବ କରିବା । ବିଜ୍ଞାନ ଅନୁସାରେ ଏହାକୁ କହିବା ଦ୍ଵାରା ଆମ ଚାରି ପାଖରେ ଏକ ଭାଇବ୍ରେସନ ଖେଳି ହୋଇ ଯାଏ । ଯାହା ଦ୍ଵାରା ଆମେ ଖୁବ ଭଲ ପରିଣାମ ପାଇ ଥାଉ । ଏହାକୁ କହିବା ଦ୍ଵାରା ଆମେ ଆମ ଶରୀରରେ ଅନେକ ଊର୍ଜା ମିଳି ଥାଏ ।

ଆମେ ଯେଉଁ ମନ୍ତ୍ର ଓ ଶ୍ଳୋକ ପଢୁଛେ ଏହାକୁ ଆମ ମହା ପୁରୁଷ ମାନେ ଅନେକ ତପଶ୍ୟା କରିକି ତିଆରି କରିଛନ୍ତି । ଆପଣ ଏହାକୁ ଗାଇବାର ଅନେକ ଅଲଗା ଅଲଗା ସମୟ ଅଛି ଓ ଅଲଗା ଅଲଗା ପ୍ରକାର ମନ୍ତ୍ର ମନ୍ତ୍ର ମଧ୍ୟ ଅଛି ।

ଏହା ମଧ୍ୟ କୁହାଯାଏ କି ଆମେ ଯେଉଁ ସମୟରେ ଉଚାରଣ କରୁ ଏହାକୁ ଆମେ ସବୁ ବେଳେ ପଢିବା କିମ୍ବା ଗାଇବା ବେଳେ ଧ୍ୟାନ ରଖିବା କଥା କି ଏହା ଜେଭଳି ଭାବେ ଭୁଲ ନ ହୁଏ । କାରଣ ଏହାର ଭୁଲ ଉଚାରଣ ଦ୍ଵାରା ମିଳିବା ପାଇ ଯାଉଥିବା ପରିଣାମ ଖୁବ ଖରାପ ହୋଇ ଜିବ । ତେବେ କିଛି ମନ୍ତ୍ର ଆମକୁ ଶତ୍ରୁ ପାକ୍ଷରୁ ବଞ୍ଚାଉ ଥିବା ବେଳେ କିଛି ମନ୍ତ୍ର ଆମକୁ ଖରାପ ଚିନ୍ତାରୁ ମୁକ୍ତି ଦେଇ ଥାଏ ।

କିଛି ମନ୍ତ୍ର ଅନ୍ୟକୁ ସନ୍ତୁଷ୍ଟ କରିବା ପାଇ ଥିବା ବେଳେ କିଛି ମନ୍ତ୍ର ଆମକୁ ସଠିକ ମାର୍ଗ ଦେଖାଇବା ପାଇ ଥାଏ । ତେବେ ଆମେ ଆଜି ଯେଉଁ ମନ୍ତ୍ର ବିଷୟରେ କହିବା ପାଇଁ ଯାଉଛୁ ଆପଣ ଏହାକୁ ସକାଳୁ ଉଠିବା ପରେ କହିବେ ଓ ଆଉ କିଛି ମନ୍ତ୍ର ଅଛି ଯାହାକୁ ଆପଣ ରାତିରେ ଶୋଇବା ବେଳେ କହିବେ ।

“କରାଗରେ ବସତୁ ଲକ୍ଷ୍ମୀ କର ମଧ୍ୟେ ସରସ୍ଵତୀ,

କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନ । ।

ଏହାକୁ ଆମେ ସକାଳୁ ଆଖି ଖୋଲିବା ପରେ ଆପଣ ଏହାକୁ କୁହନ୍ତୁ ଏହାର କାରଣ ହେଉଛି ଆମେ ଯଦି ସକାଳର ଆରମ୍ଭ ଯଦି ଆମେ ଭଗବାନ ଙ୍କ ସ୍ମରଣ ରୁ କରିବା ତେବେ ଆମେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବା । ଏହାର ଅର୍ଥ ହେଉଛି କି ହାତର ଅଗ୍ରଭାଗେ ମା ଲକ୍ଷ୍ମୀ ଙ୍କ ନିବାଶ ଅଛି । ଏହାର ମଧ୍ୟ ଭାଗରେ ସରସ୍ଵତୀ ବାଶ କରନ୍ତି ସେଶ ଭାଗରେ ଭଗବାନ କୃଷ୍ଣଙ୍କ ନିବାଶ ଅଛି ବୋଲି କୁହାଯାଏ । ମାଟିରେ ପାଦ ଦେବା ଆଗରୁ ଆମେ ଏହା କହିବା ଦରକାର କି ।

“ସମୁଦ୍ରେ ବାସତେ ଦେବୀ ପର୍ବତେ ସ୍ତନ ମଣ୍ଡିତେ,

ବିଷ୍ଣୁ ପତ୍ନୀ ନାସସ୍ତୁଭ୍ୟମ ପାଦ ସ୍ପରସଙ୍ଗ କ୍ଷମସ୍ଵମେବ । ।

ଏହା ପରେ ଆପଣ ଭୋଜନ କରିବା ବେଳେ ଏହି ମନ୍ତ୍ର ର ଉଚାରଣ ଆବଶ୍ୟକ ଅଟନ୍ତି । ଓମ ସହନା ଭବତୁ ସହଣଔ ଭୁବତୁ ସହ ବୀର୍ଯାଙ୍ଗ କାରବା ବହେ ତେଜସ୍ଵୀୟନାଭବତୀ ମା ବିଦବିଶାବହେ ଓମ ଶାନ୍ତି ଶାନ୍ତି ଶାନ୍ତି । । ଏହି ଭଳି ଆମେ ଏହାକୁ କହିବା ଦ୍ଵାରା ମନରେ କାହା ପାଇ ପାପ ଭାବନା ଆସିନଥାଏ ।

Leave a Reply

Your email address will not be published. Required fields are marked *