58 ବର୍ଷ ପରେ ୧୦ ସେପ୍ଟେମ୍ବର ଗଣେଶ ଚତୁର୍ଥୀ, ୫ଟି ରାଶିରେ ମହା ରାଜଯୋଗ… ହେବ ଖାଲି ଧନବର୍ଷା

ଭଗବାନ ଗଣେଶ ହେଉଛନ୍ତି ସବୁ ଦେବଙ୍କ ଭିତରେ ଅଗ୍ର ପୂଜ୍ୟ ସେ ସବୁ ବେଳେ ଆମକୁ ଆମ ଜୀବନର ମୂଲ୍ୟ ବତାଇ ଥାନ୍ତି । ଆପଣ ଜାଣି ଥିବେ କି ଭଗବାନ ଗଣେଶ ଙ୍କୁ ଯେଉଁ କାମ ପାଇଁ ଆମେ ପୂଜା କରୁ ସେହି କାମ ନିଶ୍ଚିତ ଭାବେ ହୋଇ ଜୀବ । ଭଗବାନ ଯେଉଁ ଜାଗାରେ ଅଛନ୍ତି ସେହି ଜାଗାରେ ଶୁଭ,ଲାଭ, ରିଦ୍ଧି, ଶିଦ୍ଧି ଭି ସେହି ଜାଗାରେ ମିଳେ । ମା ଲକ୍ଷ୍ମୀ ଙ୍କ ଦୟା ମଧ୍ୟ ସେହି ବ୍ୟକ୍ତି ଉପରେ ଥାଏ ଯେଉଁ ବ୍ୟକ୍ତି ଉପରେ ଭଗବାନ ଗଣେଶ ଙ୍କ କୃପା ଥାଏ ସେମାନେ ସବୁ ଜାଗାରେ ବିଜୟ ହୋଇ ଥାନ୍ତି ।

ଭଗବାନ ଗଣେଶ ଙ୍କ ପାଖରେ ତାଙ୍କ ମା ଙ୍କ ଏତେ ଶକ୍ତି ଅଛି କି ସେ ପିଲା ଦିନେ ନିଜ ପିତା ଙ୍କୁ ହ-ରା-ଇ ଦେଇଥିଲେ । ଆପଣ ଜାଣି ଥିବେ କି ଭଗବାନ ଗଣେଶ ହେଉଛନ୍ତି ସବୁ ପ୍ରକାର କଷ୍ଟ ଦାୟକ । ଆପଣ ଜାଣିଥିବେ କି ଭଗବାନ ଗଣେଶ ଙ୍କ ପୂଜା ଭାରତ ରେ ସବୁ ଜାଗାରେ ଖୁବ ଧୂମ ଧାମରେ ପାଳନ କରା ହୁଏ ଏହି ବର୍ଷ ମଧ୍ୟ ଏହା ପାଇଁ ଖୁବ ଆୟୋଜନ କରା ଯାଉଛି । ଆପଣ ଜାଣି ଥିବେ କି ଏହି ମାସ ରେ ଥିବା ଭଗବାନ ଗଣେଶ ଭଗବାନ ଙ୍କ ପୂଜା ରେ କିଛି ଏହି ଭଳି ମହା ସଂଯୋଗ ହେବା ପାଇଁ ଯାଉଛି ଯାହା ଦ୍ଵାରା କିଛି ରାଶି ମାନେ ଭାଗ୍ୟ ବଦଳାଇ ପରିବେ ନିଜ ପରିଶ୍ରମ ଦ୍ଵାରା ।

ଭଗବାନ ଗଣେଶ ଏହି ରାଶି ମାନଙ୍କ ଉପରେ ବିଶେଷ କୃପା କରୁଛନ୍ତି କହିଲେ ଭୁଲ ହେବନି । ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ । ଯେଉଁ ମାନେ ଭଗବାନ ଗେଣେଶ ଙ୍କ କୃପା ପାଇବା ପାଇଁ ଯାଉଛନ୍ତି । ଯେଉଁ ମାନେ ନିଜ କାମକୁ ଅଧା କରିଥିଲେ ସେମାନେ ଏବେ ଏହି ମାସରେ ଏହାକୁ ସାରି ନେବେ । ପରିବାର ରେ ଆପଣ ଙ୍କ ଖୁବ ଭଲ ସମୟ ଆରମ୍ଭ ହୋଇଯିବ । ଯେଉଁ ମାନେ ସରକାର ଙ୍କ ପାଖରୁ ସହାୟତା ପାଇଁ କିଛି ଆବେଦନ କରିଥିଲେ ତାକୁ ଏହି ସମୟରେ ଏହି ସହାୟତା ମିଳିଯିବ ।

ଆପଣ ଯଦି କାହା ଠାରୁ କିଛି ଆର୍ଥିକ ରାଶି ସହାୟତା ଆଣିଥିବେ ଓ ଏହାକୁ ସୁଝି ପାରି ନଥିବେ ଏହି ସମୟରେ ଆପଣ ଏହାକୁ ସୁଝି ଦେବେ । ଆପଣ ଯେଉଁ ଜାଗା ବିକିବା ପାଇଁ ଚାହୁଁ ଥିବେ କିଛି ପୈତୃକ ସମ୍ପତି ଅଛି ଯାହା ଆପଣ ଙ୍କ ସମସ୍ୟା କରୁଛି ଆପଣ ତାହାକୁ ଦୂର କରି ପାରିବେ ଏହି ସମୟରେ । ଯେଉଁ ମାନେ ବେମାର କିମ୍ବା ମାନଶୀକ ଅସାନ୍ତି ରେ ରହୁଥିବେ ସେମାନେ ସବୁ ବେଳେ ଖୁଶି ଓ ଆନନ୍ଦ ରେ ରହିବେ । ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ନାମ । ଏହି ରାଶି ମାନଙ୍କ ନାମ ହେଉଛି ମେଷ, ସିଂହ, କୁମ୍ଭ, କର୍କଟ ରାଶି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *