ଏହି ସ୍ଥାନକୁ ଆଜି ବି ଆସନ୍ତି ପ୍ରଭୁ ହନୁମାନ, ମିଳିଛି ପାଦ ଚିହ୍ନ…. ଦେଖନ୍ତୁ Video

ଭାରତ କୁ ଦେବ ଭୂମି ବୋଲି ମଧ୍ୟ କୁହାଯାଏ । ଏହି ଜାଗାରେ ଅନେକ ମାହାନ ଆ-ତ୍ମା ମାନେ ଜନ୍ମ ଗ୍ରହଣ କରି ଥିଲେ । ଏଠାରେ ଥିବା ପ୍ରାଚୀନ ମନ୍ଦିରରେ ମଧ୍ୟ ଅନେକ ପ୍ରକାର ସଂସ୍କାର ଅଛି ଶିଖିବା ପାଇଁ । ଆଜି ଭି ଏହି ଜାଗାରେ ଭଗବାନ ଙ୍କ ଆସ୍ଥା ବଞ୍ଚିକି ରହିଛି ଅନ୍ୟ ଜାଗା ଅପେକ୍ଷା । ତେବେ ଆଜି ଆମେ କିଛି ଏହି ଭଳି ଜାଗା କିମ୍ବା କିଛି ଏହି ଭଳି ମନ୍ଦିର ବିଷୟରେ କହିବା ପାଇ ଯାଉଛୁ ଯାହା ଦ୍ଵାରା ଆମେ ଜାଣି ପାରିବା କି ଭଗବାନ ହନୁମାନ ଜି ଙ୍କୁ ଆମେ ଜୀବନ୍ତ ଥିବାର ପରମାଣ ପାଇବା ।

ଆଜି ଆମେ ଏହି ଭଳି ପାଞ୍ଚୋତି ମନ୍ଦିର ବିଷୟରେ କହିବା ପାଇଁ ଯାଉଛୁ । ଏହି ଜାଗାରେ ହନୁମାନ ଜି ଙ୍କୁ ଜୀବନ୍ତ ଦେବତା ଭଳି ଆମେ ପୂଜା କରୁ । କିନ୍ତୁ ଦେଖିବା ପାଇଁ ଗଲେ ଏହା ସତ୍ୟ ଅଟେ । ଭାରତରେ ଏହି ଭଳି ଏକ ଗାଁ ଅଛି ଯେଉଁ ଜାଗାରେ ହନୁମାନ ଜି ନିଜେ ଡାକ୍ତର ହନୁମାନ ଜି ହୋଇ ଆସି ଲୋକଙ୍କ ରୋଗ କୁ ଭଲ କରି ଦେଇ ଯାଉଛନ୍ତି । ଯଦି କେହି କହିବ କି ଅନ୍ୟ କେହି ଆସିକି ହନୁମାନ ଜି ଙ୍କ ରୂପ ନେଇକି ଆସିକି ରୋ-ଗୀ-ଙ୍କ ଚିକିସ୍ଛା କରି ଦେଇ ଯାଉଛନ୍ତି ।

ପୁରୁଣା ଅନୁସାରେ ଦେଖିବା ପାଇଁ ଜଣେ ସାଧୁ ବହୁ ଦିନ ଧରି ବେ-ମା-ର ହୋଇ ରହି ଥିଲେ । ସେ ବହୁଦିନ ଧରି କ୍ୟାନ୍ସର ରେ ପୀ-ଡି-ତ ଥିଲେ କିନ୍ତୁ ହନୁମାଜି ତାଙ୍କୁ ଡାକ୍ତର ରୂପେ ଦେଖା ଦେଇ ତାଙ୍କ ଆଗରେ ପ୍ରକଟ ହୋଇଥିଲେ ଏହା ପରେ ସେ ସବୁ ଲୋକଙ୍କୁ ସାହାଜ୍ଯ କରୁଛନ୍ତି । ଏହି ହନୁମାନ ଜି ଙ୍କ ମୂର୍ତ୍ତି ନିମ ଗଛ ତଳୁ ବାହାରି ଥିଲା ଏହି ମୂର୍ତ୍ତି ନାଚିବା ଭଳି ସ୍ଥିତିରେ ଥିଲା । ମଧ୍ୟ ପ୍ରଦେଶ ରେ ଥିବା ଏକ ଗାଁ ରେ ହନୁମାନ ଜି ଙ୍କ ମନ୍ଦିର ଦେଇ ଯିବା ସମୟରେ ଟ୍ରେନ ର ଗତି ଖୁବ ସ୍ଲୋ ହୋଇ ଯାଇ ପାରେ ।

ଏହି ମନ୍ଦିର ରେ ଥିବା ହନୁମାନ ଜି ଓ ଗଣେଶ ଭଗବାନ ଙ୍କ ମୂର୍ତ୍ତି ମିସିକି ଥିବା ଯୋଗୁ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । କୁହାଯାଏ କି ଏହି ମନ୍ଦିରକୁ ଆସୁଥିବା ସବୁ ବ୍ୟକ୍ତି ସେମାନଙ୍କ ଭବିଷ୍ୟତ ବିଷୟରେ ଜାଣି ନେଇଥାନ୍ତି । ଏହା ପରେ ଶ୍ରୀଲଙ୍କାର ଗୋଟିଏ ମନ୍ଦିର ଅଛି । ଏହି ମନ୍ଦିର ପାଖରେ ଥିବା ଏକ ଜଙ୍ଗଲ ଅଛି ଯେଉଁ ଠାରେ ଏକ କବିଲା ଅଛି ଯେଉଁ ଠି ମାଟଙ୍ଗା ନାମରେ ମାତ୍ର ୫୦ ଜଣ ଲୋକ ଅଛନ୍ତି ସେମାନାଙ୍କୁ ହିଁ ହନୁମାନ ଜି ଦେଖା କରିବା ପାଇଁ ଆସନ୍ତି । ଏହି ଲୋକ ମାନଙ୍କୁ ଖୋଯିବା ପରେ ଏମାନେ ନିଜକୁ ହନୁମାନ ଜି ଙ୍କ ସେବକ ବୋଲି କହୁଛନ୍ତି ।

ସେମାନେ କହିଛନ୍ତି କି ସେମାନେ ହନୁମାନ ଜି ଙ୍କୁ କିଛି ସମୟରେ କିଛି ପର୍ବ ପର୍ବାଣି ରେ ଦେଖିବା କୁ ପାଇଥାନ୍ତି । ମଧ୍ୟ ପ୍ରଦେଶର ଉଜାୟାନ ଠାରୁ ବହୁତ ଦୂରରେ ଥିବା ଏକ ସହରରେ ଏକ ମନ୍ଦିର ଅଛି ଯାହାକୁ ଓଲଟା ହନୁମାନ ଜି ଙ୍କ ମନ୍ଦିର କୁହାଯାଏ । ଯେଉଁ ଠାରୁ ହନୁମାନ ଜି ପାତାଳ ପୁରକୁ ଯାଇଥିଲେ । ହନୁମାନ ମନ୍ଦିର ଝାଁଶି ଏହି ମନ୍ଦିରରେ ହନୁମାନ ଜି ଏକ ଝିଅ ବେଶରେ ଅଛନ୍ତି ସେ ଝିଅ ବେଶରେ ଥିବା ବେଳେ ମଧ୍ୟ ତାଙ୍କ ଦୁଇ ହାତରେ ଗଦା ଅଛି । ଏହି ଜାଗାକୁ ସବୁ ଦିନ ୧୦୦୦ ରୁ ଅଧିକ ଶ୍ରଦ୍ଧାଳୁ ଆସୁଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *