ରବି ଚଳିଲେ ସିଂହ ରାଶି କୁ ଆଗାମୀ ୧ ମାସ ପର୍ଯ୍ୟନ୍ତ ୬ ଟି ରାଶି ସାବଧାନ ରୁହନ୍ତୁ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ । ପରିବର୍ତ୍ତନ ଏହୁଛି ପ୍ରକୃତିର ନିୟମ ଯାହା ନିରାନତର ଲାଗି ରହିଥାଏ । ଏହାକୁକାଉ ରୋକିବା ସମ୍ବବ ନୁହେ । ଆଜି ଆମେ ଆପଣ ମାନଙ୍କୁ ରବି ଚାଳନ ଯୋଗୁ ଆସନ୍ତା ଗୋଟେ ମାସ ଯାଏଁ ଏହି ରାଶି ଗୁଡିକର ବ୍ୟକ୍ତି ବିଶେଷ ସତର୍କ ରହିବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ । ମେଷ ରାଶି : ଏହି ରାଶିର ଲୋକ ମାନେ ନିର୍ମାଣ ଓ ଦୂର ଜାଗାକୁ ଯାତ୍ରା କରି ଅପରିବେ ।

ପାରିବାରିକ ପରିବେଶ ଭଲ ରହିବ । ବ୍ୟବସାୟରେ ଭଲ ଲାଭ ହେବ । କିନ୍ତୁ ଶିକ୍ଷା କ୍ଷେତ୍ରରେ କିଛି କଷ୍ଟ ଅନୁଭବ ହେବ । ଆପଣଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ । କର୍ମ କ୍ଷେତ୍ରରେ ଆପଣ ସଫଳ ହେବେ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବା ସହ ମାନ ସମାନ ବୃଦ୍ଧି ପାଇବ ।

ବୃଷ ରାଶି : ଆପଣ କର୍ମ କ୍ଷେତ୍ରରେ ସଫଳ ହେବେ । ବିଦେଶ ଯାତ୍ରାରେ ହାନି ହୋଇପାରେ । ଚାକିରି ଓ ବ୍ୟବସାୟରେ ଖୁବ ଲାଭବାନ ହେବେ । ପାରିବାରିକ ସ୍ଥିତି ଭଲ ରହିବ । ଏହି ମାସରେ ଆପଣ କୌଣସି ବିପଦର ସମୁଖିନ୍ନ ହୋଇ ପାରନ୍ତି । ତେଣୁ ସତର୍କ ରୁହନ୍ତୁ ।

ମିଥୁନ ରାଶି : ଏହି ରାଶିର ଲୋକ ମାନେ କୌଣସି ଖବର ଶୁଣି ମର୍ମାହତ ହେବେ । ଆପଣଙ୍କ ମନରେ ଅଶାନ୍ତି ରହିବା ସହ ଆପଣଙ୍କ ସ୍ୱାସ୍ଥ୍ୟରେ ପ୍ରବାହବ ପଡିବ । ପରିବାରରେ ଅସାନ୍ତି ହେବା ସହ ଚାକିରି କ୍ଷେତ୍ରରେ କିଛି ସମସ୍ଯା ହୋଇପାରେ । ତେଣୁ ସତର୍କ ରୁହନ୍ତୁ ।

କର୍କଟ ରାଶି : ଏହି ରାଶିର ଲୋକ ମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ । ଛାତ୍ରଛାତ୍ରୀ ମାନେ ଖୁସିରେ ସମୟ କାଟିବେ । କର୍ମ କ୍ଷେତ୍ରରେ ଅସଫଳତା ହେବାର ଯୋଗ ରହିଛି । ମହିଳା ମାନେ ସନ୍ତାନ ସୁଖରେ ସୁଖୀ ହେବେ । ପାରିବାରିକ ମାହୋଲ ଭଲ ରହିବ ।

ସିଂହ ରାଶି : ଏହି ରାଶିର ଲୋକଙ୍କ ପାଇଁ ସ୍ମାୟ ମଧ୍ୟମ ଧରଣର ରହିବ । ଶିକ୍ଷା ଓ ଚାକିରିରେ ସମୟ ଭଲ ରହିବ । ପାରିବାରିକ ଦ୍ଵନ୍ଦ ସୃଷ୍ଟି ହୋଇପାରେ । ଆପଣଙ୍କର ଶତ୍ରୁର ବିନାଶ ହେବ । ସନ୍ତାନ ମାନଙ୍କର ତରଫରୁ ଖୁସି ଖବର ଶୁଣିବାକୁ ପାଇବେ । ତେଣୁ ସତର୍କ ରୁହନ୍ତୁ ।

କନ୍ୟା ରାଶି : ଏହି ରାଶିର ଲୋକ ମାନେ ଧନ ଉପାର୍ଜନ କରିଲେ ସନ୍ତାନଙ୍କ ପାଇଁ ଚିନ୍ତୀତ ହୋଇ ପାରନ୍ତି । ପରିବାରରେ ଅସାନ୍ତି ରହିପାରେ । ବ୍ୟବସାୟରେ ଅଧିକ ଉନ୍ନତି ହେବ ନାହିଁ । ବ୍ୟସ୍ତ ବିବ୍ରତରେ ସମୟ ରହିବ ।

ତୁଳା ରାଶି : ଆପଣ ଶିକ୍ଷା ଓ ବ୍ୟବସାୟରେ ଅଗ୍ରସର ହେବେ । କୌଣସି କଥାକୁ ନେଇ ମାନସିକ ଚିନ୍ତାରେ ରହିବେ । ପାରିବାରିକ ମାହୋଲ ଭଲ ରହିବା ସହ କର୍ମ କ୍ଷେତ୍ରରେ ସଫଳ ହେବେ । ଆର୍ଥିକ ଅବସ୍ଥା ସୁଦୃଢ ହେବେ । ଦୈନିକ ରୋଜଗାରରେ ବୃଦ୍ଧି ହେବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *